Mon. Nov 30th, 2026

Author: sabdamedia

ଝାରସୁଗୁଡା ଉପନିର୍ବାଚନ: ଟଙ୍କଧରଙ୍କ ନାମରେ ମୋହର ମାରିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନରେ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି ଦଳ । ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି ଟଙ୍କଧରଙ୍କ ନାମରେ…

ଇକମୋ ମେସିନ ସହାୟତାରେ ଯୁବକଙ୍କ ଶ୍ୱାସନଳୀରୁ ବାହାରିଲା ଟ୍ୟୁମର

ଶବ୍ଦ ଓଡିଶା ବ୍ୟୁରୋ: କଟକ ଏସସିବି ମେଡିକାଲରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ କରାଯାଇଛି। କାର୍ଡିଓଭାସକୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା। ଦେବଗଡ଼ ଅଞ୍ଚଳର ୨୧ ବର୍ଷ ବୟସ ଯୁବକ ଲିଙ୍କୁ ଲୋହରଙ୍କର ଶ୍ୱାସ ନଳୀରୁ…

ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ

ଶବ୍ଦ ଓଡିଶା ବ୍ୟୁରୋ: ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ । ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଆକର୍ଷଣୀୟ ଲୋକେସନରେ ପୁଷ୍ପା-୨ର କିଛି ଭାଗର ସୁଟିଂ କରାଯିବ । ନିକଟରେ ଫିଲ୍ମ ପୁଷ୍ପା-୨ର ଏକ ୬ଜଣିଆ ସଦସ୍ୟ ବିଶିଷ୍ଟ ଟିମ ମାଲାକାନଗିରିର ହନ୍ତାଳଗୁଡା,…

ଆଜିଠୁ ୨ଟି ପର୍ଯ୍ୟାୟରେ ଯୁକ୍ତଦୁଇ ପରୀକ୍ଷା ଖାତାଦେଖା

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା । ଏଥିପାଇଁ ୧୦୪ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଖାତା ଦେଖାରେ ସାମିଲ ହେବେ ୧୫ ହଜାର ଅଧ୍ୟାପକ, ଅଧ୍ୟାପିକା । ପ୍ରଥମ…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବକୁ ମୋହର

ଶବ୍ଦ ଓଡିଶା ବ୍ୟୁରୋ: କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ପ୍ରବାସୀ ଓଡିଆଙ୍କ ସୁବିଧା ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ । ରାଜ୍ୟ ଓ ଦେଶ ବାହାରେ ରହୁଥିବା ଓଡିଆଙ୍କ ପାଇଁ ଓଡିଶା ପରିବାର ନିର୍ଦ୍ଦେଶାଳୟ ଖୋଲାଯିବା…

ରାଜ୍ୟରେ ବଢିବ ତାପମାତ୍ରା

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ବଢିବ ତାପମାତ୍ରା । ତିନି ଦିନରେ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ଆଜି ରାଜଧାନୀରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଛୁଇଁବ ବୋଲି ଆକଳନ…

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନା ସମାରୁ ସାହୁ। ତାଙ୍କୁ ୬୫ ବର୍ଷ ହୋଇଛି। ଗତକାଲି ରାତ୍ରି ପ୍ରାୟ ୧୨ ବେଳେ…

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ସାମାନ୍ୟ କଳିରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କ୍ରାଣ୍ଡିବାଲି ଗାଁରେ। ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ବିନ୍ଧାଣି। ତାଙ୍କ ସ୍ୱାମୀଙ୍କ…

ରୂପ ବଦଳାଉଛି କୋଭିଡ୍ ଭାଇରସ୍। ନୂଆ ଉପ-ପ୍ରଜାତି ଏକ୍ସବିବି ପଏଣ୍ଟ ୱାନ୍ ପଏଣ୍ଟ ୱାନ ସିକ୍ସ ଚିହ୍ନଟ

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ପୁଣି କରୋନା ମିଟର ଉପରମୁହାଁ ହେଉଛି । ବଡ କଥା ହେଉଛି ଏବେ ଦୈନିକ ସଂକ୍ରମଣ ୬ ହଜାର ଟପିଲାଣି । ଏପରି ସମୟରେ ଦେଶରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହେବା ଚିନ୍ତା ବଢାଇ…

ଢେଙ୍କାନାଳରେ ସେକ୍ସ ରାକେଟ ଠାବ: ଜଣେ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଏକ ସେକ୍ସ ରାକେଟ ସକ୍ରିୟ ଥିବା ବେଳେ ଶନିବାର ରାତିରେ ଟାଉନ ଥାନା ପୁଲିସ ସେଠାରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।…