Thu. Oct 15th, 2026

Tag: #sabdalive

ମୋଦି ରାଜ୍ କୁ ୯ ବର୍ଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତା ହାତେଇବାକୁ ୯ ବର୍ଷ ହୋଇଯାଇଛି। ୨୬ ମେ ୨୦୧୪ରେ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ଶାସନ ଭାର ସମ୍ଭାଳିଥିଲେ। ୨୦୧୪ରେ ମୋଦି ଲହରରେ ବସି ଭାରତୀୟ ଜନତା ପାର୍ଟି(ଭାଜପା) ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା।…

୭୫ଟଙ୍କିଆ ସ୍ମାରକୀ ଧାତବ ମୁଦ୍ରା ଉନ୍ମୋଚିତ

ନୂଆ ସଂସଦ ଭବନ ଉଦ୍ଘାଟନ ଅବସରରେ କେନ୍ଦ୍ର ସରକାର ୭୫ ଟଙ୍କିଆ ସ୍ମାରକୀ ଧାତବ ମୁଦ୍ରା (କଏନ୍) ଜାରି କରିବେ ବୋଲି ଗୁରୁବାର ଦିନ ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି।ମେ ୨୫ ତାରିଖରେ ଜାରି କରାଯାଇଥିବା ‘ଗେଜେଟ୍’ ବିଜ୍ଞପ୍ତିରେ ଅର୍ଥମନ୍ତ୍ରାଳୟ କହିଛି…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ

ରାୟଗଡା ସ୍ଥାନୀୟ ଜିଲ୍ଳା ମୂଖ୍ୟ ଚିକିତ୍ସାଳୟ ପରିସରରେ ଏକ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରିବା ପାଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…

ପୁରୀରେ ଖୋଲିଲା ଏଚଡିଏଫସି ବ୍ୟାଙ୍କର ୨୦୮ତମ ବ୍ରାଞ୍ଚ

ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ କୁମାରଙ୍କ ଦ୍ୱାରା ପୁରୀରେ ଏଚଡିଏଫସି ବ୍ୟାଙ୍କ ଅଠରନଳା ଠାରେ ଉଦ୍ଘାଟିତ ହୋଇଯାଇଛି l ଆଜି ଦିନ ଏଗାରଟା ବେଳେ ଅଠରନଳା ସ୍ଥିତ ସାଇ ମଣ୍ଡପ ଠାରେ ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଦ୍ୱାରା…

ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡରେ ବିଜେ ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ଓ ବାହୁଡା଼ ଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଭାରପ୍ରାପ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ…

ଦିଲ୍ଲୀରେ ମୈଦାନଗରୀର ମୁଖ୍ୟ ରାସ୍ତାରେ ବନ୍ଦ କଲେ ଲୋକେ

ମୈଦାନଗରୀର ମୁଖ୍ୟ ରାସ୍ତାରେ ବନ୍ଦ କଲେ ଲୋକେ। ରାସ୍ତା ବନ୍ଦ ଯୋଗୁଁ ଲୋକମାନଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି। ନିକଟରେ, ମଇଦାନଗରର ମେଟ୍ରୋ ସାଇଟରେ ଏକ ବଡ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ନବ ସରାୟ ଏବଂ ଏମବି ରୋଡକୁ ସଂଯୋଗ କରୁଥିବା ମୈଦାନଗରର…

ପ୍ରବଳ ବର୍ଷା ଏବଂ ପବନ ବଦଳାଇଲା ଦିଲ୍ଲୀର ପାଗ

ପ୍ରବଳ ବର୍ଷା ଏବଂ ପବନ ଦିଲ୍ଲୀର ପାଗ ବଦଳାଇ ଦେଇଛି। ଗୁରୁବାର ସନ୍ଧ୍ୟାରେ ଧୂଳି ଝଡ଼ ଏବଂ କିଛି ସମୟ ପରେ ପ୍ରବଳ ବର୍ଷା ପାଗର ମନୋବଳକୁ ବଦଳାଇ ପାଗକୁ ଅତ୍ୟନ୍ତ ମନୋରମ କରିଥିଲା। ଗତକାଲି ସନ୍ଧ୍ୟା ଠାରୁ ପଞ୍ଜାବ ଏବଂ…

ପ୍ରଧାନମନ୍ତ୍ରୀ ରେସରେ ମୋଦି ଆଗୁଆ: ସର୍ଭେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବି ମଧ୍ୟ ଦେଶର ସବୁଠାରୁ ଲୋକପ୍ରିୟ ନେତାଙ୍କ ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି। ସେଭଳି କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ମଧ୍ୟ ବଢିଛି। ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ, ମୋଦିଙ୍କ…

ଘର ଉଜାଡ଼ିଲା କାଳବୈଷାଖି

ବାଣପୁର ବ୍ଲକ ନିଳାଦ୍ରୀ ପ୍ରସାଦ ପଂଚାୟତରେ କାଳବୈଷାଖିର ପ୍ରଭାବ। ଆଜି ଅପରାହ୍ନ ୩.୩୦ ମିନିଟ ସମୟରେ କାଳ ବୈଶାଖିର ପ୍ରଭାବରେ ନିଳାଦ୍ରୀ ଗ୍ରାମର ଏକ ବିରାଟ ତେନ୍ତୁଳି ଗଛ ଉପୁଡି ସୁରେନ୍ଦ୍ର ପ୍ରଧାନ ଓ ଅଶୋକ ପ୍ରଧାନଙ୍କ ଘର ଉପରେ ମାଡିବସିବା…

କାଳବୈଶାଖୀରେ ଭିଜିଲା ଟ୍ୱିନ ସିଟି

କାଳବୈଶାଖୀ ବର୍ଷାରେ ଭିଜିଲା ଟ୍ୱିନ ସିଟିରାଜ୍ୟରେ କାଳବୈଶାଖୀ ସକ୍ରିୟ।ଭୁବନେଶ୍ବର ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ତାତିରୁ ମିଳିଲା ଆଶ୍ୱସ୍ତି। ଅପରାହ୍ନରେ ଟ୍ୱିନ ସିଟିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା। ଆଜିଠୁ ୫ ଦିନ ବର୍ସିବ।…