Sun. Nov 29th, 2026

Author: Sadba Odisha

ସୁବର୍ଣ୍ଣପୁର ଲଚ୍ଛିପୁରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଲଚ୍ଛିପୁରରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ ।ଲଛିପୁର ସରସ୍ବତୀ ଶିଶୁମନ୍ଦିର ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ନାଇକେନପାଲି ଆନୁକୂଲ୍ୟରେ ଅlନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ରାମଶଙ୍କର ତ୍ରିପାଠୀ ଏହି…

ପବିତ୍ର ରଥଯାତ୍ରା ଅବସରରେ ଆର୍ଯ୍ୟଭୂମି ଲଦାଖ ବହି ପ୍ରକାଶିତ

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ କୋରାପୁଟ ଦାମନଯୋଡିର ଗାଳ୍ପିକ ବିଜୟ କୁମାର ଜେନାଙ୍କ ବହି ଆର୍ଯ୍ୟଭୂମି ଲଦାଖ ଆତ୍ମ ପ୍ରକାଶ କରିଛି। ଏହି ବହିର ପ୍ରଚ୍ଛଦ ସଜ୍ଜା, କଭର ଡିଜାଇନ୍ ଓ ପ୍ରକାଶନ ,ଶଦ୍ଦ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ,ଭୁବନେଶ୍ୱର ପ୍ରକାଶନ ବିଭାଗ…

ହୀରାଖଣ୍ଡ ଏକ୍ସପ୍ରେସକୁ ଦେଓମାଳି ଏକ୍ସପ୍ରେସ ନାମରେ ନାମିତ ପାଇଁ ଦାବି

ହୀରାଖଣ୍ଡ ଏକ୍ସପ୍ରେସକୁ ଦେଓମାଳି ଏକ୍ସପ୍ରେସ ନାମରେ ନାମିତ କରିବା ପାଇଁ ଅବିଭକ୍ତ କୋରାପୁଟ ବିକାଶ ପରିଷଦ ତରଫରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବିପତ୍ର । ଉଚ୍ଚତମ ଶୃଙ୍ଗ ଦେଓମାଳିରେ ପ୍ରତିଦିନ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଦେଓମାଳି ପାହାଡ଼ର…

ପୁଣି ସାଇକେଲରେ ବୁହା ହେଲା ମୃତଦେହ

ସୁବର୍ଣ୍ଣପୁର: ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ଜିଲ୍ଲାରେ ସାଇକଲ ରେ ବୁହାହେଲେ ଶବ। ଏପରି ଘଟଣା ଦେଖିବାକୁ ମିଳିଛି ଖୋଦ୍ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ ଜିଲ୍ଲା ସୁବର୍ଣ୍ଣପୁର ର ବିନିକା ଡାକ୍ତରଖାନା ରେ ।ମେଘଲା ଗାଁ ର ମହିଳା ରୁକ୍ମିଣୀ…

ମୁହଁ ଖୋଲିଲେ ପୂର୍ବତନ ପିପିଲି ବିଧାୟକ,ଦଳ ପାଇଁ ନୁହେଁ, ଲୋକଙ୍କ ସେବା କରୁଛି

ପିପିଲି: ଦୀର୍ଘଦିନର ନିରବତା ପରେ ମୁଁହ ଖୋଲିଲେ ପିପିଲି ର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ମୁଁ କୌଣସି ରାଜନୈତିକ ଦଳ ପାଇଁ ନୁହେଁ ବରଂ ଲୋକଙ୍କ ସେବା ରେ ଅଛି । ୨୦୧୯ ସାଧାରଣ ନିର୍ବାଚନ ଠାରୁ ସକ୍ରିୟ…

ମେଧାବୀ ଛାତ୍ରୀଙ୍କ ପାଠପଢ଼ା ସ୍ଵପ୍ନ, ହାତ ବଢାଇଲେ ଯୋଶଦା ମାଆ

ଅଡବା : ଚଳିତ ଶିକ୍ଷା ବର୍ଷ ଦଶମ ପରୀକ୍ଷାରେ ମୋଟ ୬୦୦ ମାର୍କରୁ ୫୧୯ ନମ୍ବର ଆଣିଛନ୍ତି ଗଜପତି ଜିଲା ମୋହନା ବ୍ଲକର ଆଦିବାସୀ ଅଧୁଷିତ ଅଞ୍ଚଳଖାରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ରାଜପୁର ଗ୍ରାମର ମେଧାବୀ ଛାତ୍ରୀ ପ୍ରିୟଙ୍କା ମାଝୀ । ଆଗକୁ…

ପୁରୀ ପାନ୍ଥଭବନରେ ରଜ ଆସର୍

ଆମ ଓଡ଼ିଆ ମାନଙ୍କର ବଡ ପର୍ବ।ଏହି ଦିବସ ରେ ଘରେ ଘରେ ପିଠାପଣା ର ଆସର ଜମିଥାଏ।ଦୋଳି ଖେଳ, କବାଡି ଖେଳ,ଲୁଡୁ,ତାସ ଇତ୍ୟାଦି ଖେଳ ମଧ୍ୟ ଆନନ୍ଦ ଦେଇଥାଏ ଏହି ପର୍ବରେ।ରଜ ଉତ୍ସବ କୁ ଆଜି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ…

ରଥ ନିର୍ମାଣ ଜୋରସୋର,ତିନି ରଥରେ କାନକମୁଣ୍ଡି ସରିଲା

ମହାପ୍ରଭୁଙ୍କ ରଥ ନିର୍ମାଣ ଆଗେଇ ଚାଲିଛି । ତିନି ରଥରେ ଚାଲିଚି ବେଦୀ ସିଂହାସନ କାର୍ଯ୍ୟ ।ବେଦୀ ନିର୍ମାଣ ନିମନ୍ତେ ତିନିରଥରେ ୫ ଟି ଲେଖାଁଏ ଜଗତପୃଷ୍ଠ ଶେଣୀ ପଡିବା ସହ ତାର ଦୁଇ ପାର୍ଶ୍ଵରେ ତିନୋଟି ଲେଖାଁଏ ‘ବାହୁଟ ଫାଳିଆ’…

ରାଜପ୍ରସାଦ ବିଜେ : ସୁସ୍ଥ ହେଲେ ମହାପ୍ରଭୁ

ଆଜି ଅଣସର ଦ୍ଵାଦଶୀ , ଭୋଗ ମଣ୍ଡପ ନୀତି ସରିବା ପରେ ଭଣ୍ଡାର ଘରୁ ରୂପା ଥାଳି ନେଇ ଦକ୍ଷିଣ ଦ୍ୱାର ଲଣ୍ଡାବର୍ତ୍ତ ଉପରେ ଆସ୍ଥାନ ପ୍ରତିହାରୀ ପକାଇଥିବା ପାହାଡ଼ା ଉପରେ ରଖାଯାଇଥାଏ । ଚାଙ୍ଗଡ଼ା ମେକାପ ଯୋଗାଇଥିବା ପାଟକନା ସେହି…

ପୁରୀରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର ହେଲେ ହଟହଟା , ସେବାୟତଙ୍କ ପ୍ରଶ୍ନରେ ଚୁପ୍

ପୁରୀରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର ହେଲେ ହଟ ହଟା । ଶ୍ରୀ ମନ୍ଦିର ଚାରି ଦ୍ଵାର ଖୋଲିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି, ଅସମ୍ପୂର୍ଣ୍ଣ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ, ଘନ ଘନ ବିଦ୍ୟୁତ୍ କାଟକୁ ନେଇ ସେବାୟତଙ୍କ ବିରୋଧର ସମ୍ମୁଖୀନ…