ମିଶନ ଶକ୍ତି ସ୍କୁଟି ଯୋଜନାରେ ରାୟଗଡାର ୭୭ଜଣକୁ ଦିଆଗଲା
ରାୟଗଡ:-ତା.୧୧/୧୦- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ ମୁଖ୍ୟାଳୟ ରେ ଶୁଭାରମ୍ଭ କରାଯାଇଥିବା ମିଶନ ଶକ୍ତି ସ୍କୁଟର ଯୋଜନା ଅନ୍ତର୍ଗତ ରାୟଗଡା ଜିଲ୍ଲାରେ ୭୭ଜଣ ସ୍ୱୟଂ ସହାୟକ ମହିଳାଙ୍କୁ ଇ-ସ୍କୁଟି ପ୍ରଦାନ କରାଯାଇଛି l ଭରଚୁଆଲ ମାଧ୍ୟମରେ ମାନ୍ୟବର…