ଦେଓମାଳିରେ ଡେଷ୍ଟିନେସନ ୱେଡିଂ। ପର୍ଯ୍ୟଟନ ବିଭାଗରେ ‘ସପ୍ତାହନ୍ତ ପର୍ଯ୍ୟଟନ’ ଯୋଜନା ପ୍ରସ୍ତୁତ।
ଶବ୍ଦମିଡ଼ିଆ ବ୍ୟୁରୋ: ରାଜ୍ୟର ସବୁଠାରୁ ସୁନ୍ଦର ପର୍ବତ ଦେଓମାଳି। ‘ଦେଓମାଳି ପର୍ବତ ଶିଖର’କୁ ଓଡ଼ିଶାର ‘ୱେଡିଂ ଡେଷ୍ଟିନେସନ୍’ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଡେଷ୍ଟିନେସନ୍ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ହୋଇରହିବ ନାହିଁ।…