କୋର୍ଣ୍ଣାକୋଣ୍ଡାମାଳି ପାହାଡକୁ ରାସ୍ତା ନାଁରେ ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠିର ଅର୍ଥ ଆତ୍ମସାତ ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି
କୋରାପୁଟ: କୋରାପୁଟ ଜିଲ୍ଲାର ନାରାୟଣ ପାଟଣା ବ୍ଲକ ର ତଳଗୁମାଣ୍ଡି ଅନ୍ତର୍ଗତ ଭିତରପୋଡା ସ୍ଥିତ କୋର୍ଣ୍ଣାକୋଣ୍ଡାମାଳି ବକ୍ସାଇଟ ପାହାଡ଼କୁ ସଂଯୋଗ ପାଇଁ ନାଲକୋ ଦ୍ୱାରା ପ୍ରଦତ୍ତ ପାରିପାର୍ଶ୍ଵିକ ପାଣ୍ଠିରୁ କୋରାପୁଟ ଜିଲା ପରିଷଦ କାର୍ଯ୍ୟାଳୟ ଚିଠି ନମ୍ବର ୧୩୮୬ ତାରିଖ ୩୦.୦୩.୨୨ରେ…
ନାଗସାପର ଭୟ ଦେଖାଇ ନାବାଳିକା ଶୋଷଣ, ପୀଡ଼ିତାଙ୍କ ପରିବାରକୁ ଭେଟିଲା ସ୍ନେକ ହେଲ୍ପ ଲାଇନ
ନୟାଗଡ଼: ଓଡ଼ଗାଁ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ନାଗସାପ ଦ୍ଵାରା ଭୟଭୀତ କରାଇ ଶୋଷଣ କରିବା ମାମଲା ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଗନ୍ନାଥ ସାହୁଙ୍କ ବିରୁଦ୍ଧରେ ଜାତିଆଣ ଆକ୍ଷେପ ସହିତ ସଙ୍ଗୀନ ପୋକସୋ ଦଫା ଲଗାଯାଇଛି ଏବଂ ଅଧୁନା ସେ ବିଚାରାଧୀନ…
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ନେଇ ବାଜିପାରେ ମୋହର
ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୂର୍ବାହ୍ନ ୧୧ ଟା ୩୦ ମିନିଟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ନୀଳଦ୍ରୀ ଭକ୍ତ ନିବାସ ଠାରେ ବସିବ ଏହି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ…
ଭୂମିକମ୍ପରେ ଦୋହଲିଲା ନେପାଳ,ସତୁରୀ ଟପିଲା ମୃତ୍ୟୁ ସଂଖ୍ୟା
ଭୟଙ୍କର ଭୂମିକମ୍ପରେ ଦୋହଲିଲା ନେପାଳ । ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୬.୪ ରେକର୍ଡ କରାଯାଇଛି ।ଭୂକମ୍ପରେ ଏବେ ସୁଦ୍ଧା 70 ଜଣଙ୍କ ମୃତ୍ୟୁ ହୋଇଥିବା…
ଭୁବନେଶ୍ୱର ଆର.ବି.ଆଇ ରେ ବଦଳା ଯାଉଥିବା ଟଙ୍କା ୨୦୦୦ ନୋଟ୍ ବିଜେପି ଓ ବିଜେଡ଼ିର କି ? କଂଗ୍ରେସ
ଭୁବନେଶ୍ୱର, ତା. ୦୨.୧୧ : ଆଜି ପ୍ରଦେଶ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସମ୍ୱୋଧିତ୍ କରି ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଥିଲେ ଯେ, ରାଜ୍ୟ ରାଜଧାନୀର ଛାତି ଉପରେ ଆର.ବି.ଆଇ.…
୩୦ ଟଙ୍କାରେ ପିଆଜ ବିକିଲା ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ
ଭୁବନେଶ୍ୱର, ୦୨.୧୧ : ଆଜି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଜିଲ୍ଲା ମହିଳା କଂଗ୍ରେସ ନେତ୍ରୀ ତଥା ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବହୁ ନେତୃବୃନ୍ଦ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ…
ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭେଟିଲେ ବିଭିନ୍ନ ବେସରକାରୀ, ରାଜନୈତିକ ତଥା ବିଭିନ୍ନ ସଙ୍ଗଠନ
5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ଭାବେ ନିଯୁକ୍ତ ହେବା ପରେ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭେଟିଛନ୍ତି ବିଭିନ୍ନ ବେସରକାରୀ, ରାଜନୈତିକ ତଥା ବିଭିନ୍ନ ସଙ୍ଗଠନର । ମୀରା ପରିଡ଼ାଙ୍କ ନେତୃତ୍ୱରେ ସଖା ସଙ୍ଗଠନ,ଓଡ଼ିଶା ଶିଶୁ ସୁରକ୍ଷା ସଂଗଟନ କର୍ମଚାରୀ ସଙ୍ଘ,ନୂଆଦିଲ୍ଲୀର…