Mon. Nov 30th, 2026

Author: Niharika Mohanty

ଡିଜେ ସାଉଣ୍ଡକୁ ନେଇ ଡିଜିପିଙ୍କ କଡ଼ା ନିର୍ଦ୍ଦେଶ; ଗାଁ ରେ ନିୟମ ଲାଗୁ, ସହରରେ ଫୁ

ବାହାଘର, ବ୍ରତଘର, ପୂଜା, ଭସାଣ ଶୋଭାଯାତ୍ରାରେ ଅତି ବିକଟାଳ ସାଉଣ୍ଡରେ ବାଜୁଛି ଡିଜେ। ଅତି ଉଚ୍ଚ ସାଉଣ୍ଡ ପାଇଁ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି। ଗତକାଲି ( ମଙ୍ଗଳବାର) ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇବା…

ଜୁନ ୩୦ ପର୍ଯ୍ୟନ୍ତ ବଢିଲା ଆଧର-ପ୍ୟାନ କାର୍ଡ ଲିଙ୍କ୍ ସମୟ ଅବଧି

ପୁଣି ବଢିଲା ଆଧର-ପ୍ୟାନ କାର୍ଡ ଲିଙ୍କ୍ ସମୟ ଅବଧି। ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ସମୟ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇ ଜୁନ ୩୦କୁ ଘୁଞ୍ଚିଛି। ତେବେ ମ୍ୟୁଚୁଆଲ୍ ଫଣ୍ଡ୍‌ ଗ୍ରାହକମାନଙ୍କ ଲାଗି ମନୋନୟନ ବିବରଣୀ ଦେବାର ସମୟ…

ବିଶ୍ଵର ଅଧିକାଂଶ ଦେଶକୁ ଋଣ ଦେଇଛି ଚୀନ

ଚୀନ୍‌ର ଋଣ ଜାଲରେ ବିଶ୍ବର ବହୁ ଦେଶ। ପାକିସ୍ତାନ, ଶ୍ରୀଲଙ୍କା ସହିତ ମୋଟ ୨୨ଟି ବିକାଶଶୀଳ ଦେଶକୁ ବହୁ ପରିମାଣରେ ଲୋନ୍ ବାଣ୍ଟିଛି। ବର୍ତ୍ତମାନ ଏହି ଦେଶ ଋଣ ପରିଶୋଧ କରିବାରେ ଅସମର୍ଥ ଓ ତାଙ୍କ ଆଗରେ ଡିଫଲ୍ଟର ହେବାର ବିପଦ…

ପହିଲାରୁ ମହଙ୍ଗା ହେବ ଔଷଧର ମୂଲ୍ୟ

ବଢ଼ିବ ଔଷଧର ମୂଲ୍ୟ। ଏପ୍ରିଲ ୧ରୁ କେତେକ ଔଷଧର ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି ପାଇବାକୁ ଯାଉଥିବା ସୂଚନା ମିଳିଛି। ସେଥିମଧ୍ୟରେ ରହିଛି ଆଣ୍ଟିବାୟୋଟିକ, ପେନ୍‌ କିଲର ବା ଯନ୍ତ୍ରଣା ନିବାରକ ବଟିକା, ସଂକ୍ରମଣ ନିରୋଧୀ ଓ ହୃଦ୍‌ରୋଗ ଚିକିତ୍ସା ଔଷଧ।…

ଓଡ଼ିଆରେ ଆଇପିଏଲ କମେଣ୍ଟ୍ରି କରିବେ କଟକ ଝିଅ

ପ୍ରଥମଥର ପାଇଁ ଓଡ଼ିଆରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର କମେଣ୍ଟ୍ରି ହେବ । ପ୍ରସାରଣ ଦାୟିତ୍ୱ ନେଇଥିବା ସଂସ୍ଥା ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ମୋବାଇଲ ଆପ୍ଲିକେସନରେ ଓଡ଼ିଆ କ୍ରିକେଟପ୍ରେମୀ ଏହାର ମଜା ନେଇ ପାରିବେ । ମ୍ୟାଚ୍‌ ଆରମ୍ଭ ପୂର୍ବରୁ…

ଗଜେନ୍ଦ୍ର ବନାମ ରାହୁଲ

କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସୋମବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗାନ୍ଧୀ ପରିବାର ନିଜକୁ ସମସ୍ତଙ୍କଠାରୁ ଅଲଗା ଏବଂ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ବିବେଚନା କରନ୍ତି। ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ କରିବାରେ ଭାଜପା କିମ୍ବା…

ପାକିସ୍ତାନରେ ଇମ୍ରାନ ପିଟିଆଇ ମୁହାଁମୁହିଁ

ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଏବଂ ଶାସକ ଦଳ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନର ଗୃହମନ୍ତ୍ରୀ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି ଯେଉଁଥିରେ ଇମ୍ରାନ ଖାନ (ପୂର୍ବତନ ପ୍ରଧାନମନ୍ତ୍ରୀ) ଙ୍କ ସମର୍ଥକମାନେ ଆକ୍ରୋଶିତ ହୋଇଛନ୍ତି। ପାକିସ୍ତାନର…

ପ୍ରଥମେ ପାରା, ଏବେ ବେଲୁନ!

ପ୍ରଥମେ ପାରା ଏବଂ ପରେ ସନ୍ଦିଗ୍ଧ ବେଲୁନକୁ ନେଇ ଜୋର ଧରିଛି ଚର୍ଚ୍ଚା। କେନ୍ଦୁଝର ଜିଲ୍ଲା ଯୋଡ଼ା ବିରିକଳା ଗାଁରେ ଏକ ସନ୍ଦିଗ୍ଧ ବେଲୁନ୍ ଓ ଯନ୍ତ୍ରାଂଶ ଠାବ ହୋଇଛି। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ…

ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଉଲକାପିଣ୍ଡ

ଆମେରିକାର ମହାକାଶ ଏଜେନ୍ସି ନାସା ଏକ ଚେତାବନୀ ଦେଇଛି। ଏକ ବିଶାଳ ଉଲକାପିଣ୍ଡ ପୃଥିବୀ ଆଡକୁ ଗତି କରୁଛି। ଏହା ଏତେ ବଡ ଯେ ଯଦି ଏହା ପୃଥିବୀ ସହିତ ଧକ୍କା ହୁଏ, ତେବେ ଏହା ଏକ ବଡ଼ ସହରକୁ ମଧ୍ୟ…

ରାସ୍ତାରୁ ହଟିବେ ବିହାରୀ!

ରାସ୍ତାରୁ ହଟିବେ ବିହାରୀ ବ୍ୟବସାୟୀ। ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଜବରଦଖଲ କରି ଟ୍ରାଫିକ ଅବ୍ୟବସ୍ଥାର କାରଣ ସାଜିଥିବା ବିହାରୀ ବ୍ୟବସାୟୀଙ୍କୁ ହଟାଇ ଦିଆଯିବ। ଏ ନେଇ ଅନୁଗୋଳ ପୌରପରିଷଦ ବୈଠକରେ ଆଲୋଚନା ହୋଇଛି। କାଉନସିଲରଙ୍କ ସହ ନଗରପାଳ ଏଥିରେ…