Sun. Nov 29th, 2026

Author: Sadba Odisha

ନକଲି ଡାକ୍ତର ରୋକିବା କୁ ପଞ୍ଜିକୃତ ଫାର୍ମାସିଷ୍ଟ ସଙ୍ଘର ଏତଲା

ଚନ୍ଦାହାଣ୍ଡି – ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ନକଲି ଡାକ୍ତରଙ୍କ ରୋଗୀ ଚିକିତ୍ସା ରୋକିବା ପାଇଁ ଚନ୍ଦାହାଣ୍ଡି ଶାଖାର ରେଜିଷ୍ଟ୍ରେଡ ଫାର୍ମାସିଷ୍ଟ ସଂଘ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାର ଉପଯୁକ୍ତ ପଦକ୍ଷେପ ନେବାକୁ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସା…

କରୁଣାଶାନ୍ତି ମହାବିଦ୍ୟାଳୟ ରେ ଆଜି ସ୍ୱାଧୀନତା ଦିବସ

କରୁଣାଶାନ୍ତି ମହାବିଦ୍ୟାଳୟ ରେ ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ ବ୍ରହପୁର ମହାନଗର ନିଗମ ର କର୍ପୋରେଟର ଶ୍ରୀଯୁକ୍ତ ସଞ୍ଜିତ କୁମାର ପାଣିଗ୍ରାହୀ ଏବଂ କରୁଣାଶାନ୍ତି ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ ଓ SOLID ର ସହ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦିବ୍ୟେନ୍ଦୁ…

ସରକାର ଦେବେ ଶସ୍ତାରେ ଟମାଟୋ

ସରକାର ଦେବେ ଶସ୍ତାରେ ଟମାଟୋ । ଅଗଷ୍ଟ ୧୫ ଠାରୁ ଟମାଟୋ କିଲୋ ପିଛା ୫୦ ଟଙ୍କାରେ ବିକିବେ ସରକାର । ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ…

ମ୍ୟାଲେରିଆ, ଡେଙ୍ଗୁ କିମ୍ବା ଜାପାନୀ ଜ୍ୱର ପାଇଁ ରାଜ୍ୟ ସ୍ତରୀୟ କମିଟି ଗଠିତ

ଏଣିକି ରାଜ୍ୟରେ କୌଣସି ବ୍ୟକ୍ତି ମ୍ୟାଲେରିଆ, ଡେଙ୍ଗୁ କିମ୍ବା ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ତାହାର ଅଡିଟ୍‌ କରାଯିବ । ସେହିପରି ଏହି ମୃତ୍ୟୁର କାରଣ ସ୍ପଷ୍ଟ କରିବା ଲାଗି ମହାମାରୀ ବିଜ୍ଞାନ ଅନୁସନ୍ଧାନ କରାଯିବ । ଆଜି…

ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ନକଲି ଯବାନ, ଅଟକ ରଖି ପୋଲିସର ପଚରାଉଚରା

ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ନକଲି ଯବାନ । ୭୭ ତମ ସ୍ଵାଧୀନତା ଦିବସ ଅବସରରେ ତାଳବଣିଆ ଇଣ୍ଡୋର ଷ୍ଟାଡିୟମକୁ ଜଣେ ନକଲି ଯବାନ ପୋଷାକ ପିନ୍ଧି ଆସିଥିବା ବେଳେ ପୋଲିସ ଦ୍ବାରା ଅଟକ । ଅଟକ ନକଲି ଯବାନ ଜଣକ…

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ପାଳିତ

ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡ଼ିୟମରେ ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ ପତାକା ଉତ୍ତୋଳନ ସହ ମିଳିତ ପ୍ୟାରେଡ…

ଭାରତର ଜାତୀୟ ପତାକା ତ୍ରିରଙ୍ଗାର ମହତ୍ତ୍ଵ

ଭାରତର ଜାତୀୟ ପତାକାରେ ତିନୋଟି ରଙ୍ଗ ଥିବାରୁ ତାହାକୁ ତ୍ରିରଙ୍ଗା ବୋଲି କୁହାଯାଏ। ଏହି ରଙ୍ଗର ଓ ଅଶୋକ ଚକ୍ରର ବିଶେଷ ମହତ୍ତ୍ବ ଅଛି। କେଶର ବା ବାଦାମୀ ରଙ୍ଗ, ଧଳା ଓ ଗଭୀର ସବୁଜ ରଙ୍ଗକୁ ପତାକାର ସର୍ବୋତ୍କୃଷ୍ଟ ରଙ୍ଗ…

ଝିପି ଝିପି ବର୍ଷା

କହରା ରଙ୍ଗର ବଉଦ ତରଳିଟିପି ଟିପି ପଡ଼େ ପାଣି,ଉଡୁଥିଲା ବର୍ଷା ପବନ ସହିତେକେଶ ଝାଡ଼େ ମେଘରାଣୀ। ପ୍ରେମର ବରଷା ବରଷି ଯାଅ ଗୋଶ୍ରାବଣ ଯାଇଛି ସରି,ଚଗଲା ସୁଅରେ ଚହଲି ଯାଉଛିକଅଁଳ ପୀରତି ବାରି। ଗୋଟିଏ ଛତାରେ ଦୁହେଁ ଚାଲୁଥିଲେଫାଳେ ଦେହ ଥିଲା…

ଆଦିବାସୀ ସଂଘର୍ଷ ମୋର୍ଚା ତରଫରୁ 17 ଦଫା ଦାବି ପତ୍ର ପ୍ରଦାନ

ଚଳିତ ମାସ ଅଗଷ୍ଟ 9 ତାରିଖରେ ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗୀତ ସହ ଗୁଣପୁର ଉପଜିଲ୍ଲାପାଳ ଓ ବନ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ…

ଏସ୍ ସି ଏସ୍ କଲେଜରେ ଏନ୍ ସି ସି ପକ୍ଷରୁ “ଆତ୍ମ ନିର୍ଭର ଭାରତ ଅଭିଯାନ”

ପୁରୀ: ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟ ,ପୁରୀରେ ଆତ୍ମ ନିର୍ଭର ଭାରତ ଅଭିଯାନ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି), ସହିତ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ତଥା କିଛି ପୂର୍ବତନ ଏନ୍.ସି.ସି…