ଦୀପଟିଏ ଜାଳିଦିଅ
ଦୀପଟିଏ ଜାଳିଦିଅ ରବି ଶତପଥୀଆଧ୍ୟାପକ, ଓଡ଼ିଆ ବିଭାଗନନ୍ଦପୁର କଲେଜ, କୋରାପୁଟସମ୍ପର୍କ:୯୪୩୭୭୮୪୮୫୯ ଦୀପଟିଏ ଜାଳିଦିଅଭରିଯାଉ ଆଲୋକରେକୋଟି ଭଗ୍ନ ହୃଦୟରଅସୀମ ଆକାଶଯେତେ ଯେତେଅଭିଶପ୍ତ ଅମାରାତିଗର୍ଭବତୀ ହେଉ ଆଲୋକରେ,ଦୀପଟିଏ ଜାଳିଦିଅକେତେ କେତେ ସଞ୍ଚିତପୁଣ୍ୟର ସଞ୍ଜବତୀ ସବୁପ୍ରତି ସଂଜେ ଜଳିଯାଉଅସରନ୍ତି ଭଲ ପାଇବାରଓଦା ଓଦା ଚଉରା ମୂଳରେଯେତେ…