କରୁଣାଶାନ୍ତି ମହାବିଦ୍ୟାଳୟ ରେ ଆଜି ସ୍ୱାଧୀନତା ଦିବସ

କରୁଣାଶାନ୍ତି ମହାବିଦ୍ୟାଳୟ ରେ ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ ବ୍ରହପୁର ମହାନଗର ନିଗମ ର କର୍ପୋରେଟର ଶ୍ରୀଯୁକ୍ତ ସଞ୍ଜିତ କୁମାର ପାଣିଗ୍ରାହୀ ଏବଂ କରୁଣାଶାନ୍ତି ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ ଓ SOLID ର ସହ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦିବ୍ୟେନ୍ଦୁ ପଟ୍ଟନାୟକ ଏବଂ କରୁଣାଶାନ୍ତି ମହାବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଡ.ରଶ୍ମିତା ମିଶ୍ର ଏବଂ KASH ପରିବାର ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ ସମସ୍ତ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ସକାଳ ଆଠ ଘଣ୍ଟା ସମୟରେ କରୁଣାଶାନ୍ତି ମହାବିଦ୍ୟାଳୟ ପରିସର ମଧ୍ୟରେ ଶାନ୍ତି ର ସହ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି

You May Also Like

More From Author

+ There are no comments

Add yours