Mon. Nov 30th, 2026

Tag: #sabdaodisha

୫୪ ବର୍ଷରେ ଦ୍ୱିତୀୟ ବିବାହ କରିବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର

ଶବ୍ଦମିଡ଼ିଆ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର । ତାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଦିବ୍ୟଶଙ୍କର ମିଶ୍ର । ଏନେଇ…

ILS ର ବଡ ସଫଳତା,ଉଦ୍ଭାବନ ହେଲା ବ୍ରେନ ମ୍ୟାଲେରିଆ ଔଷଧ

ଶବ୍ଦମିଡ଼ିଆ ବ୍ୟୁରୋ:ବ୍ରେନ ମ୍ୟାଲେରିଆ ଏକ ମାରାତ୍ମକ ଭୁତାଣୁ ଜନିତ ରୋଗ।ପ୍ରତି ବର୍ଷ ରାଜ୍ୟରେ ଏବଂ ଭାରତ ବର୍ଷରେ ଅନେକ ଲୋକ ଏହି ମାରାତ୍ମକ ରୋଗରେ ପିଡୀତ ହୋଇ ପ୍ରାଣ ହରାନ୍ତି।ଏହା ମଧ୍ୟରେ ଭୁବନେଶ୍ଵରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ILS)ର ବଡ଼ ସଫଳତା। ବ୍ରେନ୍…

ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଉନ୍ନତିକରଣ ସହ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ପର୍ଯ୍ୟଟନ ବିକାଶ ନିମନ୍ତେ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ପର୍ଯ୍ୟଟନର ବିକାଶ ହେବାର ଆବଶ୍ୟକତା ରହିଛି।ଏହାକୁ ବାସ୍ତବରେ ଅନୁଭବ କରିଛନ୍ତି ରାଜ୍ୟ ସରକାର ସେଥିପାଇଁ ବର୍ତ୍ତମାନ ଅନେକ ପର୍ଯ୍ୟଟନ ସ୍ଥଳୀ ସହ ପ୍ରସିଦ୍ଧ ମନ୍ଦିର ସମସ୍ତ ଉନ୍ନତି କରଣ କରାଯାଉଛି।ତେବେ ଏସବୁଭିତରେ ଓଡ଼ିଆ ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ,ସନ୍ଧ୍ୟା ସମୟରେ ବନ୍ଦ ରହିବ ସର୍ବସାଧରଣ ଦର୍ଶନ

ଶବ୍ଦମିଡ଼ିଆ ବ୍ୟୁରୋ:ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନେକ ନୀତିକାନ୍ତି ରହିଛି। ବର୍ଷ ଭରି ଶ୍ରୀଜୀଉଙ୍କ ପୂଜା ନୈବେଦ୍ୟ ମଧ୍ୟରେ ଅନେକ ନୀତି ନିୟମ ପାଳନ କରାଯାଇଥାଏ।ଯାହାକୁ ଆମେ ମାନେ ଭକ୍ତ ହିସାବରେ ଦେଖିବାକୁ ପାଉ ଏସବୁ ଭିତରେ ଆଜି ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି…

ନଈ ମଝିରେ ଭଗବାନ, ଛତିଶଗଡ-ଓଡିଶା ସୀମାରେ ସୌନ୍ଦର୍ଯ୍ୟମୟୀ ଛତାପଖାନ

ଝରଣାର ନାଁ ଛତାପଖାନ । ପ୍ରକୃତିର ଅପରୂପା ସୌନ୍ଦର୍ଯ୍ୟର ପସରା । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସୀମା କୋଇଲିମୁଣ୍ଡା ପଂଚାୟତ କେନ୍ଦୁଗୁଡା ଓ ଛତିଶଗଡ ରାଜ୍ୟ ଅଧିନ ପାନିଗାଁ ମଝି ତେଲ ନଦୀରେ ମନୋରମ ପର୍ଯ୍ୟଟନସ୍ଥଳୀ ଛତାପଖାନ । ଅତୀତରେ…

