ଫେସବୁକ ପରି ହ୍ବାଟ୍ସଆପରେ ବି ଆସିବ ଅବତାର
ହ୍ୱାଟ୍ସଆପ ଆଣିବାକୁ ଯାଉଛି ଆଉ ଏକ ବେଷ୍ଟ ଫିଚର୍। ଯାହା ଦ୍ଵାରା ଚାଟିଂ କରିବା ହେବ ଆହୁରି ମଧ୍ୟ ସହଜ। ଏହା ଏକ ନୂଆ ମଜାଦାର ଫିଚର୍ ଆଣିବାକୁ ଯାଉଛି, ଯାହାଦ୍ଵାରା ଏହି ଆପ୍ ଅବତାର ଆଧାରିତ ଷ୍ଟିକର ଆଣିବ ଓ…
ହ୍ୱାଟ୍ସଆପ ଆଣିବାକୁ ଯାଉଛି ଆଉ ଏକ ବେଷ୍ଟ ଫିଚର୍। ଯାହା ଦ୍ଵାରା ଚାଟିଂ କରିବା ହେବ ଆହୁରି ମଧ୍ୟ ସହଜ। ଏହା ଏକ ନୂଆ ମଜାଦାର ଫିଚର୍ ଆଣିବାକୁ ଯାଉଛି, ଯାହାଦ୍ଵାରା ଏହି ଆପ୍ ଅବତାର ଆଧାରିତ ଷ୍ଟିକର ଆଣିବ ଓ…
ସାମାଜିକ ଗଣମାଧ୍ଯମ ତଥା ଫଟୋ ଭିଡିଓ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର। ଯାହା ଦ୍ବାରା ଆପ୍ ମଧ୍ୟରେ ଜିନିଷ କିଣାବିକାର ସୁବିଧା ଚାଟ୍ ଦ୍ବାରା ସମ୍ଭବ ହେବ। ବର୍ତ୍ତମାନ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଚାଟ ବକ୍ସରେ ସହିତ…
ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଏକ ଟିମ୍ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ତାଙ୍କ କୋଲକାତା ସ୍ଥିତ ବାସଭବନରୁ ଗିରଫ କରିଛି । ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ(ଏସଏସସି) ନିଯୁକ୍ତି ଦୁର୍ନୀତି ମାମଲାରେ ସେ ଗିରଫ…
ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ତଥା ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଇଡି ଚଢାଉ କରିଛି। ଅନେକ ଘଣ୍ଟା ଧରି ଚାଲିଥିବା ଏହି ରେଡରେ ଇଡି ନଗଦ ୨୦ କୋଟି ଟଙ୍କା ଜବତ କରିଛି। ବଙ୍ଗଳା…
ଦେଶ ପାଇଛି ନୂଆ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ସାରା ଦେଶ ଉତ୍ସବ ମୁଖର ହୋଇପଡିଛି। ରାଇରଙ୍ଗପୁରରେ ଅତି ସାଧାରଣ ଜୀବନଯାପନ କରୁଥିବା ଦ୍ରୌପଦୀଙ୍କୁ ଏବେ ବିଳାସପୂର୍ଣ୍ଣ ଜୀବନ ବିତେଇବାର ସୁବିଧା ସୁଯୋଗ ମିଳିବ। ନଜର ପକାଇବା କ’ଣ…
ଦ୍ରୌପଦୀ ମୁର୍ମୁଙ୍କୁ ଆଜି କୌଣସି ବିଶେଷ ପରିଚୟର ଆବଶ୳କତା ନାହିଁ । କାଲିର ଜଣେ ସାଧାରଣ ଆଦିବାସୀ ମହିଳା ଆଜି ଦେଶର ସର୍ବୋଚ୍ଚ ଶାସନ ଗାଦିରେ ବିରାଜିଛନ୍ତି। ଭାରତର ୧୫ତମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ତେବେ…
ଚାଲିଛି ଉତ୍ସବ । ଓଡ଼ିଆ ଝିଅ ତଥା ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ ଉତ୍ସବ ମୁଖର ହୋଇପଡିଛି ସାରା ଭାରତ। ଦେଶର ପ୍ରଥମ ଆଦିବାସୀ ତଥା ଦ୍ବିତୀୟ ରାଷ୍ଟ୍ରପତି ଭାବେ ଦେଶର ପ୍ରଥମ ନାଗରିକ ହେବାର ସୁଯୋଗ ପାଇଛନ୍ତି…
ସ୍ମାର୍ଟସିଟି ଭୁବନେଶ୍ବର କୁ ସ୍ବଚ୍ଛ ଓ ସୁନ୍ଦର ଗଢିବା ପାଇଁ ନୂଆ ନୂଆ ଯୋଜନା ହେଉଛି। ବର୍ତ୍ତମାନ ରାସ୍ତା କଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ମହଙ୍ଗା ପଡ଼ିବ। ପୋଷ୍ଟର ମୁକ୍ତ ସ୍ମାର୍ଟସିଟି ଗଢିବାରେ ଲାଗିପଡ଼ିଛି ବିଏମସି। ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ…
ବିଭିନ୍ନ ଯୋଜନା ପରେ ଏବେ ଓଡ଼ିଶାକୁ ଦାଦନ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୳ ସରକାର। ଓଡିଶାକୁ ଦାଦନ ମୁକ୍ତ କରିବା ଉଦ୍ଦେଶ୳ରେ ମନରେଗା ଯୋଜନାକୁ ଦିଆଯାଉଛି ଗୁରୁତ୍ବ । ମନରେଗା ଯୋଜନା ଜରିଆରେ ଲେକମାନଙ୍କୁ ଅତିରିକ୍ତ କାର୍ଯ୍ୟ ଯୋଗାଇବାକୁ…
କରୋନା ମହାମାରୀର ଶୀକାର ହୋଇଥିବା ଲୋକଙ୍କ ପାଇଁ ଲାଭଦାୟକ ସାବ୳ସ୍ତ ହୋଇଛି କୁକୁଡ଼ା ଅଣ୍ଡା । ଅଣ୍ଡାରୁ ସଂଗୃହିତ ଆଣ୍ଟିବଡି ଦ୍ବାରା କୋରୋନା ରୋଗର ଚିକିତ୍ସା କରାଯାଇପାରିବ। ଏନେଇ ଦାବି କରିଛନ୍ତି ଆମେରିକୀୟ ବୈଜ୍ଞାନିକ। ଏଗୁଡିକ ପ୍ରତିଷେଧକ ଭାବରେ ବ୍ୟବହାର କରାଯାଇପାରିବ…