Mon. Nov 30th, 2026

Author: sabdamedia

ଦେଓମାଳିରେ ଡେଷ୍ଟିନେସନ ୱେଡିଂ। ପର୍ଯ୍ୟଟନ ବିଭାଗରେ ‘ସପ୍ତାହନ୍ତ ପର୍ଯ୍ୟଟନ’ ଯୋଜନା ପ୍ରସ୍ତୁତ।

ଶବ୍ଦମିଡ଼ିଆ ବ୍ୟୁରୋ: ରାଜ୍ୟର ସବୁଠାରୁ ସୁନ୍ଦର ପର୍ବତ ଦେଓମାଳି। ‘ଦେଓମାଳି ପର୍ବତ ଶିଖର’କୁ ଓଡ଼ିଶାର ‘ୱେଡିଂ ଡେଷ୍ଟିନେସନ୍‌’ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଡେଷ୍ଟିନେସନ୍‌ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ‌‌ହୋଇରହିବ ନାହିଁ।…

ସଡ଼କ ଦୁର୍ଘଟଣାରେ: ୨ ମୃତ, ୬ ଆହତ

ଶବ୍ଦମିଡ଼ିଆ ବ୍ୟୁରୋ: ରାଜ୍ୟର ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସକାଳେ ପୁରୀ ଜିଲ୍ଲା ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ମଣପଡ଼ା ନିକଟରେ ଏକ ଘରୋଇ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।…

କେନ୍ଦୁଝର ଘରୋଇ କଲେଜ ହଷ୍ଟେଲରୁ ୪ଛାତ୍ର ନିଖୋଜ

ଶବ୍ଦମିଡ଼ିଆ ବ୍ୟୁରୋ: କେନ୍ଦୁଝରର ଘରୋଇ କଲେଜ ହଷ୍ଟେଲରୁ ୪ ଜଣ ଛାତ୍ର ନିଖୋଜ। ଏନେଇ ଟାଉନ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଟାଉନ ଥାନା ବଡହଳ ସ୍ଥିତ କେଏସଇ କଲେଜ ହଷ୍ଟେଲରୁ ୪ଜଣ ଛାତ୍ର କୁଆଡେ ଚାଲିଯାଇଥିବା ଜଣାପଡିଛି…

୪ ଦିନିଆ ରିମାଣ୍ଡରେ ଟେକ୍ନିକାଲ ଅଫିସର ବାବୁରାମ ଦେ

ଶବ୍ଦମିଡ଼ିଆ ବ୍ୟୁରୋ: ଚାନ୍ଦିପୁର ଆଇଟିଆରରୁ ପାକିସ୍ତାନକୁ ପ୍ରତିରକ୍ଷା ତଥ୍ୟ ଲିକ୍ ମାମଲାରେ ଟେକ୍ନିକାଲ ଅଫିସର ବାବାରାମଙ୍କୁ ୪ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ । ବାବୁରାମଙ୍କ ସହ ତାଙ୍କ ବିଭାଗରେ କାମ କରୁଥିବା ଆଇଟିଆରର କିଛି ଅଧିକାରୀ ଓ କର୍ମଚାରୀଙ୍କୁ…

ମହିଳା ଟି-୨୦ ବିଶ୍ୱକପ ଫାଇନାଲ : ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର

ଶବ୍ଦମିଡ଼ିଆ ବ୍ୟୁରୋ: ମହିଳା ଟି-୨୦ ବିଶ୍ୱକପର ଫାଇନାଲ ଆଜି ଖେଳାଯିୱ । ଗତଥର ବିଜେତା ଅଷ୍ଟ୍ରେଲିଆ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ଯଦି ଦକ୍ଷିଣ ଆଫ୍ରିକା ଜିତେ ତାହାଲେ ଆୟୋଜକ ଭାବେ ବିଶ୍ବ କପ୍‌…

ରାଜ୍ୟରେ ମାର୍ଚ୍ଚ ପହିଲାରୁ ପ୍ରବଳ ଖରା

ଶବ୍ଦ ଓଡିଶା ବ୍ୟୁରୋ: ମାର୍ଚ୍ଚ ପହିଲାରୁ ରାଜ୍ୟରେ ପ୍ରବଳ ଖରା । ଗତ କିଛି ଦିନ ହେଲା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାତିରୁ ଏହାର ସ୍ପଷ୍ଟ ସଂକେତ ମିଳି ସାରିଲାଣି। ଶୁକ୍ରବାର ଦିନ ମାଲକାନଗିରି ଓ ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮ଡିଗ୍ରି…

ଋତୁସ୍ରାବ ବେଳେ ଛୁଟି ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ଶବ୍ଦ ଓଡିଶା ବ୍ୟୁରୋ: ସୁପ୍ରିମକୋର୍ଟ ଏକ ଜନହିତ ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଆବେଦନକାରୀ ଆବେଦନ କରିଥିଲେ କି କାର୍ଯ୍ୟରତ ମହିଳା ଓ ଛାତ୍ରୀମାନଙ୍କୁ ମାସିକ ଋତୁସ୍ରାବ ସମୟରେ ସେମାନେ କାମ କରୁଥିବା କମ୍ପାନୀ, ସରକାର କିମ୍ବା…

ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ, ମିଶନ ଶକ୍ତି ମହିଳାଙ୍କୁ ଇ-ସ୍କୁଟର କିଣିବା ପାଇଁ ବିନା ସୁଧରେ ମିଳିବ ଋଣ

ଶବ୍ଦ ଓଡିଶା ବ୍ୟୁରୋ: ୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ମୋଟ ୨ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପିତ ହୋଇଛି । ବଜେଟରେ ବିଭିନ୍ନ ଦିଗକୁ ଗୁରୁତ୍ୱ ଦେଇଛନ୍ତି ସରକାର ।…

ଟ୍ରକ୍‌କୁ ପିଟିଲା ଆଇଚର, ୭ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୭ଜଣଙ୍କ ଜୀବନ । ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା…

ପ୍ରକାଶିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଶବ୍ଦମିଡ଼ିଆ ବ୍ୟୁରୋ: ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ଅର୍ଥନୀତିକୁ ନେଇ ଗୋଲାପୀ ଚିତ୍ର ଆଙ୍କିଛନ୍ତି ରାଜ୍ୟ ସରକାର । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮…