Sun. Nov 29th, 2026

Author: Sadba Odisha

ବର୍ଣ୍ଣବୋଧ ପାଠଶାଳା ରେ ପାଳିତ ହେଲା ୫୧ ତମ ଗିରିଜା ଅନ୍ନଦାନ ଉତ୍ସବ

ଭୁବନେଶ୍ୱର ନିଳାଦ୍ରୀ ବିହାରସ୍ଥିତ ସୀତାନାଥ ବସ୍ତି ରେ ରହୁଥିବା ପିଲାମାନଙ୍କୁ ନେଇ ଯଶୋଦା ମା ଫାଉଣ୍ଡେସନ ଦ୍ୱାରା ଆରମ୍ଭ ହୋଇଥିବା ବର୍ଣ୍ଣ ବୋଧ ପାଠଶାଳା ରେ ମାଷ୍ଟର ଗିରିଜା ମେମୋରିଆଲ ରୋଡସେଫ୍ଟଟି ଫାଉଣ୍ଡେସନ ଟ୍ରଷ୍ଟ ଓ ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା…

ଚନ୍ଦ୍ର ପୃଷ୍ଠରେ ଗଡୁଛି ପ୍ରଜ୍ଞାନ ରୋଭର, ଇସ୍ରୋର ନୂଆ ଭିଡିଓ

ବେଙ୍ଗାଲୁରୁ : ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ରୋଭର ଚାଲିବା ସମ୍ପର୍କରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଘୋଷଣା କରିଥିଲା । ଆଜି ଅର୍ଥାତ ଶନିବାର ଇସ୍ରୋ ପକ୍ଷରୁ ତାହାର ଏକ ଭିଡିଓ ଜାରି କରାଯାଇଛି । ଭିଡିଓରେ ଦେଖାଯାଉଛି ଯେ…

ଉଲୁଣ୍ଡା ବନ ବିଭାଗ ପକ୍ଷରୁ ଚଢ଼ଉ ,ଶାଳଗଣ୍ଡି ଜବତ,୪ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଇଁଲଛାଟ ଛକ ନିକଟ ଦଳଟାଙ୍ଗର ସଂରକ୍ଷିତ ଜଙ୍ଗଲରେ ଉଲୁଣ୍ଡା ବନ ବିଭାଗ ପକ୍ଷରୁ ଚଢ଼ାଉ। ଶାଳ ଗଣ୍ଡି ଜବତ ସହ ୪ ଜଣ ଙ୍କୁ ଗିରଫ କରିଛି ବନ ବିଭାଗ। ଉକ୍ତ ଜଙ୍ଗଲରେ ଶାଳ ଗଣ୍ଡି…

ଉପନିର୍ବାଚନ ପାଇଁ ୱାର୍ଡ ସଭ୍ୟ ସଭ୍ୟା ଙ୍କ ବି ଡି ଓ ଙ୍କ ପାଖେ ଦ୍ୱାରସ୍ଥ

@ ଚନ୍ଦା ହାଣ୍ଡି 23/8(ଆ ପ୍ର )– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଳବେଡା ପଂଚାୟତ ରେ ସରପଞ୍ଚ ପଦବୀ ଉପନିର୍ବାଚନ କରିବା ପାଇଁ ପଂଚାୟତ ର 8 ଜଣ ୱାର୍ଡ ସଭ୍ୟ ସଭ୍ୟ ବିଡିଓ ଙ୍କ ଦ୍ଵାରସ୍ଥ ହୋଇଥିବା ନେଇ…

ଚନ୍ଦ୍ରର ନୂଆ ଚିତ୍ର,ଇସ୍ରୋର ଫଟୋ ପୋଷ୍ଚ

ଚନ୍ଦ୍ରୟାନ-୩ରୁ ଆସିଲା ଚନ୍ଦ୍ରର ନୂଆ ଫଟୋ । ଲ୍ୟାଣ୍ଡର ପଠାଇଛି ଏହି ନୂଆ ଫଟୋ । ଚନ୍ଦ୍ରଠାରୁ ମାତ୍ର ୭୦ କିଲୋମିଟର ଦୂରରେ ରହିଛି ଚନ୍ଦ୍ରୟାନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଚନ୍ଦ୍ରର ଏହି ନୂଆ ଫଟୋ…

