Mon. Nov 30th, 2026

Author: Sadba Odisha

୨୬ ନମ୍ବର ଜାତୀୟ ରାଜପଥ ଶୋଚନୀୟ, ନିଦରେ ଶୋଇଛି ବିଭାଗ

କୋରାପୁଟ : ଚଳିତ ବର୍ଷା ଋତୁରେ ଜିଲ୍ଲାର ୨୬ ନମ୍ବର ଜାତୀୟ ରାଜପଥ ବିଭାଗ ରାସ୍ତାର ଅବସ୍ଥା ଖରାପ ହେବାରେ ଲାଗିଛି। ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ପୋତା ଯାଇଥିବା ଖାଲ ଆଉ ଥରେ ବାହାରି ଯିବା ସହ ସ୍ଥାନେ ସ୍ଥାନେ…

ସଂସ୍କୃତି ନିର୍ଦ୍ଦେଶକ ଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ପୁରୀ – ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଦିଲ୍ଲୀପ କୁମାର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଏକ ଟିମ ଆଜି ପୁରୀ ଗସ୍ତ କରିଥିଲେ। ପରିକ୍ରମା ପ୍ରକଳ୍ପ ଅଧୀନସ୍ଥ ମଠ ଗୁଡିକର ସୌନ୍ଦର୍ଯ୍ୟକରଣ ଓ ରକ୍ଷଣା ବେକ୍ଷଣ ଆଦି…

ରତ୍ନ ଭଣ୍ଡାର ଗୃହର ଯାଞ୍ଚ ପାଇଁ ଖୋଲିଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି

ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଗାମୀ ରଥଯାତ୍ରା ସମୟରେ ଭିତର ରତ୍ନ ଭଣ୍ଡାର ଗୃହର ଯାଞ୍ଚ ପାଇଁ ଖୋଲିଯିବା ନେଇ ସ୍ଥିର କରାଯାଇଛି। ତେବେ ସର୍ବୋଚ୍ଚ ଅଥବା ଉଚ୍ଚ ନାୟାଳୟର ଅବସରପ୍ରାପ୍ତ ଜଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ଥରୀୟ ବୈଷୟିକ…

ସମାଜସେବୀ ନିବେଦିତାଙ୍କୁ ଦୂରଦର୍ଶୀ ପତ୍ରିକା ତରଫରୁ ସମ୍ୱର୍ଦ୍ଧନା

ପଞ୍ଚଦଶ ତମ ଦୂରଦର୍ଶୀ ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ଵର ଜୟଦେବ ଭବନ ଠାରେ ଶେଷ ହୋଇଛି । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସୂଚନା କମିଶନର ଦିଲ୍ଲୀପ ବିଶୋୟୀ ପ୍ରମୁଖ ଯୋଗ ଦେଇଥିଲେ…

କାକିରିଗୁମା +2 ସେକେଣ୍ଡାରୀ ସ୍କୁଲ ପ୍ରଥମ ବର୍ଷ ପ୍ରଥମ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସମ୍ବର୍ଦ୍ଧନା ଓ ଉଦଘାଟନ ଉତ୍ସବ

କାକିରୀଗୁମା ଉଚ୍ଚ ବିଦ୍ୟାଳୟ +2 ସେକେଣ୍ଡାରୀ ସ୍କୁଲର ମାନ୍ୟତା ପାଇବା ପରେ ପ୍ରଥମ ବର୍ଷ ପ୍ରଥମ ଛାତ୍ର ଛାତ୍ରୀ ମାନଙ୍କୁ ଓ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସମ୍ବର୍ଦ୍ଧନା ଓ ଉଦଘାଟନ ଉତ୍ସବ ଆୟୋଜିତ ହୋଇଛି । ଏଥିରେ ମାନ୍ୟବର ବିଧାୟକ…

ପୁରୀ ସମୁଦ୍ର କୁଳ ଫୋଟଗ୍ରାଫର୍ ମହାସଂଘହ ର ନିର୍ବାଚନ ଶେଷ

ପୁରୀ ସମୁଦ୍ର କୁଳ ଫୋଟଗ୍ରାଫର୍ ମହାସଂଘହ ର ନିର୍ବାଚନ ସରିଛି। ଏଥିରେ ନୂତନ ଭାବେ ସଭାପତି ଭାବେ ଶ୍ରୀ ରାମଚନ୍ଦ୍ର ସାହୁ. ସଭ୍ୟ ସଭାପତି ଶ୍ରୀ ଇ.ମହେଶ ନାଇଡୁ. ସମ୍ପାଦକ ଜୀ. ମୋହନ ସହ ସମ୍ପାଦକ ବି .ନରେଶ. ଯୁଗ୍ମସମ୍ପାଦକ ମାର୍କଣ୍ଡ…

ସାମ୍ଭାବ୍ୟ ବନ୍ୟା ପାଇଁ ଛୁଟି ବାତିଲ କଲେ ଜିଲ୍ଲାପାଳ

ପୁରୀ : ସମଗ୍ର ରାଜ୍ୟରେ ଗତ ଦୁଇ ତିନି ଧରି ଲଗାଣ ବର୍ଷା ଜାରି ରହିଥିବା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏସ ଆର ସି ଙ୍କ ସୂଚନା ଅନୁସାରେ ମହାନଦୀ ସିଷ୍ଟମ ରେ ବନ୍ୟା ର…

ଧୋଇଗଲା ବୀରମହାରାଜପୁରରୁ ମୋଚିବାହାଲକୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ

ସୁବର୍ଣ୍ଣପୁର ଜିଲ୍ଲାରେ ବର୍ଷା କମିଥିବା ବେଳେ ଏବେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ଜିଲ୍ଲାର ବୀରମହାରାଜପୁର ରୁ ମୋଚିବାହାଲ କୁ ସଂଯୋଗ କରୁଥିବା ରାସ୍ତାର ମୁର୍ଶୁଣ୍ଡି ଠାରେ ଥିବା ଏକ ସେତୁର ଉଭୟ ପାଶ୍ୱର ଆପ୍ରୋଚ ରୋଡ ଧୋଇହୋଇ ଯାଇଛି ।…

ଅତିରିକ୍ତ ଜିଲ୍ଲାପାଳ ଦ୍ୱୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ

ରାୟଗଡ:-ତା.2/08 – ରାୟଗଡ ଜିଲ୍ଲାର ଦୁଇଜଣ ଅତିରିକ୍ତ ଜିଲ୍ଲାପାଳଙ୍କ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲାପାଳ ଶ୍ରୀମତି ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟଳୟ କର୍ମଚାରୀଙ୍କ ଦ୍ୱାରା ଆୟୋଜିତ…

ବରିଷ୍ଠ ସାମ୍ବାଦିକ,ସାହିତ୍ୟିକ ତଥା ନାଟ୍ୟାକାର ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ତଥା ଓଡିଶାର ବିଶିଷ୍ଟ ନାଟ୍ୟକାର ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କର ଏକଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପଟିଆ ସ୍ଥିତ ଆଙ୍ଗନ କନ୍‌ଭେନ୍‌ସନ୍ ପରି ସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଵର୍ଗତଃ…