Sun. Nov 29th, 2026

Tag: #sabdaodisha

ଦିଲ୍ଲୀରେ ସୁରକ୍ଷିତ ନାହାନ୍ତି ଖୋଦ୍ ମହିଳା ଆୟୋଗର ମୁଖ୍ୟ; ଘୁଷୁଡ଼ି ଗଲେ ୧୫ କିମି 

ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କୁ କାର ଡ୍ରାଇଭର ୧୦ ରୁ ୧୫ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲେ। ଏହି ଘଟଣା ଦିଲ୍ଲୀ ଏମ୍ସ ନିକଟରେ ଘଟିଥିଲା। ତେବେ ପୋଲିସ ଅଭିଯୁକ୍ତକୁ…

ମହାଙ୍ଗା ପଡ଼ିଲା ବିମାନରେ ପରିସ୍ରା; ୪ ମାସ ବ୍ୟାନ କଲା ଏୟାର ଇଣ୍ଡିଆ

ଭାରି ପଡ଼ିଲା ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା କରିବା। ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରିଥିବା ଯାତ୍ରୀ ଶଙ୍କର ମିଶ୍ରଙ୍କ ଉପରେ ଏୟାର ଇଣ୍ଡିଆ ଆଉ ୪ ମାସର ବ୍ୟାନ…

ସାଧାରଣତନ୍ତ୍ର ଦିବସ ପ୍ୟାରେଡ,ରିକ୍ସା ଟାଣିବା ଓ ପନିପରିବା ବିକ୍ରେତାଙ୍କ ପାଇଁ ଆଗ ଧାଡି ସଂରକ୍ଷିତ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚଳିତମାସ ୨୬ରେ ଦିଲ୍ଲୀର ରାଜପଥ (କର୍ତ୍ତବ୍ୟ ପଥ)ରେ ଭବ୍ୟ ପ୍ୟାରେଡ୍ ଆୟୋଜିତ ହେବାକୁ ଯାଉଛି । ଚଳିତବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡରେ ରିକ୍ସା ଟାଣିବା ଠାରୁ ଆରମ୍ଭ କରି ପନିପରିବା ବିକ୍ରେତା ପର୍ଯ୍ୟନ୍ତ ସ୍ୱତନ୍ତ୍ର ସରକାରୀ ନିମନ୍ତ୍ରଣକାରୀ…

ଲୋକ ମହୋତ୍ସବ ଚଇତି ଉଦଘାଟିତ,ଢାମ୍ପ,ଢୋଲରେ କମ୍ପିଲା ରାୟଗଡ଼

ରାୟଗଡ଼ା: (ଅଜିତେଶ ପଟ୍ଟନାୟକ ) ଖୁବ ଆଡ଼ମ୍ୱରର ସହ ଆରମ୍ଭ ହୋଇଛି ରାୟଗଡା ଜିଲ୍ଲାର ଲୋକ ମହୋତ୍ସବ ଚଇତି । ମାଆ ମଝିଘରିଆଣି ମନ୍ଦିରରୁ ଆଜ୍ଞାମାଳ ନେଇ ଜିସିଡି ପଡିଆର ମୁଖ୍ୟ ମଞ୍ଚ ନିକଟକୁ ବାହାରି ଥିଲା ବିରାଟ ପଟୁଆର ।…

ବାସବାଗଲି ପାହାଡ ନିଲାମକୁ ବିରୋଧ,ବାଣପୁର ତହସିଲଦାରଙ୍କୁ ଅଭିଯୋଗ

ବାଣପୁର : ପରିବେଶ ସୁରକ୍ଷା ବଦଳରେ ସବୁଜ ପରିବେଶ ନଷ୍ଟ ପାଇଁ ଉଦ୍ୟମ । ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ତହସିଲ ଅଞ୍ଚଳର ବାସବଗଲି ପାହଡକୁ ଖଣି ଲିଜ୍ ଦିଆଯାଉଥିବା ନେଇ ଖବର ଆସିବା ପରେ ବିରୋଧ ମୁଣ୍ଡ…

