Thu. Oct 15th, 2026

କାକିରୀଗୁମା ଉଚ୍ଚ ବିଦ୍ୟାଳୟ +2 ସେକେଣ୍ଡାରୀ ସ୍କୁଲର ମାନ୍ୟତା ପାଇବା ପରେ ପ୍ରଥମ ବର୍ଷ ପ୍ରଥମ ଛାତ୍ର ଛାତ୍ରୀ ମାନଙ୍କୁ ଓ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସମ୍ବର୍ଦ୍ଧନା ଓ ଉଦଘାଟନ ଉତ୍ସବ ଆୟୋଜିତ ହୋଇଛି । ଏଥିରେ ମାନ୍ୟବର ବିଧାୟକ ଲକ୍ଷ୍ମୀପୁର ଶ୍ରୀ ପ୍ରଭୁ ଜାନି, ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ଶ୍ରୀ ଝିନ୍ନ ହିକକା, ପୂର୍ବତନ ସାଂସଦ ପାର୍ଥିନୀ ଶ୍ରିମୋତି କୌଶଲ୍ୟା ହିକକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମିଲେକା, ବ୍ଲକ ଅଧ୍ୟକ୍ଷା ଶ୍ରୀମୋତି ସୁୱାଇ କୁଲେସିକା,ପୂର୍ବତନ ବିଧାୟକ କୈଳାଶ କୁଲେସିକା, ସମାଜସେବୀ ଶ୍ରୀ ଶଙ୍କର ସାଉଁନ୍ତା, ସ୍ଥାନୀୟ ସରପଞ୍ଚ ଶ୍ରୀ ପୁଷ୍ଟ ସାଉଁନ୍ତା, ଅତିରିକ୍ତ ତହସିଲଦାର, ସ୍କୁଲ ସଭାପତି ଶ୍ରୀ ଜିତେନ୍ଦ୍ର ବିଶୋଇ, ଲକ୍ଷ୍ମୀପୁର ଗୋଷ୍ଠୀ ଶିକ୍ଷାଅଧିକାରୀ, ପ୍ରଧାନ ଶିକ୍ଷକ, ପୂର୍ବତନ ପ୍ରଧାନ ଶିକ୍ଷକ, ହାଇସ୍କୁଲ ଓ ନୂତନ ଅଧ୍ୟାପକ ଓ ଅଧ୍ୟାପିକା ,ସ୍କୁଲର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *