Sun. Nov 29th, 2026

Author: Niharika Mohanty

ରିଲିଜ ହୋଇଛି ‘ଓଏମଜି-୨’ର ନୂଆ ପୋଷ୍ଟର

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଓଏମଜି-୨’ର ନୂଆ ପୋଷ୍ଟର ରିଲିଜ ହୋଇଛି । ଦମଦାର ପୋଷ୍ଟରେ ଅଭିନେତା ଭଗବାନ ଶିବଙ୍କ ଅବତାରରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରିଛନ୍ତି ଅଭିନେତା । ଅଧିକ ପଢନ୍ତୁନିକଟରେ ଫିଲ୍ମର ପ୍ରଥମ…

୪ ପରେ ବଢ଼ିବ ବର୍ଷା

24 ଘଣ୍ଟାରେ ରାଜ୍ୟରେ ବର୍ଷାର ପରିମାଣ ବିଶେଷ ବୃଦ୍ଧି ହୋଇନାହିଁ। ଜୁନ 1ରୁ 3 ଜୁଲାଇ ମଧ୍ୟରେ ରାଜ୍ୟରେ 168.1 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ବର୍ଷା ତୁଳନାରେ 29% କମ ରହିଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତୋଟି…

କ’ଣ ରହିଛି ଗୁରୁ ପୂର୍ଣ୍ଣିମାର ମହତ୍ତ୍ଵ?

ଆଜି ହେଉଛି ଗୁରୁ ପୂର୍ଣ୍ଣିମା। ଆଷାଢ ପୂର୍ଣ୍ଣିମାକୁ ଗୁରୁ ପୁର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ହିନ୍ଦୁ ଧର୍ମରେ ଏହି ଦିନଟି ବେଶ ମହତ୍ବ ରଖେ। ଏହି ଦିନ ପବିତ୍ର ନଦୀରେ ଗାଧୋଇ ଗରିବ ଲୋକଙ୍କୁ ଦାନ କରିବାର ଏହି ଦିନ ବିଶେଷ…

୪ରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା

ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ । ଆସନ୍ତା ୪ ତାରିଖ ବେଳରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି,…

ଅଜିତଙ୍କ ସହ ଆଉ କିଏ ନେଲେ ଶପଥ ?

ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଅନ୍ୟ ୯ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଧରମରାଓ ଅତରମ, ସୁନୀଲ ବାଲସାଡେ, ଅଦିତି ତାଟକାରେ, ହାସନ ମୁଶରିଫ, ଚଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଅନୀଲ ପାଟିଲ, ଦିଲୀପ ଭାଲସେ ପାଟିଲ…

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାୱାର । ସେ ନିଜ ସହ ୨୫ରୁ ଅଧିକ ବିଧାୟକଙ୍କୁ ନେଇ ସେ ଏନଡିଏରେ ମିଶିଛନ୍ତି । ଆଜି ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ଧରଣର ହଟଚମଟ ଖେଳି ଯାଇଥିଲା । ହଠାତ୍ ରାଜଭବନରେ ଏକନାଥ…

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସମୀର ମହାନ୍ତି

ରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ୨୦୧୮ରେ ସରକାରଙ୍କ ନଜରକୁ ଆସିଥିଲା । ସେବେଠାରୁ ଓଡିଶାର ଜନସାଧାରଣଙ୍କର ଏକ ବଡ ଦାବି ହେଲା ଯେ, ସରକାର…

ଚାଷୀଙ୍କ ଉନ୍ନତି ନାମରେ ନିଜର ପକେଟ୍ ଗରମ କରୁଛି ବିଜୁ ଜନତା ଦଳ: ବିଜେପି

ରାଜ୍ୟର ଚାଷୀକୁଳର ଉନ୍ନତିରେ ଶାସକ ବିଜୁ ଜନତା ଦଳକୁ କଷ୍ଟ ଲାଗେ । ଚାଷୀ ଗରିବ ହୋଇ ରହିଯାଉ, ତାହା ହିଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ । ଚାଷ ପାଇଁ ଖର୍ଚ୍ଚକୁ ହ୍ରାସ କରି କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ…

ଦରଦାମ ବୃଦ୍ଧି ପ୍ରସଙ୍ଗରେ ଗର୍ଜିଲା ପିସିସି

ଏବେ ରାଜ୍ୟରେ ପରିବାଦର ଆକାଶ ଛୁଆଁ । ସାଧାରଣ ଜନତା ପରିବା କିଣିବାକୁ ସାହାସ କରୁନାହାନ୍ତି । ଏତିକିବେଳେ ସରକାର ନିଘୋଡ଼ ନିଦରେ ଶୋଇଛନ୍ତି ଏବଂ ମୁନାଫାଖୋର ବେପାରୀଙ୍କ ସହିତ ମିଶି ସାଧାରଣ ଜନତାଙ୍କ ଅସୁବିଧା ବେଳେ ପନିପରିବାର କଳାବଜାରୀ କରି…

ବାହନଗା ରେଳ ଦୁର୍ଘଟଣାରେ ସିଆରଏସ ରିପୋର୍ଟକୁ କାହିଁକି ସାର୍ବଜନୀନ କରାଯାଇ ନାହିଁ ପ୍ରଶ୍ନ ଆଣିଲା କଂଗ୍ରେସ

ବାହାନଗାର ମର୍ମତୁନ୍ଦ ତଥା ଭୟାବହ ରେଳଦୁର୍ଘଟଣା ସଂପର୍କରେ ଗତ ଜୁନ-୨୮ ତାରିଖରେ ରେଳବାଇ ସୁରକ୍ଷା କମିଶନ (ସିଆରଏସ) ତାଙ୍କର ରିପୋର୍ଟ ସରକାରଙ୍କ ପାଖରେ ଉପସ୍ଥାପନ କରିଛନ୍ତି । ମାତ୍ର ଆଜକୁ ୪ଦିନ ବିତିଯାଇଥିଲେ ମଧ୍ୟ ସେହି ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ…