Sun. Nov 29th, 2026

Author: Sadba Odisha

ଗାଁ ସେଲୁନରେ ବାଳ କାଟୁଛନ୍ତି ସାଂସଦ ରମେଶ ମାଝି

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି । ନିଜର ସରଳ ହୃଦୟ ଓ ସାଧାରଣ ଲୋକଙ୍କ ପ୍ରତି ଆତ୍ମୀୟତାର ଭାବ ପାଇଁ ଖୁବ ଜନପ୍ରିୟ । ନିଜର ଚୁଟି କାଟିବା ପାଇଁ ସହରର କୌଣସି ଦାମୀ ସେଲୁନକୁ ନ ଯାଇ ନିଜ…

ଗୋଆ ନିର୍ବାଚନରେ ଦିଲ୍ଲୀ ମଦ ଘୋଟାଲା ଟଙ୍କା ଲଗାଇଛି ଆପ୍,ଇଡିର ସାଂଘାତିକ ଅଭିଯୋଗ

ନୂଆଦିଲ୍ଲା : ମଦ ଘୋଟାଲା ଟଙ୍କାରେ ଗୋଆରେ ନିର୍ବାଚନ ପ୍ରଚାର କରିଛି ଆପ । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଭଳି ସାଂଘାତିକ ଅଭିଯୋଗ ଆପ୍ ଉପରେ ଲଗାଇଛି । କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ଏଜେନ୍ସି କହିଛି,ତଦନ୍ତ ବେଳେ ଜଣାପଡିଛି,ଏଭଳି କିଛି…

ଚନ୍ଦାହାଣ୍ଡି ବ୍ଲକର ପ୍ରଥମ ଫିଜିଓଥେରାପିଷ୍ଟ ସୁଶାନ୍ତ ଦଣ୍ଡସେନାଙ୍କୁ ଚାରିଆଡୁ ଶୁଭେଚ୍ଛା

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଡାକ୍ତର ସୁଶାନ୍ତ କୁମାର ଦଣ୍ଡସେନାଙ୍କୁ ଚାରୁଆଡୁ ଶ୍ରଦ୍ଧା ଓ ଶୁଭେଚ୍ଛା ଛୁଟିଛି । ସମଗ୍ର ଅଞ୍ଚଳର ପ୍ରଥମ ଫିଜିଓ ଥେରାଫିଷ୍ଟ ହୋଇଥିବାରୁ ଚନ୍ଦାହାଣ୍ଡି ଅଞ୍ଚଳରେ ଜନତା ଭାରି ଖୁସି । ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି…

ବଜେଟ ଉପସ୍ଥାପନ ବେଳେ ହସି ଉଠିଲା ସଂସଦ

ସଂସଦରେ ଆର୍ଥିକ ବଜେଟ ଉପସ୍ଥାପନ ହୋଇସାରିଛି । ସବୁ କ୍ଷେତ୍ର ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି । ହେଲେ ବଜେଟ ପରି ଏକ ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରାଯାଉଥିôବା ବେଳେ କିଛି ସମୟ ପାଇଁ କୌତୁହଳପୂର୍ଣ୍ଣ ପରିବେଶ ସୃଷ୍ଟି…

ମୁଣ୍ଡପିଛା ଆୟ ଦୁଇ ଗୁଣା ହେଲା

ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍‌ । ବିଶ୍ୱରେ ଏବେ ଭାରତ ପଂଚମ ବୃହତମ ଅର୍ଥନୀତି ପାଲଟିଥିବାବେଳେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି । ମୁଣ୍ଡପିଛା ଆୟ ବୃଦ୍ଧି ପାଇ ୧.୯୭ ଲକ୍ଷ ଟଙ୍କାରେ ପହଁଚି ପାରିଛି । ଦେଶର…

ନୂଆ ଆୟକର ସ୍ଲାବ,୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଜିରୋ ଟ୍ୟାକ୍ସ

ଚଳିତ ବଜେଟରେ ବଜେଟରେ ଆୟକର ସ୍ଲାବ ସୀମା ୫ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ଅର୍ଥମନ୍ତ୍ରୀ ନୂଆ ଆୟକର ସ୍ଲାବ ପ୍ଲାନକୁ ମଧ୍ୟ ଘୋଷଣା କରିଛନ୍ତି । ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ ।…

ସିଗାରେଟ,ସୁନା ମହଙ୍ଗା

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ। ଏଥରର ବଜେଟ୍‌ରେ ସୁନା ମହଙ୍ଗା ହୋଇଛି। ସେହିପରି ସିଗାରେଟ୍‌, ଚାନ୍ଦିରେ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ

ଭୁବନେଶ୍ବର: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ହୋଇଯାଇଛି।ଆପୋଲୋ ହସପିଟାଲରେ ଗୁରୁତର ଚିକିତ୍ସାଧିନ ଅବସ୍ଥାରେ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି। ତାଙ୍କର ବାମପଟ ଛାତିରେ ଗୁଳି ବାଜିଥିଲା ଏବଂ ଝାରସୁଗୁଡ଼ାରୁ ତାଙ୍କୁ ଏୟାରଲିଫ୍ଟ ଯୋଗେ…

ପୁରାତନ ଛାତ୍ର ଆଲୁମିନି ଗଠନ ପାଇଁ  ଗୋଦାବରୀଶ ମହାବିଦ୍ୟାଳୟର ପ୍ରସ୍ତୁତି ବେଠକ

ଖୋର୍ଦ୍ଧା ଜିଲ୍ଲା ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟ ଏକ ପୁରାତନ ଶିକ୍ଷା ଅନୁଷ୍ଠାନ । ୧୯୬୩ ମସିହାରେ ଏହାର ପ୍ରତିଷ୍ଠା ହୋଇଥିଲା । ଅଂଚଳର ଏକ ପୁରାତନ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ମାନ୍ୟତାରେ ଅଗ୍ରଗତି ନାହିଁ । ନାକ୍ ର ନିର୍ଦ୍ଦେଶ କ୍ରମେ…

ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ର ଅପହରଣ ଓ ହତ୍ୟା ମାମଲାର ପର୍ଦ୍ଦାଫାଶ୍

ବାଣପୁର: ୩ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟଣା ରାଜ୍ୟବାସୀଙ୍କ ମନରୁ ଏଯାବତ ଲିଭିନଥିବା ବେଳେ ଆଜି ପୁଣି ବାଣପୁର ଥାନା ଅଞ୍ଚଳରେ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ କଲେଜ ପଢୁଆ…