Author: Sadba Odisha
ଜହ୍ନରେ ଲ୍ୟାଣ୍ଡିଂ,ଲାଇଭ ଦେଖିବେ ସ୍କୁଲ ପିଲା
ଉତ୍ତର ପ୍ରଦେଶର ସବୁ ସରକାରୀ ସ୍କୁଲରେ ଆସନ୍ତାକାଲି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ସିଧା ପ୍ରସାରଣ ଦେଖାଯିବ । ଏଥିପାଇଁ ଆସନ୍ତାକାଲି(ବୁଧବାର) ସନ୍ଧ୍ୟାରେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଖୋଲା ରଖିବାକୁ ନିର୍ଦ୍ଦେଶ [more…]
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିତ୍ୟକୁ ନେଇ ଡକ୍ଟର ସୁରେନ୍ଦ୍ର କହଁରଙ୍କ ନୂଆ ବହି
ଦାମନଯୋଡି: କୁନି କୁନି ପିଲାଙ୍କ ପାଇଁ ସରଳ ଭାଷାରେ ଏକାଧିକ ବହି ଲେଖିଥିବା କୋରାପୁଟ ଜିଲ୍ଲା ଦାମନଯୋଡିର ଡକ୍ଟର ସୁରେନ୍ଦ୍ର କହଁର ଏବେ ଲେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ସୁନ୍ଦର ବହି [more…]
ମହାମହିମ ରାଜ୍ୟପାଳଙ୍କୁ ଭେଟିଲେ ସମାଜସେବୀ ନିବେଦିତା ଲେଙ୍କା
ମହାମହିମ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ,ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ନିବେଦିତା ଲେଙ୍କା । ଯଶୁଆପୁର ମହୋତ୍ସବ ଉପରେ ହୋଇଥିବା ଡାକ ଲଫାଫା ପ୍ରଦାନ କରିବା ଅବସରରେ [more…]
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ-ଅଧ୍ୟାପିକା ଉନ୍ନତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର AIU-ଏକାଡେମିକ୍ ଏବଂ ଆଡ୍ମିନିଷ୍ଟ୍ରେଟିଭ ଡେଭଲପ୍ମେଂଟ ସେଂଟର (AIU-AADC)), ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ବିଭାଗ ଓ ଆସୋସିଏସନ୍ ଅଫ୍ ଇନ୍ଡିଆନ୍ ୟୁନିଭରସିଟିସ୍ (AIU), ନୂଆଦିଲ୍ଲୀର ମିଳିତ ସହଯୋଗରେ ଆଜିଠାରୁ “ଶିକ୍ଷାଦାନ ଏବଂ [more…]
ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ, କ୍ୟାପିଟାଲ ହସ୍ପିିଟାଲରେ ଖୋଲିଲା ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର
ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି। କ୍ରମାଗତ ଭାବରେ ବଢ଼ି ବଢ଼ି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ଆଜି ସୁଦ୍ଧା ୧୩୧୪ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କ୍ୟାପିଟାଲ୍ ହସ୍ପିଟାଲ୍ରେ [more…]
ବିଦ୍ୟାଧନ ଛାତ୍ରବୃତ୍ତି,ଦଶମ ପାସ ଛାତ୍ର ଛାତ୍ରୀ ମାନେ ଅନଲାଇନରେ କରିପାରିବେ ଆବେଦନ
ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର ଦଶମ ପାସ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି । ସରୋଜିନୀ ଦାମୋଦରନ ଫାଉଣ୍ଡେସନ ଦ୍ୱାରା ବିଦ୍ୟାଧନ ଏକ ପାନ ଇଣ୍ଡିଆ ଉଚ୍ଚଶିକ୍ଷା ବୃତ୍ତି ପ୍ରଦାନ କରାଯିବ । କୁମାରୀ ଶିବୁଲାଲ [more…]
୪୦୦ ଦିନର ଲାଭକାରୀ ଏଫ୍ଡି ସ୍କିମ୍ର ଡେଡଲାଇନ୍ ବଢ଼ାଇଲା ଏସ୍ବିଆଇ
ଦେଶର ସର୍ବବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଏସ୍ବିଆଇ(ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ) ଏହାର ସ୍ଵତନ୍ତ୍ର ଏଫ୍ଡି ଯୋଜନା ‘ଅମୃତ କଳସ ସ୍କିମ୍’ରେ ପୁଞ୍ଜି ନିବେଶର ସମୟ ସୀମାକୁ ପୁଣି ଥରେ ବୃଦ୍ଧି କରିଛି। ଅଗଷ୍ଟ [more…]