୧୦ ଲକ୍ଷ ସିମ୍ କାର୍ଡ ଡିଲରଙ୍କ ହେବ ପୋଲିସ୍ ଭେରିଫିକେସନ
ନୂଆଦିଲ୍ଲୀ, ୧୭/୦୮: କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଠକେଇ ରୋକିବା ପାଇଁ ସରକାର ସିମ୍ କାର୍ଡ ଡିଲରଙ୍କ ପୋଲିସ୍ ଭେରିଫିକେସନକୁ ବାଧ୍ୟତାମୂଳକ ବାଧ୍ୟତାମୂଳକ [more…]