Sun. Nov 29th, 2026

Author: sabdamedia

ଆଜି ଶପଥ ନେବେ ନୂଆ ବିଧାୟିକା ଦୀପାଳି ଦାସ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ଶପଥ ଗ୍ରହଣ କରିବେ ଝାରସୁଗୁଡାର ନୂଆ ବିଧାୟକ ଦୀପାଳି ଦାସ । ରାଜ୍ୟ ବିଧାନସଭାରେ ବିଧାୟିକା ଭାବେ ଶପଥ ନେବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି । ଦିନ ୧୦ଟା ୩୦ରେ ଉପବାଚସ୍ପତି…

ଭୁବନେଶ୍ୱରରୁ ଆଜିଠାରୁ ଦୁବାଇକୁ ଉଡ଼ିବ ବିମାନ

ଶବ୍ଦ ଓଡିଶା ବ୍ୟୁରୋ: ବିମାନଯାତ୍ରୀଙ୍କ ଲାଗି ଖୁସି ଖବର। ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ। ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇ ବିମାନ ବନ୍ଦରକୁ ସିଧାସଳଖ ବିମାନ ସେବା…

ନାଗାଲାଣ୍ଡ ଆକ୍ୱାରିୟମ୍ ୟୁନିଟର ଫିସ୍ ଜର୍ମପ୍ଲାଜ୍ ଉଦଘାଟିତ

ଶବ୍ଦ ଓଡିଶା ବ୍ୟୁରୋ: ନାଗାଲାଣ୍ଡ ଆକ୍ୱାରିୟମ୍ ୟୁନିଟର ଫିସ୍ ଜର୍ମପ୍ଲାଜ୍ ଉଦଘାଟିତ ହୋଇଛି । ICAR-CIFAର ସମସ୍ତ ଅଧିକାରୀ ଏବଂ ନାଗାଲାଣ୍ଡର ମତ୍ସ୍ୟପାଳନ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଏହା ଉଦଘାଟିତ ହୋଇଛି। ଏହି ଅବସରରେ 16ଟି ଜିଲ୍ଲାର 42 ପ୍ରଜାତିର ମାଛ ଲୋକଙ୍କ…

ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକୀରେ ଗରିବ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ସହାୟତା

ଶବ୍ଦ ଓଡିଶା ବ୍ୟୁରୋ: ପୁରୀରେ ନିଆରା ଢଙ୍ଗରେ ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସ୍ତ୍ରୀ l ସ୍ୱର୍ଗତ ସାରଦା ପଟ୍ଟନାୟକଙ୍କ ସ୍ମୃତିରେ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି ସେହି ବିଦ୍ୟାଳୟର ଜଣେ ମେଧାବୀ ଛାତ୍ର କୃଷ୍ଣଚନ୍ଦ୍ର ସାହୁଙ୍କୁ…

ଘର ଭିତରେ ପଶିଗଲା କାର, ଜଣେ ମହିଳାଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ବୌଦ୍ଧର ରାଧାନଗର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଦ୍ରୁତଗତିରେ ଆସି ଏକ ଚାଳଛପର ଘର ଭିତରେ ପଶିଯିବାରୁ ଘରଟି ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ତା’ଭିତରେ ଶୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।…

୨ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଶବ୍ଦ ଓଡିଶା ବ୍ୟୁରୋ: ୨ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ବୌଦ୍ଧ ସଦର ଥାନା ଅନ୍ତର୍ଗତ ମାତାଗାଡୁ ଡଙ୍କେନ୍ ଜଙ୍ଗଲରୁ ଏହି ଗଞ୍ଜେଇ ଜବତ କରିଛି ବୌଦ୍ଧ ଆଦର୍ଶ ଥାନା ପୁଲିସ। ଏହି ଗଞ୍ଜେଇର ଅନୁମାନିକ ଓଜନ ୨୮…

ସମ୍ବଲପୁରରେ ଟ୍ରିପଲ ମର୍ଡର: ବନ୍ଦ ଘରୁ ମିଳିଲା ମା’ ଓ ପୁଅ-ଝିଅଙ୍କ ମୃତଦେହ

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁରରେ ଟ୍ରିପଲ ମର୍ଡର । ବନ୍ଦ ଘରୁ ମିଳିଲା ମା’ ଓ ପୁଅ-ଝିଅଙ୍କ ମୃତଦେହ । ହତ୍ୟାକାରୀ ତିନି ଶବକୁ ଶୋଇବାଘରେ ଘୋଡ଼ାଇବା ପରେ ଘରେ ତାଲା ପକାଇ ଫେରାର୍ ହୋଇଯାଇଛି । ମୃତକମାନେ ହେଲେ ସାଜିଆ…

ଆଜି ସ୍ଥଳଭାଗ ଛୁଇଁପାରେ ‘ମୋକା’: ଘଣ୍ଟା ପ୍ରତି ୨୨୦ କିଲୋମିଟର ବେଗରେ ବହିପାରେ ପବନ

ଶବ୍ଦ ଓଡିଶା ବ୍ୟୁରୋ: ସ୍ଥଳଭାଗ ଛୁଇଁପାରେ ‘ମୋକା’ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିମି ରହିବ । ସ୍ଥଳବିଶେଷରେ ଏହା ଘଣ୍ଟା ପ୍ରତି ୨୦୦ କିମି ଛୁଇଁଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…

ଝାରସୁଗୁଡା ଉପ-ନିର୍ବାବନ: ପ୍ରଥମ ୪ ରାଉଣ୍ଡରେ ବିଜେଡି ଆଗରେ

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନର ଭୋଟ ଗଣତି ଜାରି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୪ହଜାର ୫୧୦ ଭୋଟରେ ଆଗୁଆ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୧ହଜାର ୨୫୬ ଭୋଟ୍ , ବିଜେପି ପ୍ରାର୍ଥୀଙ୍କୁ ୬ହଜାର…

ପରମବୀର ସିଂହଙ୍କ ନାଁରେ ଥିବା ସବୁ ମାମଲା ବନ୍ଦ କଲେ ମହାରାଷ୍ଟ୍ର ସରକାର

ଶବ୍ଦ ଓଡିଶା ବ୍ୟୁରୋ: ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ନାଁରେ ଥିବା ସମସ୍ତ ମାମଲାକୁ ଆଜି ମହାରାଷ୍ଟ୍ର ସରକାର ବନ୍ଦ କରିଛନ୍ତି। ଏଥିସହ ୨୦୨୧ ଡିସେମ୍ବର ମାସରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିବା ପାଇଁ ଜାରି କରିଥିବା…