Mon. Nov 30th, 2026

Author: Sadba Odisha

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ନୂଆ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ୬ ଜଣ…

ବଞ୍ଚାଅ ବଞ୍ଚାଅ ବୋଲି ପାଟି କରିଥି‌ଲେ ଅଞ୍ଜଳି ,କେହି ଶୁଣିଲେନି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆବର୍ଷରେ ଘଟିଥିବା ହୃଦୟ ବିଦାରକ ଘଟଣା ସାରା ଦେଶକୁ ଚହଲାଇ ଦେଇଛି। ଏକ କାରରେ ଥିବା ୫ଜଣ ଯୁବକ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୪ କିଲୋମିଟର ଘୋଷାଡି ନେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ୩ଦିନ…

ଆର୍ଯ୍ୟଭୂମି ଲଦାଖ (ଭାଗ ୩)

ଲେହରେ ଦ୍ଵିତୀୟ ଦିନ। ସକାଳୁ ଉଠିବା ବେଳକୁ ଲାଗୁଥିଲା ଯେମିତି କି ଏଇ ଟିକିଏ ଆଗରୁ ରୁମ୍ ର ଅକ୍ସିଜେନ୍ ସରି ଯାଇଛି, ଆମକୁ ଶୀଘ୍ର ରିଫିଲ୍ କରିବା ଦରକାର। ଇଛା ଥିଲେ ବି ଉଠିବା ବେଳକୁ ଅବଶ ଲାଗୁଥିଲା। ଝରକା…

ଦୀର୍ଘ ଦିନ ଧରି ମିଥ୍ୟା ପ୍ରତିଶୃତି ଓ କମ୍ପାନୀ ନ ହେବାରୁ ଅଞ୍ଚଳ ବାସୀ ଙ୍କ ଅସନ୍ତୋଷ

ରାୟଗଡା : ଦୀର୍ଘ ଦିନ ଧରି ମିଥ୍ୟା ପ୍ରତିଶୃତି ଓ କମ୍ପାନୀ ନ ହେବାରୁ ଅଞ୍ଚଳ ବାସୀ ଙ୍କ ଅସନ୍ତୋଷ । ଜମିହରା କୋଡିଙ୍ଗାମାଳି ଅଞ୍ଚଳର ପ୍ରଭାବିତ ଓ ଆଦିତ୍ୟ ଆଲୁମିନିୟମ କାରଖାନା ପ୍ରଭାବିତ ଅଞ୍ଚଳବାସାଙ୍କ ମଧ୍ୟରେ ଦେଖାଦେଲାଣି ତୀବ୍ର ଅସନ୍ତୋଷ…

ସାକ୍ଷୀ ବଖାଣିଲେ ଦୁର୍ଘଟଣାର କାହାଣୀ

ଦିଲ୍ଲୀର ସୁଲତାନପୁରୀ ଯୁବତୀଙ୍କ ହତ୍ୟା ମାମଲାରେ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସାମ୍ନକୁ ଆସିଛି ନୂଆ କଥା । ତେବେ ଯୁବତୀଙ୍କ ନାଁ ଅଞ୍ଜଲି ସିଂ ବୋଲି ସୂଚନା ରହିଛି । ପାଖାପାଖି ୧୨ କିମି ପର୍ଯ୍ୟନ୍ତ…

ଦୁଷ୍କର୍ମକାରୀ ସହ ପ୍ରେମ;ମା’କୁ ମାରିଲା ଝିଅ

ପ୍ରେମରେ ପଡ଼ି ହତ୍ୟାକାରୀ ସାଜିଲା ନାବାଳିକା । ସମାଜରେ ବଦନାମ କରିଥିବା ଯୁବକ ପାଇଁ ପର ହୋଇଗଲା ମା । ମଧ୍ୟପ୍ରଦେଶର ଗ୍ୱାଲିଅର୍ ସହରରେ ହତ୍ୟାକାଣ୍ଡର ଏପରି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକା ପ୍ରେମିକ ସହିତ…

ଆନ୍ଦୋଳନରତ ଅଙ୍ଗନବାଡିକର୍ମୀ ଓ ସହାୟିକାଙ୍କୁ ଭେଟିଲେ ସରପଂଚ

ଅଲ ଓଡିଶା ଅଙ୍ଗନ ବାଡି କର୍ମୀ ସଂଘ ତରଫରୁ ୮ଦଫା ଦାବିକୁ ନେଇ ରାଜ୍ୟ ବିଧାନ ସଭା ସମ୍ମୁଖ ଓ ପ୍ରତି ବ୍ଲକରେ ଆନ୍ଦୋଳନରେ ବସିଥିବା କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ ୪୩ତମ ଦିନରେ । ଏ ନେଇ ରାଜ୍ୟ ସରକାର…

ରାୟଗଡା ଜିଲ୍ଲା ଲୋକ ମହୋତ୍ସବ ଚଇତି 2023 ର କଳସ ପୂଜା ଓ ଚଇତି ରଥର ଶୁଭ ଉଦଘାଟନ

ରାୟଗଡା ଜିଲ୍ଲା ଲୋକ ମହୋତ୍ସବ ଚଇତି 2023 ର କଳସ ପୂଜା ଓ ଚଇତି ରଥର ଶୁଭ ଉଦଘାଟନ ଶେଷ ହୋଇଛି । ଆଜି ଚନ୍ଦ୍ରପୁର ବ୍ଲକ, ମୀନଝୋଲା ଶିବପୀଠ ଠାରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ…

ଉତ୍କଳ ଆଲୁମିନା କନଭେଇର ବେଲ୍ଟର ପ୍ରଦୂଷଣ ସ୍ଥିତି ଅନୁଧ୍ୟାନ

ଉତ୍କଳ ଆଲୁମିନା କନଭେଇର ବେଲ୍ଟର ପ୍ରଦୂଷଣ ସ୍ଥିତି ଅନୁଧ୍ୟାନ କରାଯାଇଛି । ରାୟଗଡା ଜିଲ୍ଲା ଦୋରାଗୁଡା ଠାରେ ଗଡି ଉଠିଥିବା ଏହି କାରଖାନା ପାଲଟିଛି ମରଣ ଜନ୍ତା । ଯାହାର ଶୀକାର ହେଉଛନ୍ତି ଆଦିବାସୀ ଜନଜାତି । କାରଖାନାରୁ ବାହାରୁ ଥିବା…

ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳା କ୍ଷେତ୍ର କାଙ୍କଣ ଶିଖରୀରେ ଚିତ୍ର ଶିଳ୍ପୀଙ୍କ ଚିତ୍ର ଦେବାର୍ପଣ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଇରୀ ଗାଁ ନିକଟ ହରିହରେଶ୍ୱରଙ୍କ ପୀଠର ଅନ୍ୟ ପାର୍ଶ୍ୱରେ ଚିଲିକା ମଧ୍ୟରେ ଏକ ଟାପୁରେ କାଙ୍କଣ ଶିଖରୀର ପବିତ୍ର ପୀଠ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳା କ୍ଷେତ୍ର କାଙ୍କଣ ଶିଖରୀ ପୀଠ । ମାଦଳା…