ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏଯାଏଁ କେରଳ ଛୁଇଁନାହିଁ ମୌସୁମୀ ,ଆଜି ଆସିପାରେ ସ୍ପଷ୍ଟ ଚିତ୍ର

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଆଜି ମଧ୍ୟ ଏହା ୪୦ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛିା ତେବେ ଆଜିଯାଏଁ କେରଳ ଛୁଇନାହିଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପାଗ ଅନୁକୂଳ ଥିବାରୁ ଏହା କେବେ କେରଳ ଛୁଇଁବ ସେ ନେଇ ଆଜି ସ୍ପଷ୍ଟ ଚିତ୍ର ଆସିପାରେ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

You May Also Like

More From Author

+ There are no comments

Add yours