Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ବାହାନଗାରେ ଦୁର୍ଘଟଣାଗ୍ରସ୍ତ ଟ୍ରାକରୁ ଉଠାଗଲା ୨୧ ବଗି । ଏବେବି ଟ୍ରାକ୍ ବଗି ହଟାଇବା କାମ ଚାଲିଛି । ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଦ୍ୟୁତ ଖୁଣ୍ଟ ଓ ଲାଇନ୍ ମରାମତି କାମ । ରାତି ସାରା ମରାମତି କାମରେ ଲାଗିଛନ୍ତି କର୍ମଚାରୀ । କେତେ ଶୀଘ୍ର କାମ ଶେଷ ହେବ ସେନେଇ ଉଦ୍ୟମ ଚଳାଇଛନ୍ତି । ବଡ଼ ଦୁର୍ଘଟଣା ହୋଇଥିବାରୁ କେବେ ସୁଦ୍ଧା କାମ ଶେଷ ହେବ ସେନେଇ ସଠିକ୍ ସମୟ କହିହେବ ନାହିଁ ବୋଲି କହିଛନ୍ତି ରେଳବାଇର ବରିଷ୍ଠ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *