ସଂସ୍କୃତି ନିର୍ଦ୍ଦେଶକ ଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ


ପୁରୀ – ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଦିଲ୍ଲୀପ କୁମାର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଏକ ଟିମ ଆଜି ପୁରୀ ଗସ୍ତ କରିଥିଲେ। ପରିକ୍ରମା ପ୍ରକଳ୍ପ ଅଧୀନସ୍ଥ ମଠ ଗୁଡିକର ସୌନ୍ଦର୍ଯ୍ୟକରଣ ଓ ରକ୍ଷଣା ବେକ୍ଷଣ ଆଦି ଉପରେ ଆଲୋଚନା କରାଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ l ଏହି ଟିମ ରେ ଉପଜିଲ୍ଲାପାଳ ଭବତାରଣ ସାହୁ , ଅଧିକ୍ଷକ ରାଜ୍ୟ ପ୍ରତ୍ନତତ୍ଵ ସଂସ୍ଥା, ଭାରତୀୟ ପ୍ରତ୍ନତତ୍ଵ ସଂସ୍ଥା ର ଅଧିକାରୀ , OBCC ର ବରିଷ୍ଠ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ସାମିଲ ହୋଇ ୧୭ ରୁ ଉର୍ଦ୍ଧ ମଠ ପରିଦର୍ଶନ କରିଥିଲେ l

You May Also Like

More From Author

+ There are no comments

Add yours