Thu. Oct 15th, 2026

ଭୁବନେଶ୍ବର: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ହୋଇଯାଇଛି।ଆପୋଲୋ ହସପିଟାଲରେ ଗୁରୁତର ଚିକିତ୍ସାଧିନ ଅବସ୍ଥାରେ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି। ତାଙ୍କର ବାମପଟ ଛାତିରେ ଗୁଳି ବାଜିଥିଲା ଏବଂ ଝାରସୁଗୁଡ଼ାରୁ ତାଙ୍କୁ ଏୟାରଲିଫ୍ଟ ଯୋଗେ ତାଙ୍କୁ ଭୁବନେଶ୍ବର ଅଣାଯାଇ ଆପୋଲୋ ହସପିଟାଲରେ ଚିକିତ୍ସା କରାଯାଇଥିଲା। ସମସ୍ତ ପ୍ରକାର ଚେଷ୍ଟା କରାଯାଇସତ୍ତ୍ବେ ମନ୍ତ୍ରୀ ନବ ଦାସଙ୍କ ବଞ୍ଚାଯାଇ ପାରିଲାନାହିଁ। ଆଜି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଯାଇଛି।

Leave a Reply

Your email address will not be published. Required fields are marked *