Sun. Nov 29th, 2026

Author: Niharika Mohanty

ରଥ ଯାତ୍ରାକୁ ଶୃଙ୍ଖଳିତ ପରିଚାଳନା ପାଇଁ ଅଞ୍ଚଳିକ ପରିବହନ ଅଫିସରେ ସମ୍ମନ୍ୱୟ ବୈଠକ

ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଇତି ମଧ୍ୟରେ ଏକ ସମ୍ମନ୍ୱୟ ବୈଠକ ଅଞ୍ଚଳିକ ପରିବହନ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି l ୨୦୨୩ର ପୁରୀ ରଥ ଯାତ୍ରା ଉତ୍ସବ କିପରି ଶାନ୍ତି ଶୃଙ୍ଖଳାରେ ସୁଚାରୁ ରୂପେ ପାଳନ…

ଖୁବଶୀଘ୍ର ଆହାର ୨.୨!

ଖୁବଶୀଘ୍ର ଆହାର ୨.୨ କରିବାକୁ ଯୋଜନା କରୁଛନ୍ତି ସରକାର । ଏଣିକି ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ୍। ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସଏଚଜି ମହିଳାମାନଙ୍କୁ ୭ ତାରିଖ ଭିତରେ ପଇସା ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।…

ମହିଳାଙ୍କ ପାଇଁ ସ୍ଵତନ୍ତ୍ର ପାଣ୍ଠି

ମିଶନ ଶକ୍ତି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ପରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ସୂଚନା‌। ଏସଏଚଜି ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି-ସିଏମଆରଏଫ ଢାଞ୍ଚାରେ ଗଠନ ହେବ ଏହି…

ଗୋଲାପୀ ନୋଟକୁ ନେଇ ହଟହଟା, ଥାନାରେ ଏଫଆଇଆର ରୁଜୁ

ଗୋଲାପୀ ୨ ହଜାର ନୋଟକୁ ନେଇ ବିବାଦ ବର୍ତ୍ତମାନ କୋର୍ଟରେ ପହଞ୍ଚିବା ଆରମ୍ଭ କରିଛି। ଯେଉଁ ବ୍ୟକ୍ତି ତାଙ୍କ ପକେଟରେ ଏହି ଗୋଲାପୀ ନୋଟ ରଖିଥିଲେ ସେ ଯାହା ଚାହିଁ ପାରିବେ କିଣି ପାରିବେ, କିନ୍ତୁ ଆଜି ଏହି ଗୋଲାପୀ ୨…

ଏଚଏଲଏଲ କମ୍ପାନୀ ଦ୍ୱାରା ଦିଲ୍ଲୀର ଏମ୍ସକୁ ଦିଆଗଲା ୧୪ଟି ସାନିଟାରୀ ପ୍ୟାଡ୍ ମେସିନ୍

ଦିଲ୍ଲୀର ଏମ୍ସକୁ ଦିଆଗଲା ୧୪ଟି ସାନିଟାରୀ ପ୍ୟାଡ୍ ମେସିନ୍। ଏଚଏଲଏଲ କମ୍ପାନୀ ଏହି ମେସିନ୍ ଦେଇଥିବା ସୂଚନା ରହିଛି। ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଏମ୍ ଶ୍ରୀନିବାସଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯାଇଥିଲା। ମିଡିଆ ଇନଚାର୍ଜ ଡକ୍ଟର ରିମା ଦାଦା…

ଉଦ୍ଧାର ମୋବାଇଲ ଫେରାଇଲା ପୋଲିସ

ଗତ ଜାନୁୟାରୀ ମାସରେ ପୋଲିସ ଦ୍ଵାରା ଉଦ୍ଧାର ହୋଇଥିବା ଚୋରି ମୋବାଇଲ ଗୁଡିକ ତାଙ୍କର ମାଲିକମାନଙ୍କୁ ଫେରାଇ ଦେଇଛି କୋରାପୁଟ ଟାଉନ ପୋଲିସ। ଘଟଣାରୁ ପ୍ରକାଶ ଯେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସ୍ପିଟାଲ ରେ ଓ କୋରାପୁଟ…

ବ୍ଲକ ପ୍ରଶାସନ ବିରୋଧରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ୨୩ ସରପଞ୍ଚ

ନନ୍ଦପୁର ବ୍ଲକ ର ସରପଞ୍ଚ ମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଅଣଦେଖା କରୁଥିବା ନେଇ ଆଜି ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି ୨୩ଟି ପଞ୍ଚାୟତର ସରପଞ୍ଚ। ରାଜ୍ୟରେ ପଞ୍ଚାୟତ ରାଜ ବ୍ୟବସ୍ଥା କୁ ଗୁରୁତ୍ଵ ଦିଆ ଯାଉଥିବା ବେଳେ ନନ୍ଦପୁର ବ୍ଲକ…

ମୋଦି ରାଜ୍ କୁ ୯ ବର୍ଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତା ହାତେଇବାକୁ ୯ ବର୍ଷ ହୋଇଯାଇଛି। ୨୬ ମେ ୨୦୧୪ରେ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ଶାସନ ଭାର ସମ୍ଭାଳିଥିଲେ। ୨୦୧୪ରେ ମୋଦି ଲହରରେ ବସି ଭାରତୀୟ ଜନତା ପାର୍ଟି(ଭାଜପା) ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା।…

୭୫ଟଙ୍କିଆ ସ୍ମାରକୀ ଧାତବ ମୁଦ୍ରା ଉନ୍ମୋଚିତ

ନୂଆ ସଂସଦ ଭବନ ଉଦ୍ଘାଟନ ଅବସରରେ କେନ୍ଦ୍ର ସରକାର ୭୫ ଟଙ୍କିଆ ସ୍ମାରକୀ ଧାତବ ମୁଦ୍ରା (କଏନ୍) ଜାରି କରିବେ ବୋଲି ଗୁରୁବାର ଦିନ ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି।ମେ ୨୫ ତାରିଖରେ ଜାରି କରାଯାଇଥିବା ‘ଗେଜେଟ୍’ ବିଜ୍ଞପ୍ତିରେ ଅର୍ଥମନ୍ତ୍ରାଳୟ କହିଛି…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ

ରାୟଗଡା ସ୍ଥାନୀୟ ଜିଲ୍ଳା ମୂଖ୍ୟ ଚିକିତ୍ସାଳୟ ପରିସରରେ ଏକ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରିବା ପାଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…