Sun. Nov 29th, 2026

Author: sabdamedia

ବାହାନଗାରେ ସିବିଆଇର ସ୍ୱତନ୍ତ୍ର ଟିମର ତଦନ୍ତ

ଶବ୍ଦ ଓଡିଶା ବ୍ୟୁରୋ: ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାର ଆରମ୍ଭ ହୋଇଛି ସିବିଆଇ ତଦନ୍ତ । ସିବିଆଇର ୧୦ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସକାଳେ ପୁଣି ଏହି ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବ । ବାହାନଗା…

ବିଳମ୍ବରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାରେ ପହଞ୍ଚିବାକୁ ହୋଇପାରେ ବହୁ ବିଳମ୍ବ

ଶବ୍ଦ ଓଡିଶା ବ୍ୟୁରୋ: ଏଥର ବିଳମ୍ବରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳରେ ମୌସୁମୀ ବିଳମ୍ବରେ ପହଞ୍ଚିଲେ ଓଡ଼ିଶାରେ ମଧ୍ୟ ପହଞ୍ଚିବା ବିଳମ୍ବ ହେବ । ଫଳରେ ରାଜ୍ୟବାସୀ ଆହୁରି ୧୫ ଦିନ ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପାରନ୍ତି…

ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏଯାଏଁ କେରଳ ଛୁଇଁନାହିଁ ମୌସୁମୀ ,ଆଜି ଆସିପାରେ ସ୍ପଷ୍ଟ ଚିତ୍ର

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଆଜି ମଧ୍ୟ ଏହା ୪୦ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛିା ତେବେ ଆଜିଯାଏଁ କେରଳ…

ଯଶୋଦା ମା ଫାଉଣ୍ଡେସନ ଏବଂ କେୟାର ନେତ୍ରମ ସହଯୋଗରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ଵରର ଅଗ୍ରଣୀ ସାମାଜିକ ଓ ସେଚ୍ଛାସେଵୀ ଅନୁଷ୍ଠାନ ଯଶୋଦା ମା ଫାଉଣ୍ଡେସନ ଏବଂ ଇୟୋର୍ସ ହୋପ ଫାଉଣ୍ଡେସନ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ନୀଳାଦ୍ରି ଵିଵାହ ପଣ୍ଡା ପାର୍କ ବସ୍ତି କମୁନିଟି ସେଣ୍ଟର ହଲ ପରିସରରେ ମାଗଣା ଚକ୍ଷୁ…

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା: ବାପାମାଆ ହରାଇଥିବା ପିଲାଙ୍କ ପାଠପଢା ଦାୟିତ୍ୱ ନେବ ଆଦାନୀ ଗ୍ରୁପ୍

ଶବ୍ଦ ଓଡିଶା ବ୍ୟୁରୋ: ବାହାନଗାରେ ଟ୍ରେନ ଦୁର୍ଘଟଣା ନେଇ ଗୌତମ ଆଦାନୀଙ୍କ ବଡ ଘୋଷଣା । ବାପା ମାଆଙ୍କୁ ହରାଇଥିବା ପିଲାଙ୍କୁ ପାଠପଢାଇବ ଆଦାନୀ ଗ୍ରୁପ । ଦୁର୍ଘଟଣାରେ ପରିବାରକୁ ହରାଇଥିବା ପିଲାଙ୍କ ପଢାଖର୍ଚ୍ଚ ନେବ ଆଦାନୀ ଗ୍ରୁପ । ସେ…

ଆଜିଠୁ ମହାପ୍ରଭୁଙ୍କ ଅଣସର ଦର୍ଶନ, ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଶବ୍ଦ ଓଡିଶା ବ୍ୟୁରୋ: ମହାପ୍ରଭୁ ଅଣସର ଦର୍ଶନ ଆଜିଠୁ । ଗତକାଲି ଦେବସ୍ନାନ ନୀତି ପରେ ଅଣସର ପିଣ୍ଡିରେ ଅଛନ୍ତି ଚତୁର୍ଦ୍ଧାମୂର୍ତି । ଆଜିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏଥିପାଇଁ ଶ୍ରୀଅଲାରନାଥ ପୀଠରେ ସବୁ ପ୍ରସ୍ତୁତି…

ଟ୍ରାକ୍ ମରାମତି ପରେ ଗଡ଼ିଲା ଟ୍ରେନ୍

ଶବ୍ଦ ଓଡିଶା ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ହୋଇଥିବା ରେଳଲାଇନକୁ ମରାମତି କରାଯାଇଛି । ଟ୍ରାକ୍ ମରାମତି ପରେ ଗଡ଼ିଲା ଟ୍ରେନ୍ । ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ଗଡ଼ିବା ପରେ ସକାଳେ ଗଡ଼ିଛି ଯାତ୍ରୀବାହି ଟ୍ରେନ୍ ।…

୫ ତାରିଖ ପର୍ଯ୍ୟନ୍ତ ସବୁ ସାଂଗଠନିକ କାର୍ଯ୍ୟକ୍ରମକୁ ରଦ୍ଦ କଲା ବିଜେପି

ଶବ୍ଦ ଓଡିଶା ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନାଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଭୟାବହ ଟ୍ରେନ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବିଜେପି ନିଜର ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମକୁ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ରଦ୍ଦ କରିଦେଇଛି ।ସୂଚନା ଅନୁସାରେ, ଗତକାଲି ଏହି ଟ୍ରେନ ଦୁର୍ଘଟଣାର ଖବର…

ଆଇସକ୍ରିମ୍ ଖାଇ ୬୦ରୁ ଅଧିକ ଅସୁସ୍ଥ

ଶବ୍ଦ ଓଡିଶା ବ୍ୟୁରୋ: ଆଇସକ୍ରିମ୍ ଖାଇ ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଗତକାଲି ସେମିଳିଗୁଡା ବ୍ଲକର…

ଟ୍ରାକରୁ ଉଠିଲା ୨୧ ବଗି, ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ

ଶବ୍ଦ ଓଡିଶା ବ୍ୟୁରୋ: ବାହାନଗାରେ ଦୁର୍ଘଟଣାଗ୍ରସ୍ତ ଟ୍ରାକରୁ ଉଠାଗଲା ୨୧ ବଗି । ଏବେବି ଟ୍ରାକ୍ ବଗି ହଟାଇବା କାମ ଚାଲିଛି । ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଦ୍ୟୁତ ଖୁଣ୍ଟ ଓ ଲାଇନ୍ ମରାମତି କାମ । ରାତି ସାରା ମରାମତି…