ତାଣ୍ଡବ ରଚିଲା କାଳବୈଶାଖୀ, ମିଳିଲା ତାତିରୁ ତ୍ରାହି
ତାଣ୍ଡବ ରଚିଲା କାଳବୈଶାଖୀ। ମିଳିଲା ତାତିରୁ ତ୍ରାହି। ଗତ କିଛି ଦିନ ହେବ ରାଜୁତି କରୁଥିଲା ତାତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗରମ ପବନରେ ସିଝୁଥିଲେ ଲୋକେ । ତାତିି ଯୋଗୁଁ ଘରୁ ବାହାରି ପାରୁନଥିଲେ ଲୋକେ ଅସ୍ତବ୍ୟସ୍ତ ହେଉଥିବା…
ତାଣ୍ଡବ ରଚିଲା କାଳବୈଶାଖୀ। ମିଳିଲା ତାତିରୁ ତ୍ରାହି। ଗତ କିଛି ଦିନ ହେବ ରାଜୁତି କରୁଥିଲା ତାତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗରମ ପବନରେ ସିଝୁଥିଲେ ଲୋକେ । ତାତିି ଯୋଗୁଁ ଘରୁ ବାହାରି ପାରୁନଥିଲେ ଲୋକେ ଅସ୍ତବ୍ୟସ୍ତ ହେଉଥିବା…
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟ ପରିବହନ ବିଭାଗ ପ୍ରାୟ ୨ ହଜାର ଯାତ୍ରୀବାହୀ ବସ୍କୁ ସ୍ବତନ୍ତ୍ର ପରମିଟ୍ ପ୍ରଦାନ କରିଛି । ବସଯାତ୍ରୀ ମାନଙ୍କଠାରୁ ଅଧିକ ଭଡା ଆଦାୟ କରାଯାଇପାରିବ ନାହିଁ । କୌଣସି ବସରେ ଯେପରି ଭିଡ ନହେବ…
ପ୍ରଭାସ ଏବଂ କ୍ରିତି ସାନନ ଷ୍ଟାରର୍ ମୁଭି ‘ଆଦିପୁରୁଷ’ ପ୍ରତିଦିନ ବ୍ୟବସାୟରେ ନୂଆ ସଂଖ୍ୟା ଛୁଉଁଛି। ଏହି ଚଳଚ୍ଚିତ୍ରକୁ ଦେଶରେ ବିରୋଧ କରାଯାଉଥିବାବେଳେ ଏହାର ରୋଜଗାର ଉପରେ କୌଣସି ପ୍ରଭାବ ପଡୁନାହିଁ। ଏହାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଫିଲ୍ମର ସଂଳାପରେ ପରିବର୍ତ୍ତନ…
ବଦଳିବ ଫିଲ୍ମ ଆଦିପୁରୁଷର ଡାଇଲଗ୍ । ବିବାଦୀୟ ଡାଇଲଗକୁ ବାଦ ଦେବାକୁ ନିଷ୍ପତ୍ତି ନେଇଛି ପ୍ରଯୋଜନା ସଂସ୍ଥା । ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଲେଖକ ମନୋଜ ମୁନ୍ତସିର ଶୁକ୍ଲା । ସିନେମାରେ ଥିବା କିଛି ଡାଇଲଗ୍ ଯାହା…
ୟୁପିରେ ଭୀଷଣ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଏଭଳି ସ୍ଥିତିରେ ରେଲୱେ ଟ୍ରାକ୍ ବି ତରଳିଯାଇ ବଙ୍କା ହୋଇଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନିଗାହୋ ରେଲୱେ ଷ୍ଟେସନ ନିକଟରେ । ସୂଚନା ମୁତାବକ, ଶନିବାର ସନ୍ଧ୍ୟା ପାଖାପାଖି…
ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳିରେ ସିଝୁଛି ଓଡ଼ିଶା। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ୧୯ ତାରିଖ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କଲବଲ କରିବ ଭୀଷଣ ଗ୍ରୀଷ୍ମ ପ୍ରବାହ। ତେବେ ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୩ରୁ ୫…
ବାହାରିଲା ଜେଇଇ ଆଡ୍ଭାନ୍ସଡ ରେଜଲ୍ଟ । ଜେଇଇ ଆଡ୍ଭାନ୍ସଡ ପାଇଁ ୧,୮୦,୩୭୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରୁ ୪୩,୭୭୩ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ୪୩,୭୭୩ଙ୍କ ମଧ୍ୟରୁ ୭୫୦୯ ଜଣ ଅଛନ୍ତି ଛାତ୍ରୀ । ହାଇଦ୍ରାବାଦ ଜୋନ୍ର ଭି.ସି…
କାହିଁ କେତେ ଦିନରୁ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ତ୍ରୀକୁଟ କନ୍ଦର ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚୟ ପାଇଛି । ଅତୀତରେ ଶ୍ରୀମନ୍ଦିରୁ ଜଗନ୍ନାଥ ବିଭିନ୍ନ ସମୟରେ ବାହାରି ଅନେକ ଅଗମ୍ୟ ଯାଗାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । କେତେବେଳେ ନୀଳ ଜଳରାଶି…
ନିଆଁ ଲାଗି ଜଳିଗଲା ଚାରି ବଖରା ଘର ଓ ପୋଡିଗଲା ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ । ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୂଝାରୀ ସାହାଜବାହାଲ ଗାଁର ଜୁରାବୁନ୍ଦଳି ସାହିର ସୁବଳ ପୂଝାରୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ଚାଷଜମି ନିଆରେ…
ଅସ୍ତବ୍ୟସ୍ତ କରୁଛି ତାତି। ଦିନର ପାରଦ ୪୦° ତଳକୁ ଖସିବାର ନାଁ ନେଉନାହିଁ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୧୮ ତାରିଖ ରବିବାର ଅପରାହ୍ନ ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର,…