Thu. Oct 15th, 2026

Tag: #odishanews

ସରପଞ୍ଚରୁ ମୁଖ୍ୟମନ୍ତ୍ରୀର ଲମ୍ୱା ଯାତ୍ରା

ଛତିଶଗଡ଼ ଗାଦି ସମ୍ଭାଳିବେ ବିଷ୍ଣୁଦେବ ସାଏ। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବେ। ରାୟପୁରରେ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ବିଧାନସଭା ଦଳର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଷ୍ଣୁଦେବ ସାଏଙ୍କ ନାମ ଅନୁମୋଦନ କରାଯାଇଥିଲା।ବିଷ୍ଣୁଦେବ ସାଏ କୁଙ୍କୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ…

ଷଷ୍ଠ ଦିନରେ ମଦ ଭାଟିରେ ଚଢ଼ାଉ,ମିଳୁଛି କେଜି କେଜି ସୁନା

ବଲାଙ୍ଗୀର ଆୟକର ବିଭାଗ ତରଫରୁ ସୁଦପଡା ଦେଶୀ ମଦଭାଟିରେ ରେଡ ଘଟଣା I ଷଷ୍ଠ ଦିନରେ ମଧ୍ୟ ଚଢ଼ାଉ ଜାରି ରହିଛି । ଦିନ ରାତି ଏକ କରି ଖିଅ ଖୋଜୁଛନ୍ତି ଆୟକର ବିଭାଗ ଅଧିକାରୀ । ଗତକାଲି ସୁଦପଡା ମଦଭାଟି…

ଆତ୍ମନିର୍ଭର ଦୁଇ ଏସ୍ ଏସ୍ ଜି ସଦସ୍ୟାଙ୍କୁ ମିଶନ ଶକ୍ତି ମହାସଂଘର ଅଣଦେଖା ଅଭିଯୋଗ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ୱୟଂ ସହାୟିକା ଗୋଷ୍ଠୀର ଦୁଇ ସଭାନେତ୍ରୀ । ବ୍ୟାଙ୍କ ଏବଂ ମିଶନ ଶକ୍ତି ରୁ ଋଣ ନେଇ ସ୍ୱାବଲମ୍ବୀ ହେଲେ । ଏମିତି ଦୁଇ ଜଣ ଚନ୍ଦାହାଣ୍ଡି ସଦରର ମା ତୁଳସୀ ସ୍ୱୟଂ…

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ସମସ୍ତେ…

ଆଦିବାସୀଙ୍କ ଜମି ହଡପ୍ କ୍ୟାବିନେଟ ନିଷ୍ପତିର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବୀରେ ଡିସେମ୍ବର ୧ରୁ ବିଜେପିର ବ୍ୟାପକ ଜନ ଅନ୍ଦୋଳନ

ଭୁବନେଶ୍ୱର,ତା.୨୫/୧୧: ରାଜ୍ୟ ଜନସଂଖାର ୨୪ ଭାଗ ହେଉଛନ୍ତି ଅନୁସୁଚିତ ଜନଜାତି ବର୍ଗର । ସବୁଠୁ ଅବହେଳିତ ଓ ଗରୀବିରେ ସଢୁଥିବା ଆଦିବାସୀ ଭାଇମାନଙ୍କ ସୁରକ୍ଷା ଆମ୍ଭମାନଙ୍କର ମୈାଳିକ କର୍ତବ୍ୟ । ନବୀନ ସରକାରଙ୍କ କର୍ପୋରେଟ ପ୍ରୀତି ତଥା ସାଧାରଣ ଆଦିବାସୀଙ୍କୁ ସର୍ବହରା…

ତରଳିଗଲା ମହିଳା ପୁଲିସଙ୍କ ହୃଦୟ,କୋଚି ପୁଲିସ୍‌ ଷ୍ଟେସନରେ ମାଆ-ମମତାର ହୃଦୟସ୍ପର୍ଶୀ ଦୃଶ୍ୟ

ଏକ ଅଜଣା ଛୁଆର କାନ୍ଦ ଆଗରେ ତରଳିଗଲା ପୁଲିସ୍‌ ହୃଦୟ । ପୁଲିସ୍‌ ବର୍ଦ୍ଦି ତଳୁ ବିଚଳିତ କଲା ମା’ର ମମତା। ଶେଷରେ କର୍ତ୍ତବ୍ୟକୁ ପଛ କରି ନିଜ ହୃଦୟର ଡାକ ଶୁଣିଲେ ପୁଲିସ୍‌ ଅଧିକାରୀଜଣକ । ତା’ ପରେ ସେ…

ତେଜସ୍ ରେ ଉଡିଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ମୋଦିଙ୍କ ପାଇଲଟ୍ ଲୁକ

ସ୍ବଦେଶୀ ଲଢୁଆ ବିମାନ ‘ତେଜସ’ରେ ଉଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍‌ କରି କହିଲେ ଅନୁଭବ ଅବିଶ୍ବସନୀୟ । ବାୟୁସେନା, ଏଚଏଏଲ ଓ ଡିଆରଡିଓକୁ କଲେ ପ୍ରଶଂସା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ବାୟୁସେନାର ସ୍ବଦେଶୀ ଲଢୁଆ ବିମାନ…

ତ୍ରିବିକ୍ରମ ବେଶରେ ସଜେଇ ହେଲେ ମହାପ୍ରଭୁ

ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗି କରାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ…

ପୁରୀରୁ ପାତାଳୀ ଶ୍ରୀକ୍ଷେତ୍ରକୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥଚକ

ସୁବର୍ଣ୍ଣପୁର: ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥ ଚକ। ଏହି ରଥ ଚକ ପାତାଳୀ କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ଠାରେ ରହିବ । କୋଟସମଲେଇ ପାତାଳୀ କ୍ଷେତ୍ର ରୁ ଯାଇଥିବା ତୁଳସୀ ଗାଡିରେ ଶ୍ରୀକ୍ଷେତ୍ର ପୁରୀରୁ ଦେବୀ…

ଚାଷୀ ହତ୍ୟାକାରୀ ସରକାର,ଚାଷୀମାନଙ୍କ ପାଖକୁ ଯିବ କୃଷକମୋର୍ଚ୍ଚା

ଭୁବନେଶ୍ୱର, ତା.୨୨/୧୧: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରର ଗତ ୯ ବର୍ଷ ଶାସନକାଳରେ ଅନେକ କୃଷି ଓ କୃଷକ କଲ୍ୟାଣ ଯୋଜନାର କାର୍ଯ୍ୟାନ୍ୱୟନ କରିଛନ୍ତି । ଚାଷୀଙ୍କ ଆୟକୁ ଦ୍ଵିଗୁଣିତ କରିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ…