Wed. Oct 14th, 2026

ତାଣ୍ଡବ ରଚିଲା କାଳବୈଶାଖୀ। ମିଳିଲା ତାତିରୁ ତ୍ରାହି। ଗତ କିଛି ଦିନ ହେବ ରାଜୁତି କରୁଥିଲା ତାତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗରମ ପବନରେ ସିଝୁଥିଲେ ଲୋକେ । ତାତିି ଯୋଗୁଁ ଘରୁ ବାହାରି ପାରୁନଥିଲେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ରାଜଧାନୀର ଅଧିକାଂଶ ସ୍ଥାନରେ ପ୍ରବଳ ଘଡ଼ଘଡ଼ି ସାଙ୍ଗକୁ ବର୍ଷ ।ରାତି ପ୍ରାୟ ୧୨ ଟାରେ ଅଚାନକ ଭାବେ ମୌସୁମୀ ଆସି ପ୍ରବଳ ବର୍ଷା ହୋଇଥିବାରୁ ସହର ବାସୀଙ୍କ ସାମାନ୍ୟ ଆରମ ଅନୁଭବ କରିଛନ୍ତି ।ଅତ୍ୟଧିକ ବର୍ଷା ହୋଇଥିବାରୁ ଅନେକ ଅଞ୍ଚଳରେ ବିଦ୍ୟୁତ ସେବାରେ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ଏହା ସର୍ବାଧିକ ୩୦ ମିନିଟ୍ ପର୍ଯ୍ୟନ୍ତ ବିଚ୍ଛିନ୍ନ ହୋଇଥିଲା । ପୂର୍ବରୁ ଅତ୍ୟଧିକ ଖରା ଯୋଗୁଁ କୌଣସି ସ୍ଥାନରେ ପାଣି ଜମି ନାହିଁ ।

Leave a Reply

Your email address will not be published. Required fields are marked *