ବଜେଟ୍ (ଶିକ୍ଷା)
ପଢା ପାଇଁ ରାଷ୍ଟ୍ରୀୟ ଡିଜିଟାଲ ଲାଇବ୍ରେରୀ
ବୟସ ଅନୁସାରେ ମିଳିବ ବହି
ପଞ୍ଚାୟତ ସ୍ତରରେ ଖୋଲାଯିବ ପୁସ୍ତକାଳୟ
ଏକଲବ୍ୟ ସ୍କୁଲ ପାଇଁ ନିଯୁକ୍ତ ହେବେ ୩୮,୮୦୦ ଶିକ୍ଷକ
ଲିଟେରାସି ପାଇଁ ସହାୟକ ହେବେ ଏନଜିଓ
ଆଦିବାସୀଙ୍କ ପାଇଁ ଖୋଲିବ ନୂଆ ସ୍କୁଲ
ବଜେଟ୍ (ସ୍ୱାସ୍ଥ୍ୟ)
ଖୋଲିବ ନୂଆ ମେଡିକାଲ ଓ ନର୍ସିଂ କଲେଜ
୧୫୭ ନୂତନ ନର୍ସିଂ ଖୋଲାଯିବ
ବଢିବ ଆଇସିଏମଆର ଲ୍ୟାବ
୨୦୪୭ ସୁଦ୍ଧା ଏନିମିଆର ମୂଳୋତ୍ପାଟନର ଲକ୍ଷ୍ୟ
ବଜେଟ୍ (ରେଲୱେ)
ରେଳବାଇ ପାଇଁ ୨.୪ ଲକ୍ଷ କୋଟିର ବଜେଟ୍
ନୂଆ ଯୋଜନା ପାଇଁ ଧାର୍ଯ୍ୟ ହୋଇଛି ୭୫ହଜାର କୋଟି
ବିକାଶ ପାଇଁ ୧୦୦ ପ୍ରମୁଖ ଯୋଜନା ଚିହ୍ନଟ
ରେଲୱେରେ ରହିବ ଘରୋଇ ସହଭାଗିତା
ବଜେଟ୍ (ନୂଆ ଯୋଜନା)
ଆଦିବାସୀଙ୍କ ବିକାଶ ପାଇଁ ୧୫ ହଜାର କୋଟି
ଗରିବ କଏଦୀଙ୍କ ଜାମିନ ପାଇଁ ମିଳିବ ସହାୟତା
ଆବାସ ଯୋଜନାରେ ୬୬% ଖର୍ଚ୍ଚ ବୃଦ୍ଧି
ଖର୍ଚ୍ଚ ହେବ ୭୯ ହଜାର କୋଟି
କର୍ଣ୍ଣାଟକ ମରୁଡ଼ି ପାଇଁ ୫୩୦୦ କୋଟି ଧାର୍ଯ୍ୟ
ବଜେଟ୍ (କୃଷି)
ପନିପରିବା ଚାଷ ପାଇଁ ୨୨ ଶହ କୋଟି ଟଙ୍କା
ଗ୍ରୀନ ଗ୍ରୋଥକୁ ମିଳିଛି ପ୍ରାଥମିକତା
କୃଷକଙ୍କ ପାଇଁ ସ୍ୱତନ୍ତ୍ର ଫଣ୍ଡର ବ୍ୟବସ୍ଥା
ବଜେଟ୍ (ଭିତ୍ତିଭୂମି)
ସହରୀ ଭିତ୍ତିଭୂମି ପାଇଁ ବାର୍ଷିକ ୧୦ ହଜାର କୋଟିର ଯୋଜନା
ବଜେଟ୍ (ପରିବହନ)
ପରିବହନ କ୍ଷେତ୍ର ପାଇଁ ୭୫ ହଜାର କୋଟି
ବଜେଟ୍ (ଟିକସ)
ବଢିଲା ଆୟକର ସ୍ଲାବ ସୀମା
୫ରୁ ୭ ଲକ୍ଷକୁ ବୃଦ୍ଧି ହୋଇଥିବା ଘୋଷଣା
୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ
୩ ରୁ ୬ ଲକ୍ଷ ଆୟ ପାଇଁ ଟିକସ ୫%
୬ ରୁ ୯ ଲକ୍ଷର ଆୟ ପାଇଁ ଟିକସ ରହିବ୧୦%
୯-୧୨ ଲକ୍ଷ ପାଇଁ ଆୟକର ୧୫%
୧୨-୧୫ ଲକ୍ଷ ପାଇଁ ୨୦% ଟ୍ୟାକ୍ସ
୧୫ ଲକ୍ଷରୁ ଅଧିକ ଆୟ ହେଲେ ଟିକସ ମୂଲ୍ୟ ୩୦% ଧାର୍ଯ୍ୟ