କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା: ବାପାମାଆ ହରାଇଥିବା ପିଲାଙ୍କ ପାଠପଢା ଦାୟିତ୍ୱ ନେବ ଆଦାନୀ ଗ୍ରୁପ୍

ଶବ୍ଦ ଓଡିଶା ବ୍ୟୁରୋ: ବାହାନଗାରେ ଟ୍ରେନ ଦୁର୍ଘଟଣା ନେଇ ଗୌତମ ଆଦାନୀଙ୍କ ବଡ ଘୋଷଣା । ବାପା ମାଆଙ୍କୁ ହରାଇଥିବା ପିଲାଙ୍କୁ ପାଠପଢାଇବ ଆଦାନୀ ଗ୍ରୁପ । ଦୁର୍ଘଟଣାରେ ପରିବାରକୁ ହରାଇଥିବା ପିଲାଙ୍କ ପଢାଖର୍ଚ୍ଚ ନେବ ଆଦାନୀ ଗ୍ରୁପ ।

ସେ ଟ୍ୱିଟ କରି କହିଛନ୍ତି ଯେ “ଓଡ଼ିଶାରେ ହୋଇଥିବା ରେଳ ଦୁର୍ଘଟଣା ଖବରରେ ଆମେ ସମସ୍ତେ ମାର୍ମାହତ। ଆମେ ନିଷ୍ପତ୍ତି ନେଇଛୁ ଯେ ଯେଉଁ ନୀରହ ପିଲାମାନେ ଏହି ଦୁର୍ଘଟଣାରେ ନିଜର ଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କ ସ୍କୁଲ ଶିକ୍ଷାର ଦାୟିତ୍ୱ ଆଦାନି ଗ୍ରୁପ୍‌ ନେବ। ପୀଡ଼ୀତ ଓ ସେମାନଙ୍କ ପ୍ରିୟଜନଙ୍କୁ ସମ୍ବଳ ଏବଂ ପିଲାମାନଙ୍କ ସୁନ୍ଦର ଭବିଷ୍ୟତକୁ ନିଶ୍ଚିତ କରିବା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ।”

You May Also Like

More From Author

+ There are no comments

Add yours