Mon. Nov 30th, 2026

Author: Niharika Mohanty

କୁଇ ଭାଷାରେ ପଢା ହେବ ପାଠ; ଏନସିଇଆରଟିର ୧୦ ଜଣିଆ କମିଟି ଗଠିତ

‘କୁଇ ତଥା ଦେଶିଆ’ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ । ଏନେଇ ଗଠନ ହେଲା ଏନସିଇଆରଟିର ୧୦ ଜଣିଆ କମିଟି । ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ କରାଯାଇଛି । ଗଠିତ ହୋଇଥିବା କମିଟି ରାଜ୍ୟର…

ନାସା ଇଷ୍ଟଗ୍ରାମରେ ପୃଥିବୀର ଘୂର୍ଣ୍ଣନ; ଭିଡିଓ ହେଉଛି ଭାଇରାଲ

ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରାସନ ବା ନାସା ନିଜ ଇଷ୍ଟଗ୍ରାମରେ ସୌରମଣ୍ଡଳକୁ ନେଇ ଲଗାତାର ଅକର୍ଷଣୀୟ ଭିଡିଓ ସେୟାର କରୁଛି । ବର୍ତ୍ତମାନ ନାସା ପୋଷ୍ଟ କରିଥିବା ଭିଜ୍ୟୁଆଲ୍ ପୃଥିବୀର ଭିନ୍ନ ଭିନ୍ନ କୋଣରୁ ନିଆଯାଇଛି । ଭିଡିଓରେ ଏକ…

ପ୍ରଥମ ମହିଳା ଅଧିକାରୀ ଭାବେ ବାୟୁସେନା ପଦକ ହାତେଇଲେ ଦୀପିକା ମିଶ୍ରା

ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଭାବେ ୱିଙ୍ଗ୍‌ କମାଣ୍ଡର୍‌ ଦୀପିକା ମିଶ୍ରାଙ୍କୁ ବାୟୁସେନା ପଦକ (ଶୌର୍ଯ୍ୟ) ପ୍ରଦାନ କରାଯାଇଛି।ଭାରତୀୟ ବାୟୁସେନାର ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ, ମଧ୍ୟପ୍ରଦେଶରେ ବନ୍ୟା ରିଲିଫ୍‌ ଅଭିଯାନ ସମୟରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ରାଜସ୍ଥାନବାସିନୀ…

ରିଲିଜ ହେବାର ପ୍ରଥମ ଦିନରେ ବଡ଼ ପରଦାରେ ଧମାଲ କରୁଛି ‘କିସି କା ଭାଇ କିସି କି ଜାନ’

ରିଲିଜ୍ ହୋଇଯାଇଛି ସଲମନା ଖାନଙ୍କ ଚର୍ଚ୍ଚିତ ଏବଂ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’। ଫ୍ୟାନ୍ସ ବେଶ୍ ଉତ୍ସାହର ସହ ଏହି ଫିଲ୍ମର ଅପେକ୍ଷାରେ ଥିଲେ । ଇଦ୍ ଅବସରରେ ଆଜି ଏହି ସିନେମା ମୁକ୍ତିଲାଭ…

ଭାରତରେ ଆପଲ୍ ଷ୍ଟୋର୍‌; ପାକିସ୍ତାନ ସରକାରଙ୍କୁ କଟାକ୍ଷ

ଭାରତର ମୁମ୍ବାଇରେ ଦେଶର ପ୍ରଥମ ଆପଲ୍ ଷ୍ଟୋର୍‌ ଖୋଲାଯାଇଥିଲା। ଏହି ଅବସରରେ ଆପଲ୍ ସିଇଓ ଟିମ୍ କୁକ୍ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ଭାରତର ଲୋକମାନେ ଖୁସି ହୋଇଥିଲେ ମଧ୍ୟ ପଡୋଶୀ ଦେଶ ପାକିସ୍ଥାନର ଲୋକମାନେ ଟ୍ୱିଟର ମାଧ୍ୟମରେ ଏହା ଉପରେ…

ଟ୍ୱିଟରରୁ ବ୍ଲୁ ଟିକ୍ ହଟାଇଲେ ମସ୍କ

ଟ୍ୱିଟରରୁ ବ୍ଲୁ ଟିକ୍ ହଟାଇଲେ ଏଲନ ମସ୍କ। ପୂର୍ବ ଘୋଷଣା ଅନୁଯାୟୀ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର ଏହାର ଟ୍ବିଟର ଆକାଉଣ୍ଟରୁ ଫ୍ରି ବ୍ଲୁ ଟିକ୍ ହଟାଇଛି। ଯେଉଁମାନେ ଟ୍ବିଟର ବ୍ଲୁ ପ୍ଲାନ୍ ନେଇନାହାଁନ୍ତି ତାଙ୍କର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଛି।…

ତାତିରୁ ମିଳିଲା ତ୍ରାହି

ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଲଗାତାର ପ୍ରଚଣ୍ଡ ତାତିରେ ହନ୍ତସନ୍ତ ହେବା ପରେ ଆଜିଠାରୁ ଏହି ତାତିରୁ ମୁକ୍ତି ମିଳିଛି । ଗୁରୁଚାପ ବଳୟ ପ୍ରଭାବ ହ୍ରାସ ହେବା ଯୋଗୁଁ ତାପମାତ୍ରାରେ ମଧ୍ୟ ହ୍ରାସ ଘଟିଛି।ତେଣୁ ରାଜ୍ୟରେ ତାତିର ପରିମାଣ ମଧ୍ୟ କମ୍…

ପିପିଲିରୁ ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ

ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ଉପ-ନିରୀକ୍ଷକ ଶ୍ରୀ ସିଦ୍ଧେଶ୍ବର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ପିପିଲି ଥାନା ଅନ୍ତର୍ଗତ ଲୋଟସ ମଣ୍ଡପ, ଦାଣ୍ଡମୁକୁନ୍ଦପୁର ସାମ୍ନାରେ…

କରୋନା ଚକଡ଼ରେ ରାଜନାଥ ସିଂହ

କରୋନା ଚକଡ଼ରେ ମନ୍ତ୍ରୀ ରାଜନାଥ ସିଂହ । ଗୁରୁବାର ଏ ନେଇ ସରକାରୀ ଭାବେ କୁହାଯାଇଛି। କରୋନାରେ ଆକ୍ରାନ୍ତ ହେବା ପରେ ରାଜନାଥ ସିଂହ ଘରେ ଏକାନ୍ତବାସରେ ରହିଛନ୍ତି। ତାଙ୍କଠାରେ ସ୍ବଳ୍ପ ଲକ୍ଷଣ ଦେଖା ଦେଇଥିବା କୁହାଯାଉଛି । ପ୍ରତିରକ୍ଷା ମନ୍ତ୍ରାଳୟ…

ଜନସଂଖ୍ୟାରେ ଭାରତ ୧ନଂକୁ ଆସିବା ପରେ ଏମିତି କହିଲା ଚୀନ

ଚୀନ୍‌କୁ ପଛରେ ପକାଇ ସାରା ବିଶ୍ବରେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ପାଲଟିଛି ଭାରତ। ଯଦିଓ ଏହା ଭାରତର ପାଇଁ କୌଣସି ବଡ ଉପଲବ୍ଧି ନୁହେଁ, କିନ୍ତୁ ଚୀନ୍‌କୁ ଏହା ପସନ୍ଦ ଆସିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟକୁ ଯେତେବେଳେ ଏନେଇ ପଚରା…