Thu. Oct 15th, 2026


ପୁରୀ ସମୁଦ୍ର କୁଳ ଫୋଟଗ୍ରାଫର୍ ମହାସଂଘହ ର ନିର୍ବାଚନ ସରିଛି। ଏଥିରେ ନୂତନ ଭାବେ ସଭାପତି ଭାବେ ଶ୍ରୀ ରାମଚନ୍ଦ୍ର ସାହୁ. ସଭ୍ୟ ସଭାପତି ଶ୍ରୀ ଇ.ମହେଶ ନାଇଡୁ. ସମ୍ପାଦକ ଜୀ. ମୋହନ ସହ ସମ୍ପାଦକ ବି .ନରେଶ. ଯୁଗ୍ମସମ୍ପାଦକ ମାର୍କଣ୍ଡ ମିଶ୍ର ,କାର୍ଯ୍ୟକାରୀ ଶ୍ରୀଧର ପଣ୍ଡା.କୋଷାଧକ୍ଷ, ପ୍ରଭାତ ସେଠୀ, ଅପ୍ରତିଦ୍ୱନ୍ଦି ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ବର୍ଷ ୨୦୨୩/୨୦୨୪ ବର୍ଷ ପାଇଁ ପୁରୀ ବେଳା ଭୂମିରେ ଫୋଟଗ୍ରାଫର୍ ମହାସଂଘ ସମସ୍ତ କାର୍ଯ୍ୟକ୍ରମ ନିର୍ବାହ କରିବେ । ଏଥିରେ ସଭାପତି ଶ୍ରୀ ରାମଚନ୍ଦ୍ର ସାହୁ ବେଳା ଭୂମିର ସ୍ବଚ୍ଛତା ଓ ପଯ୍ୟଟକ ମାନଙ୍କ ଅସୁବିଧା ରେ ବି ସହାୟତା ସାଜିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *