Mon. Nov 30th, 2026

Author: Niharika Mohanty

କେଉଁ ଦଳ, କେତେ ଧନୀ, ୨୦୨୧-୨୨ର ଏଡିଆର ରିପୋର୍ଟ

ପ୍ରକାଶ ପାଇଛି ୨୦୨୧-୨୨ର ଏଡିଆର ରିପୋର୍ଟ। ଆଞ୍ଚଳିକ ଦଳମାନେ କେଉଁଠୁ ଚାନ୍ଦା ପାଆନ୍ତି ? କେତେ ଟଙ୍କା କେଉଁ ରାଜନୈତିକ ଦଳକୁ ମିଳିଛି? ତାହାର ସବିଶେଷ ରିପୋର୍ଟ ପ୍ରକାଶ ପାଇଛି । ଆସୋସିଏସନ ଫର ଡେମୋକ୍ରଟିକ ରିଫର୍ମସ ବା ଏଡିଆର ୨୦୨୧-୨୨ର…

ସିଦ୍ଧରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ!

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପ୍ରକାଶକୁ ୟା ଭିତରେ ବିତି ଗଲାଣି ୪ ଦିନ । କିନ୍ତୁ କିଏ ହେବ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏବଂ କାହା ମୁଣ୍ଡକୁ ଦିଆଯିବ ଶାସନ ଦାୟିତ୍ୱ ତାହାକୁ ନେଇ ଚାଲିଥିଲା ଅଙ୍କ କଷା । ତେବେ ବିଭିନ୍ନ…

ଡୁମୁରିପୁଟରେ ଟ୍ରେନ ରହଣୀ ଓ ଭିତ୍ତିଭୂମି ସୁଦୃଢ କରିବାକୁ କୋରାପୁଟ ରେଳ ବିଭାଗ ଆଗରେ ଦାବି

କୋଭିଡ଼୍ ୧୯ ପରଠାରୁ ସୁନାବେଡ଼ା ହାଲ ନିକଟସ୍ତ ଡୁମୁରିପୁଟ ରେଳ ଷ୍ଟେସନରେ ହୀରାଖଣ୍ଡ ଏକ୍ସପ୍ରେସ ଓ ପାସେଞ୍ଜର ରେଳ ରହଣି ବନ୍ଦ ହୋଇଯାଇଛି। ଦୀର୍ଘ ତିନି ବର୍ଷ ଧରି ଏହି ସେବା କୋରୋନା ମହାମାରୀ ଯୋଗୁଁ ରେଳ ବିଭାଗ ପକ୍ଷରୁ ବନ୍ଦ…

ଦହିବରା ଖାଇ ୨୦ରୁ ଉର୍ଦ୍ଧ୍ବ ଅସୁସ୍ଥ

ଦହିବରା ଆଲୁଦମ୍ ଖାଇ ନୁଖାପଡା ଗାଁର ୨୦ ଗୁରୁତର ଅସୁସ୍ଥ। ନରସିଂହପୁର ବ୍ଲକ ନୁଖାପଡା ଓ କମଳା ଦେଇପୁର ଗାଁରେ ଘଟିଛି ଏହି ଘଟଣା। ସୂଚନା ରୁ ପ୍ରକାଶ ଯେ ନୁଖାପଡ଼ା ଓ କମଳାଦେଇପୁର ଅଞ୍ଚଳର ପ୍ରତ୍ୟେକ ଦିନ ଜୈନେକ ଦହିବରା…

ବିଧାୟକଙ୍କ ବୋହୂ ଆଣିଲେ ଯୌତୁକ ନିର୍ଯାତନାର ସାଂଘାତିକ ଅଭିଯୋଗ

ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକଙ୍କ ବୋହୂ ଆଣିଛନ୍ତି ଏହି ଅଭିଯୋଗ। ବିଧାୟକଙ୍କ ପୁଅ, ସ୍ତ୍ରୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ବାଙ୍କୀ…

ଏକାଦଶ ରାଜ୍ୟ ଥାଇ ବକ୍ସିଂ ପ୍ରତିଯୋଗିତା ଉଦଘାଟିତ

ଓଡ଼ିଶା ଅଲମ୍ପିକ ଆସୋସିଏସନର ସ୍ୱୀକୃତିପ୍ରାପ୍ତ ସଂସ୍ଥା ବା ଓଡ଼ିଶା ମୁଏଥାଇ ଥାଇ ବକ୍ସିଂ ୟୁନିଅନ ଆନୁକୂଲ୍ୟରେ ଏବଂ ଆର୍ଟସ ଟେମ୍ପଲ- ରାୟଗଡା ଓ ସାଇ ଟ୍ରଷ୍ଟ ର ସହଯୋଗିତାକ୍ରମେ ରାୟଗଡ଼ ଜି.ସି.ଡ଼ି. ହାଇସ୍କୁଲ୍ ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି l ଦୁଇଦିନ…

ସଂସଦୀୟ ସ୍ଥାୟୀ କମିଟିର ପୁରୀ ଜିଲ୍ଲା ଗସ୍ତ ଓ ସମୀକ୍ଷା

ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ସମ୍ପର୍କୀତ ସଂସଦୀୟ ସ୍ଥାୟୀ କମିଟି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମୀକ୍ଷା ଅବସରରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାରେ କମିଟି ଖୁସି ବ୍ୟକ୍ତ କରିଥିଲେ। ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କେତେକ…

ଷଷ୍ଠ ଜଳ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ପୁରୀ ଜିଲ୍ଲା ଆକ୍ଯୁଟିକ ସଂଘ ଓ ପୁରୀ ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ ଆଜି ସ୍ଥାନୀୟ ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ଷଷ୍ଠ ପୁରୀ ଜିଲ୍ଲାସ୍ତରୀୟ ଜଳକ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାଶ ଚନ୍ଦ୍ର ନାୟକ ଉଦଘାଟନ…

ଆବିଷ୍କାର ହେଲା ୬୨ ଟି ନୂତନ ଚନ୍ଦ୍ର

ସୈାର ମଣ୍ଡଳରେ ପ୍ରତ୍ୟୈକ ଦିନ କିଛି ନା କିଛି ନୂଆ ଘଟିଥାଏ। ତେବେ ନିକଟ ଅତୀତରେ ବୃହସ୍ପତି ସର୍ବାଧିକ ଚନ୍ଦ୍ର ଗ୍ରହର ନିକଟ ହେବା କଥା ସମସ୍ତେ ଅନୁଭୁତି ନେଇଛନ୍ତି। ଏହାର ମାସକ ପରେ ଶନି ରିଙ୍ଗ ପାର୍ଶ୍ଵ ଦୁନିଆରେ ୬୨…

କ’ଣ ରହିଛି ମହାପ୍ରସାଦର ମହତ୍ତ୍ୱ?

ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥ ଓ ତାଙ୍କ ସହ ଜଡ଼ିତ ପ୍ରତ୍ୟେକ ଜିନିଷର ମହତ୍ତ୍ଵ ରହିଛି। ଜଗା ଦର୍ଶନ ନ କରି ପାରିଲେ ଭକ୍ତ ମହାପ୍ରସାଦରେ ମହାପ୍ରଭୁଙ୍କ ଝଲକ ଦେଖିଥାଏ। ତେବେ ଆପଣ ଜାଣିଛନ୍ତି କି, କ’ଣ ରହିଛି ମହାପ୍ରସାଦର ମହତ୍ତ୍ୱ? କ’ଣ…