Sun. Nov 29th, 2026

Author: Niharika Mohanty

ଗିରଫ ହେଲେ ବିଧାୟକଙ୍କ ପୁଅ

ପୁଳା ଟଙ୍କାକୁ ବ୍ରାଣ୍ଡେଡ୍ ମଦ ବୋତଲ । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କୁ ଗତକାଲି ରାତିରେ ପୁଲିସ ଗିରଫ କରିଛି। ସ୍ଥାନୀୟ ସିନେମା ହଲରେ ଗଣ୍ଡଗୋଳ ଏବଂ ଭଙ୍ଗାରୁଜା କରିବା ଅଭିଯୋଗରେ ସେ ଗିରଫ…

ନବଙ୍କ ମୃତ୍ୟୁ ପରେ ସିରିଜ ସସପେଣ୍ଡ

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ନିଆଯାଇଛି କାର୍ଯାନୁଷ୍ଠାନ । ଆଇପିଏସ୍ ସ୍ତରରେ ବଡ ଅଦଳ ବଦଳ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାରେ ରାଜ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି…

ଉପସ୍ଥାପିତ ହେଲା ଚଳିତ ବର୍ଷର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍

ବଜେଟ୍ (ଶିକ୍ଷା) ପଢା ପାଇଁ ରାଷ୍ଟ୍ରୀୟ ଡିଜିଟାଲ ଲାଇବ୍ରେରୀ ବୟସ ଅନୁସାରେ ମିଳିବ ବହି ପଞ୍ଚାୟତ ସ୍ତରରେ ଖୋଲାଯିବ ପୁସ୍ତକାଳୟ ଏକଲବ୍ୟ ସ୍କୁଲ ପାଇଁ ନିଯୁକ୍ତ ହେବେ ୩୮,୮୦୦ ଶିକ୍ଷକ ଲିଟେରାସି ପାଇଁ ସହାୟକ ହେବେ ଏନଜିଓ ଆଦିବାସୀଙ୍କ ପାଇଁ ଖୋଲିବ…

ଆରପାରିରେ ନବ ଦାସ

ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ । ଗୁଳିମାଡ ପରେ ତାଙ୍କୁ ଝାଡସୁଗୁଡାରୁ ଏୟାରଲିଫ୍ଟ ଯୋଗେ ଅଣାଯାଇଥିଲା ଭୁବନେଶ୍ୱର । ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କୁ…

ପୋଲିସ ଗୁଳିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗୁରୁତର,ଆପୋଲୋରେ ଭର୍ତ୍ତି

ଗୁଳିମାଡ଼ ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟିଂ କରାଯାଇଥିଲା। ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପରେ ଅଧିକ ଚିକିତ୍ସା…

ପଟ୍ଟା ପାଇବା ପାଇଁ ଗୁହାରୀ ଜଣାଇଲେ ପେରାଗ ଗ୍ରାମବାସୀ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତର ପେରାଗ୍ ଗ୍ରାମରେ ଅନେକ ଦିନରୁ ୨୫ରୁ ଉର୍ଦ୍ଧ୍ବ ପରିବାର ବସବାସ କରି ଆସୁଛନ୍ତି। ଏହି ଜାଗାରେ ଘର ବାଡ଼ି କରି ରହିବା ସହିତ ଆଖପାଖ ଇଲାକାରେ ଜମିରେ ଚାଷ କାମ କରି ଜୀବିକା…

ଚାଲିଛି ଡଟ୍ ଫେଷ୍ଟ, ଝୁମୁଛି ଭୁବନେଶ୍ୱର

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଚାଲିଛି ଡଟ୍ ଫେଷ୍ଟ । ଭୁବନେଶ୍ୱରରେ ରାତି ହେଲା ମାତ୍ରେ ଡଟ୍ ଫେଷ୍ଟରେ ଅସମ୍ଭାଳ ଭିଡ । ଲାଇଟ୍ ସାଉଣ୍ଡ ମ୍ୟୁଜିକ୍ ରେ ଦୁଲୁକୁଛି ରାଜଧାନୀର ରାତି । ଲାଇଟ ଚମକରେ ଝଲସି ଉଠୁଛି ଆଖି…

ହିମାଚଳରେ ହିମ ବର୍ଷା

ସ୍ନୋଫଲ୍ ବା ତୁଷାରପାତ ଦେଖିଲେ ଲାଗେ ସତେକି ସ୍ୱର୍ଗରୁ ତୁଳା ଖସୁଛି, ଘୋଡ଼ାଇ ଦେଉଛି ପାହାଡ଼ପର୍ବତ, ଗଛ, କୋଠାବାଡ଼ି । ଅନେକଙ୍କୁ ଶିହରିତ କରେ ପ୍ରକୃତିର ଏଭଳି ଶୀତକାଳୀନ ଅପୂର୍ବ ରୂପ । ଉତ୍ତରାଖଣ୍ଡର କେଦାରନାଥ ଧାମ ତୁଷାରପାତରେ ପ୍ରକୃତି ରାଣୀ…

ନାଚୁଣୀ ମହାବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ,ପ୍ରସ୍ତାବିତ ବିଜ୍ଞାନ ବ୍ଲକର ଶିଳାନ୍ୟାସ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୂଖ ସଚିବ ବିଷ୍ଣୁପଦ ସେଠୀ,…

ବିଶ୍ୱକପ ପୁରୁଷ ହକି ଅବସରରେ ବାଣପୁରରେ ସାଂସ୍କୃତିକ କାର୍ଯ୍ୟକ୍ରମ 

ଓଡିଶାରେ ଆୟୋଜିତ ବିଶ୍ୱକପ ପୁରୁଷ ହକି ପ୍ରତିଯୋଗିତାରେ କ୍ରୀଡା ଓ କ୍ରୀଡାବିତଙ୍କୁ ଉତ୍ସାହିତ କରିବାପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଚଳାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିସରରେ ବିଶ୍ୱକପକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ । ଖେଳର ସିଧାପ୍ରସାରଣ…