ରେଳ ବଜେଟରେ ଓଡିଶାକୁ ମିଳିପାରେ ଅଧିକ ଅନୁଦାନ

ନୂଆଦିଲ୍ଲୀ : ଆସନ୍ତା ରେଳ ବଜେଟ୍‌ରେ ଓଡ଼ିଶାକୁ ଅଧିକ ଅନୁଦାନ ମିଳିପାରେ । ୨୦୨୨-୨୩ରେ ରେଳ ପାଇଁ ୧.୩୭ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ଓଡ଼ିଶା ଭାଗରେ ଥିଲା ୯,୭୩୪ କୋଟି ଟଙ୍କା। ତେବେ ୨୦୨୩-୨୪ ଆର୍ଥିକ…

ବାଣପୁର ଏନଏସି ଅଧକ୍ଷ ମିଟୁ ନାୟକ ଅସହାୟମାନଙ୍କୁ ବାଣ୍ଟିଲେ ଶୀତ ବସ୍ତ୍ର

ବାଣପୁର:ବାଣପୁର ଖୋର୍ଦ୍ଧା ଜିଲା ବାଣପୁର ଏନ୍ ଏ ସି ଅଧ୍ୟକ୍ଷ ମିଟୁ ନାୟକ ବାଣପୁର ଏନ୍ ଏ ସିର ଅସହାୟ ପରିବାରର ସମସ୍ତ ସଦସ୍ୟଙ୍କୁ ୱାର୍ଡ ୱାର୍ଡ ବୁଲି ଶୀତ ଦିନରେ ଶୀତ ବସ୍ତ୍ର କମ୍ୱଳ ବଣ୍ଟନ କରିଛନ୍ତି । ଅଧ୍ୟକ୍ଷଙ୍କର…

ଓଡିଶାରେ ଝଡର ଇଗଲଙ୍କ ପ୍ଲେନ୍

ଓଡିଶାରେ ପହଚିଂଲା ବିଜୁବାବୁଙ୍କ ଅତିପ୍ରିୟ ଡାକୋଟା ବିମାନ । ୩ଟି କଣ୍ଟେନରରେ ଲଦା ହୋଇ ଆସିଛି ଏହି ଡାକୋଟା । କୋଲକତା ବିମାନ ବନ୍ଦରରୁ ଭୁବନେଶ୍ୱର ଅଣାଯିବା ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଥିଲା । ସ୍ଥାନେ ସ୍ଥାନେ ଏହି ବିମାନ ଦେଖିବାକୁ…

ଚିଲିକାରେ ଯାତ୍ରୀ ସୁରକ୍ଷା ଓ କୋଭିଡ ସଚେତନତାକୁ ନେଇ ସାଧାରଣ ସଭା

ଭାରତର ବୃହତ ଲୁଣା ହ୍ରଦ ଚିଲିକା । ଗୋଟିଏ ପଟେ ମାଆ କାଳିଜାଇଙ୍କ ମନରୋମ ପୀଠ,ଅନ୍ୟପଟେ ଶ୍ରୀଜଗନ୍ନାଥଙ୍କ ଗୁପ୍ତଲୀଳାର କ୍ଷେତ୍ରର କାଙ୍କଣଶିଖରୀ,ବିଦେଶାଗତ ପକ୍ଷୀଙ୍କ ପ୍ରିୟ ନଳବଣ ଓ ଚଢେଇଗୁହା । ପ୍ରାକୃତିକ ଶୋଭାରେ ଟିକେ ଆନମନା ହେବାକୁ ଓ ଆଧ୍ୟାତ୍ମିକ ଭାବରେ…

ବୁର୍ଜ ଖଲିଫାରେ ପଠାନ କ୍ରେଜ

ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମ ‘ପଠାନ’ର ରିଲିଜ ତାରିଖ ଯେତେ ପାଖେଇ ଆସୁଛି ପ୍ରଶଂସକଙ୍କ ହୃଦୟସ୍ପନ୍ଦନ ସେତେ ବଢିଚାଲିଛି । ଫିଲ୍ମର ଟ୍ରେଲରକୁ ମଧ୍ୟ ଲୋକଙ୍କ ଭଲ ପ୍ରତିକ୍ରିୟା ମିଳିଛି । ବଲିଉଡ…