Thu. Oct 15th, 2026

Tag: #sabdamedia

୧୯ ପଞ୍ଚାୟତର ସମସ୍ୟା ନେଇ ଗୁଣପୁର ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ

ସରକାରଙ୍କ ଆଦିବାସୀ ମାରଣା, କମ୍ପାନୀ ପ୍ରୀତି ଚଳିବ ନାହିଁ । ଜମି,ଜଳ, ଜଙ୍ଗଲ କର୍ପୋରେଟକୁ ସରକାର ଟେକି ଦେଇ ପାରିବେ ନାହିଁ। ସରକାରଙ୍କ ବିରୁଦ୍ଧ ରେ ଆଦିବାସୀ ମାନେ ଋଣ ହୁଙ୍କାର ଦେଇଛନ୍ତି।୧୯ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ସିପିଆଇ…

ରାଗିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ରାଗିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ- ୟୁଜିସି ଆହୁରି ସଶକ୍ତ ନିୟମ ଆଣିଛି । ରାଗିଂ ଅଭିଯୋଗ ଆସିଲେ, ଦାୟୀ ରହିବେ ସମ୍ପୃକ୍ତ କଲେଜ କିମ୍ବା ବିଶ୍ଵବିଦ୍ୟାଳୟ । ରାଗିଂ ସମ୍ପର୍କରେ ସମ୍ପୃକ୍ତ କଲେଜ କିମ୍ବା…

କୁନି ପୁଅକୁ ହତ୍ୟା କଲା ମାଆ

ନିଜ ୪ ବର୍ଷର ପୁଅକୁ ମାରି ବ୍ୟାଗରେ ଭର୍ତ୍ତି କରି ଯାତ୍ରା କଲା ମାଆ । ବେଙ୍ଗାଲୁରୁର ଏକ AI କମ୍ପାନୀର CEOଙ୍କ ଏପରି କାଣ୍ଡ ସମସ୍ତଙ୍କୁ ଚକିତ କରିଛି । ପୁଅକୁ ଗୋଆରେ ହତ୍ୟା କରି ସେଠାରୁ ବେଙ୍ଗାଲୁରୁ ଆଣୁଥିଲେ…

ଲାକ୍ଷାଦ୍ଵୀପରେ ତାଜ୍ ବ୍ରାଣ୍ଡର ଦୁଇଟି ରିସର୍ଟ ନିର୍ମାଣ କରିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ଚର୍ଚ୍ଚାରେ ଥିବା ଲାକ୍ଷାଦ୍ଵୀପରେ ତାଜ୍ ବ୍ରାଣ୍ଡର ଦୁଇଟି ରିସର୍ଟ ନିର୍ମାଣ କରିବାକୁ ଘୋଷଣା କରିଛି ଟାଟା ସମୂହର ଇଣ୍ଡିଆନ ହୋଟେଲ କମ୍ପାନୀ(ଆଇଏଚସିଏଲ)। କେନ୍ଦ୍ର ଶାସିତ ଅଞ୍ଚଳର ସୁହେଲୀ ଏବଂ କଦମତ ଦ୍ବୀପରେ ଏହି ଦୁଇ…

ପରିକ୍ରମା ପ୍ରକଳ୍ପ ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର

ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରୀ ୧୭ରେ ଲୋକାର୍ପିତ ହେବ। ଏଥି ପାଇଁ ଗାଁ ଗାଁରେ ଜଗନ୍ନାଥ ରଥ ବୁଲିବା ସହ ଗୁଆ ଚାଉଳ ସଂଗ୍ରହ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଚତୁପାର୍ଶ୍ଵରେ ଥିବା ବିଭିନ୍ନ ମଠ ମନ୍ଦିରର…

କବିତା ନୂଆ ବର୍ଷ

କବିତା ନୂଆ ବର୍ଷ ଏଇ ଏବେ ଗଲା ବେଳେ ଲାଗୁଥିଲା କିଏ ବର୍ଷ'ଟା ଶିଘ୍ର ଚାଲିଗଲା କଷି ପୌଷ'ର ଫୁଙ୍ଗୁଳା ଆକାଶ ତଳେହାଇ ମାରୁ ମାରୁ ରାତି ଆସିଗଲା,ନିଦ'କୁ ଡରୁଥିବା କଅଁଳା ଛୁଆର ମାଆଟିଘୋଡେ଼ଇଦେଲା ଅନ୍ଧାର ରାତିର କଳା କମ୍ବଳତା ଉପରେ…

ଶରୀର ପାଇଁ ଉପକାରୀ ଛତୁ

ଅଧିକାଂଶ ବ୍ୟକ୍ତି ଛତୁ ଖାଇବାକୁ ପସନ୍ଦ କରନ୍ତି କାରଣ ଏହା ଖୁବ ସ୍ୱାଦିଷ୍ଟ ଲାଗେ । କିନ୍ତୁ ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ । ତେବେ ଏହାର ଉପକାରୀ ଗୁଣ ବିଷୟେରେ ଜାଣିଲେ…

ନୂଆବର୍ଷରୁ ପ୍ରଥମ ମହାକାଶ ଅଭିଯାନ,‘ଏକ୍ସପୋସାଟ୍’ର ସଫଳ ଉତକ୍ଷେପଣ

ନୂଆବର୍ଷରୁ ପ୍ରଥମ ମହାକାଶ ଅଭିଯାନ । ‘ଏକ୍ସପୋସାଟ୍’ର ହେଲା ସଫଳ ଉତକ୍ଷେପଣ । ଲଞ୍ଚ ହେଲା ଏକ୍ସରେ ପୋଲାରିମିଟର ସାଟେଲାଇଟ୍ ଏକ୍ସପୋସାଟ୍ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ସକାଳ ୯ ଟା ୧୦ ମିନିଟରେ ଉତକ୍ଷେପଣ ହୋଇଛି…

ମଧ୍ୟପ୍ରଦେଶରେ ଏଥର ମୋହନ ସରକାର,

ମଧ୍ୟପ୍ରଦେଶରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଡ. ମୋହନ ଯାଦବ ମୁକୁଟ ପିନ୍ଧିଛନ୍ତି। ସେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ଶିବରାଜ ସିଂ ଚୌହାନଙ୍କ ସମର୍ଥକମାନେ ତାଙ୍କ କନଭେନକୁ ଅଟକାଇଥିଲେ। ଏହି ସମୟରେ ମହିଳାମାନେ ‘ମାମା-ମାମା’ର ସ୍ଲୋଗାନ…

ସବୁଠୁ ଥଣ୍ଡା ସହର,ଜି ଉଦୟଗିରି

ଖସୁଛି ପାରଦ , ବଢୁଛି ଶୀତ । ପାରଦ ଯେତିକି ତଳମୁହାଁ ହେଉଛି , ଶୀତ ସେତିକି ବଢିବାରେ ଲାଗିଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ସୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି ।…