Sun. Nov 29th, 2026

Author: sabdamedia

ପ୍ରତିବର୍ଷ ବଢୁଛି ଘରୋଇ ହିଂସା ମାମଲା, ମହିଳାଙ୍କ ଉପରେ ଅପରାଧରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ମହିଳା ଘରେ ସୁରକ୍ଷିତ ନୁହନ୍ତି । ଏହି ତଥ୍ୟ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସାମ୍ନାକୁ ଆସିଛି । ୨୦୨୨ରେ ମହିଳାଙ୍କ ଉପରେ ହୋଇଥିବା ଅଲଗା ଅଲଗା ଅପରାଧ ସମ୍ପର୍କିତ ୩୦ ହଜାର…

ଚୀନର ଦ୍ୱିତୀୟ ଉହାନ ଭାବେ ପରିଣତ ହେଲା ହେନାନ

ଶବ୍ଦ ଓଡିଶା ବ୍ୟୁରୋ: ଚୀନରେ କରୋନାର ପ୍ରକୋପ ଜାରିରହିଛି । ଏହି ସହରରେ କରୋନା ସଂକ୍ରମଣ ବଢିଚାଲିଛି । ଏ ସବୁ ମଧ୍ୟରେ ଚୀନର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ପ୍ରାନ୍ତ ହେନାନରେ ୯୦ ପ୍ରତିଶତ ଲୋକେ କରୋନା ସଂକ୍ରମିତ ହୋଇଛି…

ବିମାନରେ କାହିଁକି ଏତେ ମଦ ପିଇଲେ ଶଙ୍କର ମିଶ୍ରା? ସହଯାତ୍ରୀ କହିଲେ କାରଣ

ଶବ୍ଦ ଓଡିଶା ବ୍ୟୁରୋ: ନ୍ୟୁୟର୍କ-ନୂଆଦିଲ୍ଲୀ ଏୟାର ଇଣ୍ଡିଆ -୧୦୨ ଫ୍ଲାଇଟରେ ୭୨ ବର୍ଷୀୟ ବୃଦ୍ଧଙ୍କ ଉପରେ ପରିସ୍ରା କରିବା ନେଇ ବିବାଦ ଥମିବାର ନା ନେଉନାହିଁ । ଏବେ ଏହି ମାମଲାରେ ନୂଆ ଖୁଲାସା ହୋଇଛି । ଘଟଣା ସମୟରେ ଅଭିଯୁକ୍ତ…

ଅର୍ଚ୍ଚନାଙ୍କ ୩କୋଟି ୪୦ ଲକ୍ଷ ଟଙ୍କାର ଘର ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଶବ୍ଦ ଓଡିଶା ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଇଡି ପଦକ୍ଷେପ ଗ୍ରହଣ କରିଛି । ଅର୍ଚ୍ଚନାଙ୍କ ଘରକୁ ଇଡି ଆଟାଚ କରିଛି । ସତ୍ୟବିହାର ସ୍ଥିତ ତାଙ୍କ ଘରକୁ ଇଡି ଆଟାଚ କରିଛି । ଏହି ଘରର ମୂଲ୍ୟ ପ୍ରାୟ ୩କୋଟି…

ତାମିଲନାଡୁ ବିଧାନସଭା ଇତିହାସରେ ପ୍ରଥମ ! ବିଧାନସଭା ଛାଡି ଚାଲିଗଲେ ରାଜ୍ୟପାଳ ଆରଏନ. ରବି

ଶବ୍ଦ ଓଡିଶା ବ୍ୟୁରୋ: ତାମିଲନାଡୁରେ ଶାସନରେ ଥିବା ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସୋମବାର ଏହା ଏତେ ତଳକୁ ଖସିଯାଇଥିଲା ଯେ କେହି ଏହାକୁ ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି । ରାଜ୍ୟପାଳ ଆରଏନ ରବି ବିଧାନସଭାରେ…

ଗିରଫ ହେଲେ କୋଟିପତି ଯନ୍ତ୍ରୀ, ଜବତ ହେଲାଣି ୩ କୋଟି ୧୩ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି ।

ଶବ୍ଦ ଓଡିଶା ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡିଥିବା କୋଟିପତି ଯନ୍ତ୍ରୀ ଗଲେ ଜେଲ । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ଲଗାତର ୨ଦିନର ମାରାଥନ ଚଢାଉ ପରେ ତାଙ୍କୁ…

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ହେଲେ ଚେତନ ଶର୍ମା , ପ୍ରତିକ୍ରିୟା ପ୍ରକାଶ କଲେ ଫ୍ୟାନ୍ସ

ଶବ୍ଦ ଓଡିଶା ବ୍ୟୁରୋ: ଭାରତୀୟ ଦଳ ଶନିବାର ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟି-୨୦ ଖେଳିବା ପାଇଁ ପ୍ରସ୍ତୁତ ହେଉଥିଲା. ଏହାର କିଛି ସମୟ ପୂର୍ବରୁ ବିସିସିଆଇ ଗୋଟିଏ ବଡ ନିଷ୍ପତ୍ତି ନେଇଛନ୍ତି । ବୋର୍ଡ ଦ୍ୱାରା ନୂଆ ଚୟନକର୍ତ୍ତା କମିଟିର ଘୋଷଣା…

ଥରାଉଛି ଶୀତ, ଆହୁରି ଦୁଇଦିନ ଶୀତରୁ ନାହିଁ ନିସ୍ତାର

ଶବ୍ଦ ଓଡିଶା ବ୍ୟୁରୋ: ପ୍ରବଳ ଶୀତରେ ଥରୁଛି ସାରା ଓଡିଶା । ତେବେ ଆସନ୍ତା ଦୁଇ ଦିନ ମଧ୍ୟ ଶୀତରୁ ନିସ୍ତାର ନାହିଁ । ପ୍ରବଳ ଶୀତ ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ତିନି ଜିଲ୍ଲାକୁ ସତର୍କ…

ଅର୍ଚ୍ଚନା ନାଗ ମାମଲାରେ ଇଡି ଦାଖଲ କରିବ ୧୩ ଶହ ପୃଷ୍ଠାର ଚାର୍ଜସିଟ୍

ଶବ୍ଦ ଓଡିଶା ବ୍ୟୁରୋ: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରାଥମିକ ଚାର୍ଜସିଟ ୧୩୦୦ ଶହ ପୃଷ୍ଠା ବିଶିଷ୍ଟ ହୋଇଥିବା ସୂଚନା ମିଳୁଛି । ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା, ଜଗବନ୍ଧୁ ଓ…

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, ୪ ବର୍ଷ ପାଇଁ ନିଯୁକ୍ତ

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ନିଯୁକ୍ତି ମିଳିଛି । ଆସନ୍ତା ୪ ବର୍ଷ ପାଇଁ କୂଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି । ଫ୍ରଫେସର…