ବାହାରିଲା ଜେଇଇ ଆଡ୍‌ଭାନ୍ସଡ ରେଜଲ୍ଟ

ବାହାରିଲା ଜେଇଇ ଆଡ୍‌ଭାନ୍ସଡ ରେଜଲ୍ଟ । ଜେଇଇ ଆଡ୍‌ଭାନ୍ସଡ ପାଇଁ ୧,୮୦,୩୭୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରୁ ୪୩,୭୭୩ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ୪୩,୭୭୩ଙ୍କ ମଧ୍ୟରୁ ୭୫୦୯ ଜଣ ଅଛନ୍ତି ଛାତ୍ରୀ । ହାଇଦ୍ରାବାଦ ଜୋନ୍‌ର ଭି.ସି ରେଡ୍ଡୀ ଟପ୍ପର ହୋଇଥିବା ଜଣାଯାଇଛି।ପରୀକ୍ଷା ଦେଇଥିବା ଛାତ୍ରାଛାତ୍ରୀ ସେମାନଙ୍କର ରେଜଲ୍ଟ ଅଫିସିଆଲ ୱେବସାଇଟ jeeadv.ac.in.କୁ ଯାଇ ଦେଖିପାରିବେ ।

You May Also Like

More From Author

+ There are no comments

Add yours