Mon. Nov 30th, 2026

Author: Niharika Mohanty

“ଶ୍ରମିକ ନିର୍ମାଣ ଓ ପ୍ରଗତିର ବିଶ୍ୱକର୍ମା”

ପ୍ରତିଟି ଶ୍ରମିକ ଦେଶର ନିର୍ମାଣ ଓ ପ୍ରଗତିର ଜଣେ ଜଣେ ବିଶ୍ୱକର୍ମା।ସେମାନଙ୍କ ସାମାଜିକ ସୁରକ୍ଷା ଓ ସହାୟତା ପ୍ରତି ସରକାର ବଦ୍ଧପରିକର ବୋଲି କହିଛନ୍ତି ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ।ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ଜିଲ୍ଲା ଶ୍ରମ ବିଭାଗ…

ଓଡ଼ିଶା ଟ୍ୟାଲେଂଟ୍ ହଂଟରେ ଯୋଗଦେଲେ ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ

ଖୋର୍ଦ୍ଧା ବିଜେବି ହାଇସ୍କୁଲ ମିନି ଷ୍ଟାଡ଼ିୟମରେ ଚାଲିଥିବା ଓଡ଼ିଶା ଟ୍ୟାଲେଂଟ୍ ହଂଟ୍ ଚୟନ କାଯ୍ୟକ୍ରମରେ ଯୋଗଦେଇଛନ୍ତି ପୂର୍ବତନ କ୍ରିକେଟର ତଥା ଓଡ଼ିଶା କ୍ରିକେଟ ଆସୋସିଏସନର ମୁଖ୍ୟ ପ୍ରଶିକ୍ଷକ ଦିନେଶ ମୋଙ୍ଗିଆ । ରାଜ୍ୟର ୮ଟି ଜିଳ୍ଲାରୁ ମୋଟ ୨୧୮ ଜଣ ଯୁବ…

ଫେକ୍ କଲ୍ ରେ ଲାଗିବ ରୋକ; ‘ଟ୍ରାଇ’ର ବଡ଼ ସଂଶୋଧନ ନିଷ୍ପତ୍ତି

ମୋବାଇଲ ଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖୁସି ଖବର। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) କଲିଂ ନିୟମକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି। ନୂଆ ନିୟମ ସହ , ଟ୍ରାଇ ସ୍ପାମ୍‌କଲ୍‌ ଓ ଏସଏମଏସ୍‌ ଉପର ରୋକ୍ ଲଗେଇବାକୁ ଏକ…

ମୋଦିଙ୍କ ମନରେ ଡି. ପ୍ରକାଶ ରାଓଙ୍କ କଥା

ମୋଦିଙ୍କ ମନ୍ କୀ ବାତ୍ ରେ ଓଡ଼ିଆ ତା ବିକାଳୀ ଯେ କଥା। ଗରିବ ପିଲାଙ୍କ ଶିକ୍ଷା ପାଇଁ ଅଭିଯାନ ଚଳାଇଥିବା ଓଡ଼ିଶାର କଟକ ସହରର ଚା ବି‌କ୍ରେତା ସ୍ବର୍ଗତ ଡି. ପ୍ରକାଶ ରାଓଙ୍କ କଥା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ…

ଅଜିତ କୁମାର ମହାନ୍ତିଙ୍କୁ ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ଦାୟିତ୍ଵ

ଜାତୀୟ ସ୍ତରରେ ଚମକିଲେ ଆଉ ଜଣେ ଓଡ଼ିଆ। ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ । ଭାବା ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଡକ୍ଟର ଅଜିତ କୁମାର ମହାନ୍ତି । ଏହା ସହ ସେ…

ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାରକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନୂଆ ନିୟମ

ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାରକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନୂଆ ନିୟମ ସାମ୍ନାକୁ ଆସିଛି। ଏଣିକି ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର ପ୍ରସବ କରାଗଲେ ସ୍ୱାସ୍ଥ୍ୟ ବିଭାଗକୁ ଜବାବ୍‌‌ ଦେବାକୁ ହେବ। ପ୍ରକୃତରେ ଅସ୍ତ୍ରୋପଚାର ଆବଶ୍ୟକ ଥିଲା କି ନାହିଁ ତାହା ଜିଲ୍ଲା ସ୍ୱାସ୍ଥ୍ୟ…

ସାବାଡ଼ ହେବେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ; ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ

ସଡକ ଦୁର୍ଘଟଣା, ଅମାନିଆ ଗାଡି ଚାଳନାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଅନେକ ନିୟମ ଲାଗୁ କରୁଛି ।ସମସ୍ତ ନିୟମକୁ କଡାକଡି ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଉଛି । ଏହାରି ମଧ୍ୟରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଚାଲାଣ…

ତେଜିଲା ବାଣପୁର ରାଜସ୍ବ ଉପଖଣ୍ଡ ଦାବି, ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସରକାରଙ୍କୁ ଚେତାବନୀ

ଆଜି ଅପରାହ୍ନରେ ବାଲୁଗାଁ, ବାଣପୁର, ଚିଲିକା କ୍ରିୟାନୁଷ୍ଠାନ କମିଟି ବାଣପୁର କୃତିବାସ ଭବନ ପରିସରରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଯାହା ମାଧ୍ୟମରେ ସୂଚନା ଦେଇଛନ୍ତି କମିଟିର ସଭାପତି ଶ୍ରୀ ନଳିନୀକାନ୍ତ ପଟ୍ଟନାୟକ। ବାଣପୁର ଏକ ପୁରାତନ ତହସିଲ ଓ…

ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ପାଳିବା ବଡ଼ ଦେଉଳ

ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି ବା ନିଳାଦ୍ରୀ ମହୋଦୟାଷ୍ଟମୀ । ଆଜି ହେଉଛି ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଅଟେ। ଏହି ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମନ୍ଦିରରେ ପ୍ରତିଷ୍ଠା ହୋଇଥିଲେ ଏବଂ ଶ୍ରୀ ବିଗ୍ରହ ମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମ ଲୋକ…

୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ

ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଛି ଚଢ଼ାଉ। ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷିକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନରେ ଥିବା କାସିହରିପୂର୍ ଅଂଚଳରେ ଚଢ଼ାଉ…