୨୦୨୭ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ ଓଡିଶା,ନୋ ମୋର ମ୍ୟାଲେରିଆ ସହ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ସ୍ଵାକ୍ଷର

ଶବ୍ଦମିଡ଼ିଆ ବ୍ୟୁରୋ:ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା। ନୋ ମୋର ମ୍ୟାଲେରିଆ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଚୁକ୍ତି ସ୍ଵାକ୍ଷରିତ ହୋଇଛି।ଆଗାମୀ ୨୦୨୭ ସୁଦ୍ଧା ଓଡ଼ିଶାରୁ ମ୍ୟାଲେରିଆ କିପରି ଭାବରେ ଦମନ କରାଯାଇପାରିବ ସେଥିପାଇଁ କାମ କରିବ ନୋ ମୋର ମ୍ୟାଲେରିଆ।୨୦୨୭…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନୂଆ ନିୟମ, ନିଜ କାର୍ଯ୍ୟାଳୟରେ ବାଜିବନି ବଜର

ଶବ୍ଦମିଡ଼ିଆ ବ୍ୟୁରୋ:କେନ୍ଦ୍ରୀୟ ରେଳ ଏବଂ ଆଇଟି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ନୂଆ ନିୟମକୁ ଆପଣାଇଛନ୍ତି।ଶ୍ରୀ ବୈଷ୍ଣବ ନିକଟରେ ନିଜ କାର୍ଯ୍ୟାଳୟରୁ ବଜର ହଟାଇଦେଇଛନ୍ତି,ଯାହା ସାହାଯ୍ୟରେ ସେ ନିଜର କନିଷ୍ଠ ସହାୟକମାନଙ୍କୁ କାର୍ଯ୍ୟାଳୟ ଭିତରକୁ ଆସିବାକୁ ଅନୁମତି ଦେଉଥିଲେ।ଏହା ସହ…

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଜିଲ୍ଲା ସୁଆଣ୍ଡୋ ଗସ୍ତ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନ ସୁଆଣ୍ଡୋରେ ଚଳିତ ମାସ ୨୩ ତାରିଖରେ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ଵାରା ଅନୁଷ୍ଠିତ ହେବ।ପଟ୍ଟନାୟକିଆ ସ୍ଥିତ ସୂଚନା କେନ୍ଦ୍ର, ସୁଆଣ୍ଡୋ ଗ୍ରାମର ଲୋକେଶ୍ୱର ମନ୍ଦିର,…

ପୁରୀ ସମୁଦ୍ରକୂଳରେ ଜାତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ଗାନ୍ଧୀ ଶିଳ୍ପ ବଜାର ଉଦଘାଟିତ

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀ: ହସ୍ତଶିଳ୍ପ ଓ ହସ୍ତକଳାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ ବୋଲି କହିଛନ୍ତି ରାଜ୍ୟ ହସ୍ତଶିଳ୍ପ ତଥା ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ। ଶ୍ରୀ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୂଲ୍ୟରେ କେନ୍ଦ୍ର ହସ୍ତଶିଳ୍ପ ଆୟୁକ୍ତ ଓ…

ଶୀଘ୍ର ସାରି ଦିଅନ୍ତୁ ବ୍ୟାଙ୍କ କାମ,ମାର୍ଚ୍ଚ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ଶବ୍ଦମିଡ଼ିଆ ବ୍ୟୁରୋ:ବ୍ୟାଙ୍କ ଏପରି ସ୍ଥାନ ଯେଉଁଠି ସାଧରଣ ଲୋକଟିଏ ଠାରୁ ଆରମ୍ଭ କରି ପ୍ରତିପତିଶାଳୀ ଲୋକଟିଏ ହେଲେ ମଧ୍ୟ ଅଳ୍ପ ହେଉ ବହୁତ ସମସ୍ତଙ୍କର ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ କାର୍ଯ୍ୟ ରହିଥାଏ।ଏହା ମଧ୍ୟରେ ସମସ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ…