
ଯାଜପୁର ସହର ରେ ଜନ ସଂପର୍କ ପଦଯାତ୍ରା ସମୟରେ ଏକାଠି ହେଲେ ହଜାର ହଜାର ସମର୍ଥକ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଜନ କଲ୍ୟାଣ ଯୋଜନା ର ଅପୂର୍ବ ସଫଳତା ସହ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଆହ୍ଵାନ ରେ ଏକତ୍ରିତ ହୋଇଥିଲେ ସହର ବସି। ଗାନ୍ଧୀ ମାର୍ଗ ଠାରୁ ବିରଜା ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ଜନ ସଂପର୍କ ପଦଯାତ୍ରା ରେ ଯୁବ ସ୍ପନ୍ଦନ ଭବ ପ୍ରସାଦଙ୍କ ଦୃଢ ନେତୃତ୍ଵ ଏକ ସଫଳ ଯାତ୍ରା ରେ ପରିଣତ ହୋଇଥିଲା। ଏହି ଯାତ୍ରା ରେ ଯୁବ, ଛାତ୍ର, ମହିଳାଙ୍କ ସହ ସମସ୍ତ କର୍ମୀ ନେତୃବୃନ୍ଦ ଯୋଗ ଦେଇ ଏକ ସର୍ଵ ବୃହତ୍ ପଦଯାତ୍ରା ରେ ପରିଣତ କରିଥିଲେ ।