ଚିକିତ୍ସା ପାଇଁ ହାତ ବଢାଇଲା ପୁରୀ ଜିଲ୍ଲା ପ୍ରଶାସନ

ପୁରୀ: ଚିକିତ୍ସା ସହାୟତା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୦୦୦ ଟଙ୍କା ସହାୟତା ଦିଆଯାଇଛି। ଚନ୍ଦନପୁର ଚାଳିଶି ବାଟିଆ ପଞ୍ଚାୟତ ପିତେଇପୁର ଗ୍ରାମର ନିଆଲୀ ମାଣ୍ଡିଆଙ୍କ ପୁତ୍ର ରମେଶ ଦୁରାରୋଗ୍ୟ କ୍ୟାନ୍ସର ରେ ପୀଡ଼ିତ ଥିବା ନେଇ ପ୍ରଶାସନର ଦୃଷ୍ଟି…

ବୈଷୟିକ ଶିକ୍ଷା ପରେ ନିଯୁକ୍ତି ପାଇ ସମ୍ୱର୍ଦ୍ଧିତ ହେଲେ ଶୁକଦେବ

ପୁରୀ ଜିଲ୍ଲାର ପ୍ରତାପ ରାମଚନ୍ଦ୍ର ପୁର, ବାଲିସାହିର ପିତୃମାତୃହୀନ ଶୁକଦେବ ପ୍ରଧାନ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ପୁରୀରୁ ଇଲେକ୍ଟ୍ରୋନିକ୍ସ ମେକାନିକ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇ ମାରୁତି ସୁଜୁକି ପ୍ରାଇଭେଟ କମ୍ପାନୀ ଅହମଦାବାଦରେ ନିଯୁକ୍ତି ପାଇଛନ୍ତି । କ୍ୟାମ୍ପସ ଚୟନ ମାଧ୍ୟମରେ…

ଜହ୍ନରେ ଲ୍ୟାଣ୍ଡିଂ,ଲାଇଭ ଦେଖିବେ ସ୍କୁଲ ପିଲା

ଉତ୍ତର ପ୍ରଦେଶର ସବୁ ସରକାରୀ ସ୍କୁଲରେ ଆସନ୍ତାକାଲି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ସିଧା ପ୍ରସାରଣ ଦେଖାଯିବ । ଏଥିପାଇଁ ଆସନ୍ତାକାଲି(ବୁଧବାର) ସନ୍ଧ୍ୟାରେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଛି ।ସନ୍ଧ୍ୟା ୫ଟା ୧୫ରୁ ୬ଟା…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିତ୍ୟକୁ ନେଇ ଡକ୍ଟର ସୁରେନ୍ଦ୍ର କହଁରଙ୍କ ନୂଆ ବହି

ଦାମନଯୋଡି: କୁନି କୁନି ପିଲାଙ୍କ ପାଇଁ ସରଳ ଭାଷାରେ ଏକାଧିକ ବହି ଲେଖିଥିବା କୋରାପୁଟ ଜିଲ୍ଲା ଦାମନଯୋଡିର ଡକ୍ଟର ସୁରେନ୍ଦ୍ର କହଁର ଏବେ ଲେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ସୁନ୍ଦର ବହି । ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ…

ମହାମହିମ ରାଜ୍ୟପାଳଙ୍କୁ ଭେଟିଲେ ସମାଜସେବୀ ନିବେଦିତା ଲେଙ୍କା

ମହାମହିମ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ,ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ନିବେଦିତା ଲେଙ୍କା । ଯଶୁଆପୁର ମହୋତ୍ସବ ଉପରେ ହୋଇଥିବା ଡାକ ଲଫାଫା ପ୍ରଦାନ କରିବା ଅବସରରେ ଶାନ୍ତିସ୍ତୁପ ମ୍ୟାଗାଜିନର ଏକ ଟିମ ମହାମହିମ…