Mon. Nov 30th, 2026

Author: Sadba Odisha

ଶ୍ରାବଣ ପୂର୍ଣ୍ଣିମା – ଗଙ୍ଗାଧର ମେହେର ଜୟନ୍ତୀ

ବିଜୟ କୁମାର ଜେନା : “ତପସ୍ଵିନୀ” କାବ୍ୟର ଅମର କବି, ସ୍ବର୍ଗତ ଗଙ୍ଗାଧର ମେହେର; ସ୍ଵଭାବ କବି ଭାବରେ ଓଡ଼ିଶାର ପୁର ପଲ୍ଲୀରେ ପରିଚିତ। ଉନବିଂଶ ଶତାବ୍ଦୀର ରୀତି ଯୁଗର ସେ ଜଣେ ବିଶିଷ୍ଟ କବି। ତାଙ୍କର ଜନ୍ମ ଅଗଷ୍ଟ ୯…

ରାୟଗଡାରେ ଜାତୀୟ କ୍ରୀଡା ଦିବସ ପାଳିତ

ରାୟଗଡା:-ତା.29/08-ହକି କିମ୍ବଦନ୍ତି ମେଜର ଧ୍ୟାନ ଚlନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଜିଲ୍ଲାସ୍ଥରୀୟ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଯାଇଛି l ଆଜି ଏହି ଉପଲକ୍ଷେ ରାୟଗଡ କ୍ରୀଡା ବିଭାଗ ତରଫରୁ ସମୂହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପଥର ଓ ବାଲି ପ୍ୟାକିଂ ହୋଇଥିବା ମୁଖଶାଳା ଭିତର ପାର୍ଶ୍ୱରୁ କୋଣାର୍କ ସୂର୍ଯ୍ୟମନ୍ଦିର ଭିତର ଫଟୋ

ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଭିତରର ଫଟୋ,ପଥର ଓ ବାଲି ପ୍ୟାକିଂ ହୋଇଥିବା ମୁଖଶାଳା ଭିତର ପାର୍ଶ୍ୱ ଦେଖିବାକୁ ମିଳିଛି। ଝୁଲି ରହିଛି ପଥର ଓ ବିମ୍। ASI ପକ୍ଷରୁ ଏଣ୍ଡୋସ୍କୋପିକ୍ ଇନଭେଷ୍ଟିଗେସନ ବେଳେ ଏହି ଫଟୋ ଉଠାଯାଇଛି। ସେପଟେ କୋଣାର୍କ…

ବଞ୍ଚିଥାଉ ଥାଉ ବାର୍ଦ୍ଦକ୍ୟ ଭତ୍ତା ହିତାଧିକାରୀଙ୍କୁ ମୃତ୍ୟୁ ଖବର

ବଞ୍ଚି ଥାଉ ଥାଉ ମଣିଷକୁ ମାରି ଦେଉଛନ୍ତି ଦଶମନ୍ତପୁର ବ୍ଲକ ପ୍ରଶାସନ l ବଞ୍ଚି ଥାଇ ମୃତ୍ୟୁ ର ଖବର ପାଇଛନ୍ତି ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ l ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର…

ଉତ୍ପାଦନର କର୍ମଶାଳା କୋରାପୁଟ ଜିଲ୍ଲା କାରାଗାର, କଏଦୀଙ୍କୁ ମୁକ୍ତି ପରେ ଲୋଡା ପ୍ରୋତ୍ସାହନ

କୋରାପୁଟରେ ଜେଲ ସଂସ୍କାର ବନ୍ଦୀ ଜୀବନ ରେ ନୂତନ ସୁଯୋଗ ଆଣି ଦେଇଛି। ଜେଲ ବର୍ତ୍ତମାନ ବନ୍ଦୀଙ୍କୁ ବଞ୍ଚିବାର ରାହା ଦେଖାଉଛି , ଜେଲ ଭିତରେ ଶିଖିଥିବା ଲୁଗା ବୁଣା ତାଲିମ ଆଗକୁ ରୋଜଗାରର ପନ୍ଥା ଦେଖାଇବ । ମୁକ୍ତ ହୋଇଥିବା…

ସନ୍ଥଙ୍କ ବାଣୀ ଓ ସନ୍ଥଙ୍କୁ ପୂଜା

ସହରର ଅନତି ଦୂରରେ ରହୁଥିଲେ ଜଣେ ସନ୍ଥ ଫକୀର। ଛୋଟ ଥିଲା ବେଳେ ତାଙ୍କ ପିତା, ଯିଏକି ଜଣେ ସୁଫି ସନ୍ୟାସୀ ଥିଲେ ତାଙ୍କ ସହିତ ଏହି ସ୍ଥାନକୁ ଆସିଥିଲେ ଏହି ସନ୍ଥ ମହାଶୟ। ସୁଫି ସନ୍ୟାସୀଙ୍କ ଦେହାନ୍ତ ପରେ, ସନ୍ଥ…

ଅନ୍ଧାରୀ ମୂଲକ କୋରାପୁଟର ଲରେଶ ଗାଁ, ସରକାରଙ୍କୁ ପ୍ରଶ୍ନ ଆମର ଦୋଷ କଣ?

“ପଦୁଗୁଡା ର ଦୁଃଖ ଶୁଣିଲେ, ଆମ କଥା କେବେ ? ଆମେ କି ଦୋଷ କଲୁ ବାବୁ। ପାନୀୟ ଜଳ, ରାସ୍ତା, ବିଜୁଳି ସହ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ । 77 ବର୍ଷର ଅଭିଶପ୍ତ କାହାଣୀ ।” ଦଶମନ୍ତପୁର :…

ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନ

ନିର୍ମାଣ କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ବ୍ୟବହାର, ଗୁଣବତ୍ତା ଓ ରକ୍ଷଣାବେକ୍ଷଣ ଉପରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା। ଓଡିଶା ଗ୍ରାମ ଉନ୍ନୟନ ବିଭାଗ ନିଜର ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ପାଇଁ…

ଚନ୍ଦ୍ରଯାନ ପରେ ମିଶନ ଆଦିତ୍ୟ, ସେପ୍ଟେମ୍ବରରୁ ସୂର୍ଯ୍ୟ ମିଶନ

ଚନ୍ଦ୍ରଯାନ ୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଏବେ ସୂର୍ଯ୍ୟକୁ ଯିବାର ପାଳି । ପୂର୍ବରୁ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିଲା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସୂର୍ଯ୍ୟକୁ ପଠାଇବ ଆଦିତ୍ୟ ଏଲ-୧ । ଏବେ ଇସ୍ରୋ ପକ୍ଷରୁ ତାରିଖ…

ତିନି ଗାଁରୁ ଚାରି ଦାଦନଙ୍କ ମୃତ୍ୟୁ,ରୋଜଗାର ପାଇଁ ଯାଉଛନ୍ତି ଆନ୍ଧ୍ର

ଦଶମନ୍ତପୁର: (ଶୈଳେଶ ଖଡିଆରଙ୍କ ରିପୋର୍ଟ) କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ କାମ ନପାଇ ରୋଜଗାର ପାଇଁ ଯାଉଥିବା ଦାଦନ ଦୁଃଖର ଚିତ୍ର ଏବେ କିଛି ଦିନ ହେବ,ପୁଣି ଥରେ ସାମ୍ନାକୁ ଆସିଛି । କେତେବେଳେ ରାଜ୍ୟ ବାହାରକୁ ଯାଇ ପ୍ରାପ୍ୟ ମିଳୁନି…