Sun. Nov 29th, 2026

Author: sabdamedia

୬ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର, ୬୦% ବଢିଲାଣି କରୋନା ସଂକ୍ରମଣ

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ୨୪ ଘଂଟାରେ ୭୫୪ ନୂଆ ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ ବଢ଼ୁଥିବାରୁ ଦେଶର ୬ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର…

ପଶ୍ଚିମାଝଡ଼ ପରେ ଆଜିଠୁ ବଢ଼ିବ ବର୍ଷା: ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ପଶ୍ଚିମାଝଡ଼ ପରେ ବଢ଼ିପାରେ ବର୍ଷା । ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର…

ପୁରୀରେ ୩ ଦିନିଆ ସୁଟିଂବଲ ଚମ୍ପିୟାନସିପ ଉଦଘାଟିତ

ଶବ୍ଦ ଓଡିଶା ବ୍ୟୁରୋ:ପୁରୀ ଝାଡେଶ୍ୱରୀ କ୍ଲବ ପରିସରରେ ୩ ଦିନିଆ ସୁଟିଂବଲ ଚମ୍ପିୟାନସିପ ଆରମ୍ଭ ହୋଇଛି। ଜାତୀୟ ସୁଟିଂବଲ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଓଡିଶା ସୁଟିଂବଲ ଆସୋସିଏସନ ଜୋନ ୩ର ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଅନୁମତି ମିଳିଥିଲା। ଓଡ଼ିଶା…

ନିଜେ ରଚିଥିଲା ନିଜ ମୃତ୍ୟୁର ମିଛ ନାଟକ, ଶରତ ପରିଚ୍ଛାଙ୍କୁ ମୁମ୍ବାଇରୁ ଉଦ୍ଧାର କଲା ଗଜପତି ପୁଲିସ

ଶବ୍ଦ ଓଡିଶା ବ୍ୟୁରୋ: ଦାଦନର ମୃତ୍ୟୁ ନାଟକ । ମୃତ୍ୟୁର ୧୦ ଦିନ ପରେ ଆସିଲା ଦାଦନ ଶ୍ରମିକଙ୍କ ଜୀବିତ ଥିବା ଖବର । ଗଜପତିରୁ ଦାଦନ ଖଟିବାକୁ ଯାଇଥିବା ଶରତ ପରିଚ୍ଛାଙ୍କୁ ତାମିଲନାଡୁରେ ହତ୍ୟା, ଏପରି ସାଂଘାତିକ ଅଭିଯୋଗ ରାଜ୍ୟରେ…

ଆଜି ରାଜଧାନୀରେ ଗଡ଼ୁନାହିଁ ଅଟୋ

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଆଜି ଗଡିବନାହିଁ ଅଟୋ । ଆନ୍ଦୋଳନରେ ସାମିଲ ହୋଇଛନ୍ତି ସ୍ମାର୍ଟସିଟି ଅନଲାଇନ୍ ଅଟୋ ସଂଘ । ଆଜି ରାଜଧାନୀରେ ପାଖାପାଖି ୧୦ ହଜାର ଅଟୋ ରିକ୍ସା ଗଡୁନାହିଁ । ଅଟୋରିକ୍ସା ଚାଳକ ମାନେ ଲୋୟର ପିଏମଜିରେ…

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ

ଶବ୍ଦ ଓଡିଶା ବ୍ୟୁରୋ: ଭୀଷଣ ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ପ୍ରଶାନ୍ତ ମହାସାଗରରେ ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜ ନିକଟରେ ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ କେନ୍ଦ୍ରଭୂତ ହୋଇଛି। ଏହାପରେ ସମୁଦ୍ରରେ ବଡ ଧରଣର ଲହରୀ ଉଠୁଥିବାରୁ ଉପକୂଳ ଅଞ୍ଚଳରେ…

ଗୋଷ୍ଠୀ ସଂର୍ଘଷ ପରେ ଗାଁରେ ଫୁଟିଲା ବୋମା

ଶବ୍ଦ ଓଡିଶା ବ୍ୟୁରୋ: ଗାଁ କମିଟିର ଟଙ୍କା ପଇସା ହିସାବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ଘଟିଛି। ଗତକାଲି ବିଳମ୍ବିତ ରାତିରେ ସଭାପତିଙ୍କ ଘର ଉପରେ ବୋମାମାଡ କରିଛନ୍ତି ଦୁର୍ବୃତ୍ତ। ବୋମାମାଡ଼ରେ କାହାର କିଛି କ୍ଷତି ହୋଇନାହିଁ। ଏଭଳି ଘଟଣା…

ଜଗା ଦର୍ଶନ କଲେ ବରିଷ୍ଠ, ଯୋଶଦା ମା ଫାଉଣ୍ଡେସନର ମହତ ପ୍ରୟାସ

ପୁରୀ : ଜଗା ଦୁଆରେ ଭାବରେ ବିଭୋର ହେଲେ ବରିଷ୍ଠ ନାଗରିକ । ବୟସର ଅପରାହ୍ନରେ ଚକା ଆଖି ସହ ଆଖି ମିଳେଇ ଆତ୍ମତୃପ୍ତିରେ ହଜିଗଲେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର କିଛି ବରିଷ୍ଠ ନାଗରିକ। ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନ ତରଫରୁ…

ଶିଶୁଙ୍କ ପାଇଁ ଘାତକ ଏଚ୍୩ଏନ୍୨ ଭାଇରସ୍, କାମ ଦେଉନାହିଁ ଆଣ୍ଟିବାୟୋଟିକ୍

ଶବ୍ଦ ଓଡିଶା ବ୍ୟୁରୋ: ଶିଶୁମାନଙ୍କ ପାଇଁ ଘାତକ ଏଚ୍୩ଏନ୍୨ ଭାଇରସ୍ । ବିଶେଷ କରି ୫ ବର୍ଷରୁ କମ୍ ଅଧିକାଂଶ ଶିଶୁ ଏଚ୍୩ଏନ୍୨ରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ପିଲାମାନଙ୍କ କ୍ଷେତ୍ରରେ ଔଷଧ ଓ ବିଶେଷ କରି ଆଣ୍ଟିବାୟୋଟିକ୍…

ଆଜି ୧୩ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ ଆଜିଠୁ ୧୮ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ସୂଚନା ଅନୁସାରେ, ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାଜ୍ୟର…