Sun. Nov 29th, 2026

Author: Sadba Odisha

ଆସନ୍ତା ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ସଡକ ଦୁର୍ଘଟଣା ମୃତ୍ୟୁ ସପ୍ତାହ

ପୁରୀ : ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ପୁରୀ ସଦଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୀ ପୋଲିସ ଓ ଆର.ଟି.ଓ. ତରଫରୁ ମିଳିତ ଭାବେ ଅନେକ ସ୍ଥାନରେ ଯାଞ୍ଚ ଚାଲିଛି । ଏହି…

ଜନ୍ମମାଟିରେ କବି ତପନ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଜନ୍ମମାଟିରେ କବି ତପନ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଶ୍ରୀଜଗନ୍ନାଥଙ୍କ ହୃଦୟସ୍ପର୍ଶୀ କାଳଜୟୀ ଜଣାଣ “ମୁଁ ଆସିଛି ଦେଖି ତୋ କଳା ବଦନ କୁ ” ର ରଚୟିତା , ଓଡ଼ିଶାର ପ୍ରଖ୍ୟାତ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ତପନ ପଟ୍ଟନାୟକଙ୍କ…

ଯଶୋଦା ମା ଫାଉଣ୍ଡେସନ ତରଫରୁ ବର୍ଣ୍ଣବୋଧ ପ୍ରତିଯୋଗିତା

ଓଡ଼ିଆ ଭାଷାକୁ ଆଦର ଓ ଅକ୍ଷରକୁ ପରିଚୟ ପାଇଁ ଭୁବନେଶ୍ୱରର ଯଶୋଦା ମା ଫାଉଣ୍ଡେସନ ତରଫରୁ ଆରମ୍ଭ ହୋଇଛି ବର୍ଣ୍ଣବୋଧ ପ୍ରତିଯୋଗିତା। ଉତ୍କଳ ଦିବସ ଅବସରରେ ନୀଳାଦ୍ରି ବିହାର ଅଞ୍ଚଳର ୪ଟି ବସ୍ତିର ଛୋଟ ବଡ ପିଲା ଏଥିରେ ଭାଗ ନେଇଥିଲେ।…

ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ,ଆଇନଜୀବୀ ଧରଣୀଧର ନାୟକ ସଭାପତି ନିର୍ବାଚିତ

ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ। ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ସଭାପତି ନିର୍ବାଚିତ। ବିଦ୍ୟାଧର ପ୍ରଧାନ ଉପସଭାପତି ଓ ଚିତ୍ତରଞ୍ଜନ ସ୍ବାଇଁ ସମ୍ପାଦକ। ଦେବାଶିଷ ନନ୍ଦ-ଯୁଗ୍ମ ସମ୍ପାଦକ, ଦେବାଶିଷ। ସ୍ଵାଇଁ-ସହସମ୍ପାଦକ। ଜାନକୀକାନ୍ତ ମହାପାତ୍ର ଲାଇବ୍ରେରୀ ସହ-ସମ୍ପାଦକ ନିର୍ବାଚିତ।

ମା’ଭଗବତୀଙ୍କ ଭିତର ହୁଣ୍ଡି ଖୋଲିଲା

ମା’ଭଗବତୀଙ୍କ ଭିତର ହୁଣ୍ଡି ଖୋଲିଲା । ମାତ୍ର ତିନିମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ଭିତରକାଠହୁଣ୍ଡି ଖୋଲା ଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ସଭ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀ ବୁଲ୍‌ବୁଲ୍‌ ବେହେରା , ବିଜ୍ଞାପିତ ଅଞ୍ଚଳ…

ମନମୋହନ ସାମଲ ଓଡ଼ିଶା ବିଜେପିର ନୂଆ ସଭାପତି

ମନମୋହନ ସାମଲ ଓଡ଼ିଶା ବିଜେପିର ନୂଆ ସଭାପତି । ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ଦାୟିତ୍ୱ ମିଳିଛି । ଆଗକୁ ୨୦୨୪ ନିର୍ବାଚନ…

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା

ଅପରାହ୍ନରେ ନବୀନ ନିବାସରେ ହେବ ସାକ୍ଷାତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନ ସାଢ଼େ ୪ଟାରେ ନବୀନ ନିବାସ ଯାଇ ମମତା ସେଠାରେ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମମତା…

ସାରା ବିଶ୍ୱରେ ପ୍ରଚାରିତ ହେବ ‘ମନ କି ବାତ’ର ୧୦୦ ତମ ସଂସ୍କରଣ

ସାରା ବିଶ୍ୱରେ ପ୍ରଚାରିତ ହେବ ‘ମନ କି ବାତ’ର ୧୦୦ ତମ ସଂସ୍କରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ତମ ସଂସ୍କରଣକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବଶେଷ ପ୍ରସ୍ତୁତି ଆରମ୍ଭ କରିଛି । ଭାଜପାର…

ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନରେ ବିଶ୍ଵ ଜଳ ଦିବସ ପାଳିତ

ଭୁବନେଶ୍ବରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନରେ ବିଶ୍ଵ ଜଳ ଦିବସ ମାର୍ଚ୍ଚ ୨୨ ତାରିଖ ଦିନ ପାଳିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରକୁ ଆନ୍ତର୍ଜାତିକ ଜଳ ଗବେଷଣା ପ୍ରତିଷ୍ଠାନର…

ପାଞ୍ଚ ଶହ ଟଙ୍କା ଭତ୍ତା ପାଇଁ ଅଟୋ ଭଡା ପାଞ୍ଚ ଶହ,ଖାଲି ହାତରେ ଫେରିଲେ ଦମ୍ପତି

ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ଅଧିନ ଫଳସାପଡା ଗ୍ରାମର ମୁକୁନ୍ଦ ଦଣ୍ଡସେନା ଏବଂ ତାଙ୍କ ସ୍ତ୍ରୀ ସୁଶୀଳା ଦଣ୍ଡସେନା ।ଦୁଇ ବୃଦ୍ଧ ଦମ୍ପତି 500 ଟଙ୍କା ଭତ୍ତା ପାଇଁ 9 କି ମି 500 ଟଙ୍କା ଅଟୋ…