Sun. Nov 29th, 2026

Author: sabdamedia

ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶବ୍ଦମିଡ଼ିଆ ବ୍ୟୁରୋ: ମୁମ୍ବାଇ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ଏମଡି ମୁକେଶ ଆମ୍ବାନୀଙ୍କୁ ଭେଟିଛନ୍ତି । ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶାକୁ ମଜବୁତ କରିବା ଏବଂ ଓଡ଼ିଶାକୁ ନିବେଶର ଏକ ଉତ୍ତମ ସ୍ଥାନ ଭାବେ…

୨ ସପ୍ତାହ ପରେ ପୁଣି ଥରିଲା ତୁର୍କୀ

ଶବ୍ଦମିଡ଼ିଆ ବ୍ୟୁରୋ: ପୁଣି ତୁର୍କୀରେ ହୋଇଛି ଭୂମିକମ୍ପ । ୨ ସପ୍ତାହ ପରେ ପୁଣି ତୁର୍କୀରେ ଭୂମିକମ୍ପ ହୋଇଛି । ସୋମବାର ତୁର୍କୀର ଦକ୍ଷିଣ ପୂର୍ବ ଇଲାକାରେ ଭୂମିକମ୍ପ ସୃଷ୍ଟି ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ଥିବା…

କଟକରୁ ଜବତ ହେଲା ନକଲି ଔଷଧ

ଶବ୍ଦମିଡ଼ିଆ ବ୍ୟୁରୋ: କଟକରୁ ପୁଣି ନକଲି ମେଡିସିନ୍ ଜବତ ହୋଇଛି । ଝାଡା ରୋଗ ନିୟନ୍ତ୍ରଣ ପାଇଁ ବହୁଳ ବ୍ୟବହାର ହେଉଥିବା ୨ ଲକ୍ଷ ନକଲି ‘ଓ-୨’ ଔଷଧ ଜବତ କରାଯାଇଛି । ପ୍ରାୟ ୧୨ ଶହ ଷ୍ଟ୍ରିପ୍ ନକଲି ‘ଓ-୨’…

୫ଦିନ ସିବିଆଇ ରିମାଣ୍ଡରେ ମନୀଷ ସିସୋଦିଆ

ଶବ୍ଦମିଡ଼ିଆ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ମାର୍ଚ୍ଚ ୪ ତାରିଖ ଯାଏ ସେ ସିବିଆଇ ହେପାଜତରେ ରହିବେ । ୨୦୨୧-୨୨ରେ ହୋଇଥିବା ଅବକାରୀ ଦୁର୍ନୀତି…

ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ । ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ: କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ…

ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପ : ଦକ୍ଷିଣଆଫ୍ରିକାକୁ ହରାଇ ବିଶ୍ୱବିଜେତା ହେଲା ଅଷ୍ଟ୍ରେଲିଆ

ଶବ୍ଦମିଡ଼ିଆ ବ୍ୟୁରୋ: ଅଷ୍ଟ୍ରେଲିଆ ମହିଳା ଟି-ଟ୍ୱେଂଟି ବିଶ୍ୱକପ ବିଜୟୀ ହୋଇଛି । ଦକ୍ଷିଣ ଆଫ୍ରିକାର କ୍ୟାପଟାଉନରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇଛି । ଅଷ୍ଟ୍ରେଲିଆ ବିଜୟରେ ବେଥ ମୁନି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।…

ଭୋଟ୍ ଦେଉଛି ମେଘାଳୟ, ନାଗାଲାଣ୍ଡ

ଶବ୍ଦମିଡ଼ିଆ ବ୍ୟୁରୋ: ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଉଭୟ ରାଜ୍ୟକୁ ମିଶାଇ ମୋଟ ୧୧୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ଚାଲିଛି । ମେଘାଳୟର ୫୯ ଟି ସିଟ୍ ଏବଂ ନାଗାଲାଣ୍ଡରେ…

ସୁରେଶ ମହାପାତ୍ର OERC ଚେୟାରମ୍ୟାନ୍ ନିଯୁକ୍ତ

ଶବ୍ଦମିଡ଼ିଆ ବ୍ୟୁରୋ: ସୁରେଶ ମହାପାତ୍ର ହେବେ OERC ଚେୟାରମ୍ୟାନ୍ । ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ସୁରେଶ ମହାପାତ୍ର ଏବେ ଓଡ଼ିଶା ମୁଖ୍ୟ ଶାସନ…

ଗୁଳିମାଡ଼ରେ ଢାବା ମାଲିକ ମୃତ

ଶବ୍ଦମିଡ଼ିଆ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ମାଲଦା ଗ୍ରାମର ସରକାରୀ ଧର୍ମକଣ୍ଟା ନିକଟରେ ଥିବା ଏକ ଢାବାର ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳିମାଡ଼ରେ ତାଙ୍କର ଜଣେ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ରମେଶ…

ବାଲେଶ୍ୱରରେ ସ୍ୱାମୀର ଏସ୍‌ଡ ମାଡ଼ରେ ସ୍ତ୍ରୀ ମୃତ

ଶବ୍ଦମିଡ଼ିଆ ବ୍ୟୁରୋ: ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରାରେ ସ୍ତ୍ରୀ ସମେତ ୪ ଜଣଙ୍କୁ ସ୍ୱାମୀର ଏସିଡ୍ ମାଡ଼ ଘଟଣାରେ ସ୍ତ୍ରୀ ମୃତ । କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଛି। ଗତ ୨୦ରେ ଏହି ଏସ୍‌ଡ ମାଡ଼ ଘଟଣା…