Sun. Nov 29th, 2026

Author: Niharika Mohanty

ଭୟଙ୍କର ବସ୍ ଦୁର୍ଘଟଣା ନେଲା ୧୨ଜଣଙ୍କର ଜୀବନ

ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବ୍ରହ୍ମପୁରରେ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଏକ ମିନି…

ଝରିଆ ସମାଜରେ ଶିକ୍ଷା ଉପରେ ଗୁରୁତ୍ୱରୋପ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଯାଦବ ଝରିଆ ସମାଜର ସଭାପତି ନିମାଇଁ ଚରଣ ପାଣ୍ଡେଙ୍କ ତତ୍ୱାବଧାନରେ ଆଜି ଅନକାବେଡା ହାଟପଡା ଠାରେ ଝରିଆ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ…

ବିଜେପିର ସଭାରେ ମୋବାଇଲ ଟର୍ଚ୍ଚ ଜଳେଇ ଭାଷଣ ଦେଲେ ମୁଖ୍ୟ ଅତିଥି 

କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ଚାଲିଥିଲା ସଂଯୁକ୍ତ ମୋର୍ଚ୍ଚା ସମାବେଶ। ସଭା ମଧ୍ୟରେ କିଛି ସମୟ ମୋବାଇଲ ଲାଇଟ ଦ୍ବାରା ଭାଷଣ ଦେଲେ ମୁଖ୍ୟ ଅତିଥି। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ସ୍ଥାନୀୟ ଟାଉନ ହଲଠାରେ। କୋରାପୁଟ…

ଡାଇଲଗକୁ ଟ୍ରୋଲ ପରେ ଫିଲ୍ମରେ କପି ସିନକୁ ନେଇ ଚର୍ଚ୍ଚା

ପ୍ରଥମେ ଫିଲ୍ମର VFX ପରେ ଡାଏଲଗକୁ ନେଇ ହୋଇଥିଲା ହଙ୍ଗାମା । ଯାହାପରେ ପରିବର୍ତ୍ତ କରାଯାଇଥିଲା ୫ଟି ଡାଏଗଲ । ଫିଲ୍ମଟି ଯେତିକି ହାଇପ୍ରୋଫାଇଲ୍ ଥିଲା। ସେତିକି ପ୍ରଶଂସକଙ୍କୁ ନିରାଶ କରିଛି।ରିଲିଜ ହେବା ପରଠାରୁ ବିବାଦରେ ରହିଛି ଆଦିପୁରୁଷ।ବର୍ତ୍ତମାନ ପର୍ଯ୍ୟନ୍ତ ବକ୍ସ…

କାୟା ବିସ୍ତାର କରୁଛି ନକଲି ଔଷଧ

ଦିନକୁ ଦିନ ଗଞ୍ଜାମ ସହରରେ କାୟା ବିସ୍ତାର କରିଚାଲିଛି ନକଲି ଔଷଧ। ସ୍ବାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ସହରର କିଛି ଔଷଧ ଦୋକାନୀ। ଜଣେ ଫାର୍ମାସିଷ୍ଟଙ୍କ ଉପସ୍ଥିତିରେ ମେଡିସିନ ଷ୍ଟୋର ଖୋଲା ଔଷଧ ବିକ୍ରି କରିବା ପାଇଁ ନିୟମ…

ବନ୍ଦ ହେବ ‘ଦି କପିଲ ଶର୍ମା ଶୋ’?

ବନ୍ଦ ହୋଇଯିବ କି ଦି କପିଲ ଶର୍ମା ଶୋ? ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି କମେଡି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଥିବା କୁହାଯାଉଛି। ଚଳିତ ବର୍ଷ ଏହି ଶୋ’ର ନୂତନ ସିଜନ୍‌ ଆସିଥିବାବେଳେ ଏହାର ଟିଆରପି ମଧ୍ୟ ଆଗରେ ରହିଛି।…

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା । ଏଥିପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରପଡ଼ା, କଟକ, ଢେଙ୍କାନାଳ ଜିଲ୍ଲା ପାଇଁ…

ଆଜିଠାରୁ ମିଳିବ ମାଟ୍ରିକ ସାର୍ଟିଫିକେଟ୍‌, ୫ରୁ ୧୪ ମଧ୍ୟରେ ହେବ ତ୍ରୁଟି ସଂଶୋଧନ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଶନିବାରଠାରୁ ରାଜ୍ୟରେ ଚଳିତବର୍ଷ ଦଶମ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ସମସ୍ତ ଜିଲ୍ଲାରେ ବୋର୍ଡ ପକ୍ଷରୁ ଗୋଟିଏ ଲେଖାଏଁ ସେଣ୍ଟର କରାଯାଇଛି। ୨୪ ଏବଂ ୨୫ତାରିଖ ଦୁଇଦିନ…

ବନ୍ଧା ହେଲେ କୁବେର ଉପଜିଲାପାଳ

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କୁ ଆଜି ସୁନ୍ଦରଗଡରୁ ଗିରଫ କରାଯାଇଛି। ଭିଜିଲାନ୍ସ ସେଲ ଏସପି ଏମ. ରାଧାକ୍ରିଷ୍ଣନଙ୍କ ସୂଚନା ଅନୁଯାୟୀ,ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ ଅଧିକ ସଂପତ୍ତି ଠାବ କରାଯାଇଛି। ୩ କୋଟିରୁ…

ଏଥର ମରୁଡ଼ି ଓ ବର୍ଷା ଅଭାବକୁ ରୋକିବ କୃତ୍ରିମ ବର୍ଷା

ଦେଶରେ କୃତ୍ରିମ ବର୍ଷା ନେଇ ପରୀକ୍ଷଣ ସଫଳ। ଆଇଆଇଟି କାନପୁରର ପକ୍ଷରୁ କରାଯାଇଥିବା ପରୀକ୍ଷଣ ସଫଳ ହୋଇଛି ।ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡର ଏକ ଅଞ୍ଚଳରେ କ୍ଲାଉଡ୍ ସିଡିଂ କରିବା ସହ କୃତ୍ରିମ ବର୍ଷାର ପରୀକ୍ଷଣ କରାଯାଇଛି । ସୂଚନା ଅନୁସାରେ ଏକ ବିମାନ…