Sun. Nov 29th, 2026

Author: Niharika Mohanty

ଯୋଶୀ ମଠରେ ରାତି ବିତାଇଲେ ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡ,ପ୍ରତି ପରିବାରକୁ ଦେଢଲକ୍ଷ ସହାୟତା ଘୋଷଣା 

ସଙ୍କଟରେ ଦେବଭୂମି ଯୋଶୀମଠ । ଏହାରି ଭିତରେ ସ୍ଥିତି ପରଖିଛନ୍ତି ପୁଷ୍କର ସିଂ ଧାମି । ଯୋଶୀ ମଠରେ ରାତି ବିତାଇବା ପରେ ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି । ପ୍ରତି ଘର ପିଛା ଦେଢ ଳକ୍ଷଟଙ୍କା ସହାୟତା ଘୋଷଣା କରିଛନ୍ତି…

ଦିଲ୍ଲୀରେ ମହିଳାଙ୍କୁ ହତ୍ୟା; ଶ୍ମଶାନରେ ପୋତିବା ପରେ ଉଠୁଛି ଧର୍ମଭିତ୍ତିକ ସ୍ୱର

ଦିଲ୍ଲୀରେ ପୁଣି ଅଘଟଣ । ଦିଲ୍ଲୀର ମଙ୍ଗୋଲପୁରୀର ଜଣେ ମହିଳାଙ୍କୁ ହତ୍ୟା କରାଯାଇ ଶ୍ମଶାନରେ ପୋତି ଦିଆଯାଇଛି । ପୋଲିସ ୪ଅଭିଯୁକ୍ତଙ୍କୁ ଗିରଫ କରି ମୃତଦେହକୁ ଶ୍ମଶାନରୁ ବାହାର କରିଛି । ତେବେ କ’ଣ ଥିଲା ପୂରା ଘଟଣା । ଜାଣିବା…

ସୁନା ଦୋକାନୀଙ୍କ ଉପରକୁ ଆକ୍ରମଣ

ପୂର୍ବ ଦିଲ୍ଲୀର ମାଣ୍ଡୱାଲୀରେ ଭିନ୍ନ ଧରଣର ଆକ୍ରମଣ । ଗ୍ରାହକ ଭାବେ ଦୋକାନରେ ଜଣେ ଦୁର୍ବୃର୍ତ୍ତ । କିଛି ସମୟ ପରେ ଆରମ୍ଭ କରିଥିଲେ ଆକ୍ରମଣ । ଅତି ନୃଶଂସ ଭାବେ ଦୋକାନୀକୁ ଟଙ୍କାା ମାଗିବା ସହ ରଡରେ ଆକ୍ରମଣ କରୁଛନ୍ତି…

ଓସ୍କାର ସର୍ଟଲିଷ୍ଟରେ ‘ଦ କଶ୍ମୀର ଫାଇଲ୍ସ’ 

୨୦୨୨ର ସବୁ ଠାରୁ ଚର୍ଚ୍ଚିତ ଫିଲ୍ମ ଦ କଶ୍ମୀର ଫାଇଲ୍ସ । ଏବେ ଏହି ଚଳଚ୍ଚିତ୍ରକୁ ନେଇ ଆସିଛି ବଡ ଖବର । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଏବେ ଓସ୍କାରରେ ଏଂଟ୍ରି କରିଛି । ଦ କଶ୍ମୀର…

ପ୍ରସ୍ତୁତ ବାରବାଟୀ; ବାଣପୁରରେ ଭବ୍ୟ ପ୍ରସ୍ତୁତି

ବାଣପୁର -ଆଜି ବାରବାଟୀ ଷ୍ଟାଡିୟମରେ ୩.୩୦ ମିନିଟରେ ଓଡିଶାର ମୂଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଉଦଘାଟନ କରିବେ ହକି ମହାକୁମ୍ଭର ସ୍ବାଗତ ସମ୍ବର୍ଦ୍ଧନା ସମାରୋହ। ଏହି ସମାରୋହକୁ ଭିଡିଓ କନଫରେନ୍ସି ଜରିଆାରେ ଦେଖିବା ପାଇଁ ରାଜ୍ୟର ସମସ୍ତ ବ୍ଲକର ପଂଚାୟତ ଅଫିସ…

ଚିଲିକାରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ

ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ବିଜୁ ଜନତା ଦଳ ର କାର୍ଯ୍ୟାଳୟ ଠାରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ପାଳନ ଉତ୍ସବ ପାଳିତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବିଜୁଜନତା ଦଳର ସଭାପତି ବିଭୁତି ବଳବନ୍ତରାୟ ଓ ଖୋର୍ଦ୍ଧା ବିଧାୟକ…

କଏନକୁ କରି ହେବନି ମନା : ଆରବିଆଇ

କଏନକୁ ମନା କରିପାରିବେ ନାହିଁ ବ୍ୟବସାୟୀ । ଏଭଳି କରିଲେ ଭାରତ ସରକାରଙ୍କ ପକ୍ଷରୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । କଏନ୍ ସମ୍ପର୍କିତ କୌଣସି ବିଭ୍ରାନ୍ତୀକରଣ ସୂଚନା କିମ୍ବା ଗୁଜବକୁ ବିଶ୍ୱାସ…

ଶୀତରେ ଖଣ୍ଡେ ଟି-ସାର୍ଟ ପିନ୍ଧି କେମିତି ପଦଯାତ୍ରା କରୁଛନ୍ତି ରାହୁଲ ଗାନ୍ଧୀ?

କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ଅନେକ କଥା ସାମ୍ନାକୁ ଆସୁଛି । ବର୍ତ୍ତମାନ ହାଡ ଭଙ୍ଗା ଶୀତରେ ସବୁଠି ଲୋକେ ଶୀତ ବସ୍ତ୍ର ପିନ୍ଧି ଘରୁ ବାହାରିବାକୁ ରାଜି ନାହାନ୍ତି । ଅନ୍ୟପକ୍ଷେ କଂଗ୍ରେସର ଏହି ଭାରତ ଯୋଡୋ ଆନ୍ଦୋଳନରେ…

ହକି ଖେଳାଳୀଙ୍କ ହେଲ୍ଦି ଓ ଟେଷ୍ଟି ମେନ୍ୟୁ,ରାଜଧାନୀର ହୋଟେଲରେ ପ୍ରସ୍ତୁତି

ୱାର୍ଲଡ କପ୍‌ ହକି ପାଇଁ ରାଜଧାନୀ ଭୁବନେଶ୍ୱର ଏବେ ଉତ୍ସବମୁଖର । ମେ ଫେୟାର, ସ୍ୱସ୍ତି ପ୍ରିମିୟମ, ସ୍ୱସ୍ତି ଗ୍ରାଣ୍ଡ, ହୋଟେଲ ଆଇଟିସି ୱେଲକମ୍‌, ତାଜ ବିଭାନ୍ତା ଏବଂ ସ୍ୟାଣ୍ଡିସ ଟାୱାର ଭଳି ସହରର ୯ ପ୍ରମୁଖ ହୋଟେଲରେ ବିଭିନ୍ନ ଦେଶର…

ମଦ ଆଣିବ କ୍ୟାନସର : ହୁ’

ଅନେକ ଲୋକ ଭାବନ୍ତି କମ ପରିମାଣରେ ମଦ ପିଇଲେ ଏହା ଶରୀରର କୌଣସି କ୍ଷତି କରି ନଥାଏ । ହେଲେ ଏପରି ଭାବିବା ସମ୍ପୂର୍ଣ୍ଣ ରୂପେ ଭୁଲ । ଏହାକୁ ନେଇ ଅନେକ ଗବେଷଣା ହୋଇଛି । ଏବେ ଏକ ଗବେଷଣାର…