Thu. Oct 15th, 2026

Category: ରାଜନୀତି

ବୃକ୍ଷରୋପଣର ଲକ୍ଷ୍ୟ ହାସଲ କରିପାରୁନି ଓଡ଼ିଶା: ସିଏଜି

ରାଜ୍ଯରେ ସବୁଜ ପରିବେଶ ଗଢି ତୋଳିବାରେ ସରକାରଙ୍କ ପକ୍ଷରୁ ବହୁ ଯୋଜନା କାର୍ଯ୳କାରୀ ହେଉଛି। ଏଥି ପାଇଁ ରାଜକୋଷରୁ ଅର୍ଥ ମଧ୍ଯ ଦିଆଯାଉଛି। ତେବେ ଓଡ଼ିଶାରେ ବୃକ୍ଷରୋପଣ ଧାର୍ଯ୍ଯ କରାଯାଇଥିବା ଟାର୍ଗେଟ ଅନୁସାରେ ପୂରା ହୋଇପାରୁନାହିଁ। ଯାହାକୁ ନେଇ କମ୍ପଟ୍ରୋଲର ଏବଂ…

କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ନମ୍ବର ୱାନ

କନ୍ଦମୂଳ ଉତ୍ପାଦନରେ ଓଡିଶା ନଂ 1 । ବିଧାନସଭାର ଶୂନ୍ୟକାଳରେ ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ରାଜ୍ୟର ବିଭିନ୍ନ ପନିପରିବା ଏବଂ ଫଳମୂଳର ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଗୃହରେ ସରଗରମ ଆଲୋଚନା…

ଗଣତି ମଧ୍ୟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ପଞ୍ଜାବରେ କେଜ୍ରିୱାଲଙ୍କ ଯାଦୁ । ଭୋଟଗଣତି ରେସରେ ଆଗୁଆ ଅଛି ଆମ ଆଦମୀ ପାର୍ଟି । ଦିଲ୍ଲୀରେ ‘ଆପ୍‌’ ସରକାରଙ୍କ ଶାସନ ଢାଞ୍ଚା ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛି । ଏହି ସମୟରେ ପ୍ରତିକ୍ରିୟା ରଖିଲେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ।…

ପଞ୍ଚାୟତ ନିର୍ବାଚନ ଟିକେଟ ବଣ୍ଟନ ରାଜନୀତି: ଚତୁରେ ଚତୁରେ କୋଳାକୋଳି

ଶବ୍ଦ ଓଡିଶା ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ଜିଲ୍ଲାପରିଷଦ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ହୋଇଥିାନ୍ତି । ନାମାଙ୍କନପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଆନୁସଙ୍ଗିକ କାଗଜପତ୍ର ସହ ଦଳୀୟ ଟିକେଟ ମଧ୍ୟ ଦେଇଥାନ୍ତି । ତେବେ ପ୍ରାର୍ଥୀଙ୍କୁ ଟିକେଟ ବାଣ୍ଟିବା ରାଜନୈତିକ ଦଳର…

୬୦୯୯ ଗାଁରେ ମୋବାଇଲ୍‌ ସେବା ଠପ; ପ୍ରଚାର ହେବ କେମିତି?

ବୈଷୟିକ ଯୁଗରେ ଟେଲିସେବା ଯୋଗାଇବା ପ୍ରଶାସନର ମୌଳିକ କର୍ତ୍ତବ୍ୟ । ମାତ୍ର ରାଜ୍ୟର ୬୦୯୯ଟି ଗାଁରେ ଏବେ ବି ମୋବାଇଲ୍‌ ଲାଗୁନି। ଏହି ସବୁ ଗାଁରେ ମୋବାଇଲ୍‌ ଟାୱାର ନାହିଁ। କିନ୍ତୁ ଏହି ଗାଁର ଲୋକମାନେ ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକର…

ବଡ଼ଭାଇକୁ ହରାଇବାକୁ ସାନଭାଇର ଷଡଯନ୍ତ୍ର

ସାନଭାଇ ବିଜେଡି ବିଧାୟକ । ବଡ଼ଭାଇ ବିଜେପିର ଜିଲ୍ଲାପରିଷଦ ସଭ୍ୟ ପାଇଁ କରୁଛନ୍ତି ପ୍ରତିଦ୍ୱନ୍ଦ୍ୱିତା । କେନ୍ଦୁଝର ଜିଲ୍ଲା ପାଟଣାର ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ବଡ଼ଭାଇ ସତ୍ୟବ୍ରତ ନାଏକ ୨୧ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି…

ପଞ୍ଚାୟତ ନିର୍ବାଚନ,ଆଉ ଥରେ ନାମାଙ୍କନ ସୁଯୋଗ

ଭୁବନେଶ୍ବର : ପାଞ୍ଚ ଦିନ ନାମାନଙ୍କ ପତ୍ର ଦାଖଲ ପରେ ବି ଖାଲି ପଡିଛି ପ୍ରାର୍ଥୀପତ୍ର ଦାଖଲ ସ୍ଥାନ । ନାମାଙ୍କନ ଦାଖଲ ପ୍ରାର୍ଥୀଙ୍କୁ ମିଳିଛି ଆଉ ଏକ ସୁଯୋଗ । ଜାନୁଆରୀ ୨୭ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ…

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ

ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ରାଜ‌ନୈତିକ ପରିବେଶ ସରଗରମ । ଦୁଇ କୋଟି ୭୯ଲକ୍ଷ ଭୋଟର ତୃଣମୂଳସ୍ତରରେ ସେମାନଙ୍କର ନେତା ବାଛିବେ। କାହା ସପକ୍ଷରେ କେତେ ଭୋଟର ଅଛନ୍ତି, ପଞ୍ଚାୟତ ଓ ପୌର ନିର୍ବାଚନରୁ ସ୍ପଷ୍ଟ ହୋଇଯିବ । ଅନେକ…

ମନେ ପଡ଼ନ୍ତି ଲୁଲୁ ମହାପାତ୍ର

ବ୍ରହ୍ମଗିରି: ପାଇକ ବିଦ୍ରୋହର କଣ୍ଣଧାର ବିପ୍ଳବୀ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କର ଦାୟାଦ, ଓଡ଼ିଶାର ଯୁବମାନସର ପ୍ରତୀକ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର , ଲୁଲୁ ମହାପାତ୍ର ନାମରେ…

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତିର୍ତ୍ତୋଲରେ ପ୍ରଚାରବେଳେ ମାଆ ଶାରଳା ପୀଠରେ ପହଞ୍ଚିଥିବାବେଳେ ଏନେଇ ପଚରାଯିବାରୁ ସେ ମନ୍ଦିର ଖୋଲିବା ସପକ୍ଷରେ ମତ ଦେଇଛନ୍ତି। ଶ୍ରୀମନ୍ଦିର ସହ ସମଲେଶ୍ୱରୀ, ଶାରଳା ଆଦି ମନ୍ଦିର…